• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ମାଗୁର ମାଛର ଝୋଳ
ଗଳ୍ପ

ମାଗୁର ମାଛର ଝୋଳ

ଜାନକୀ ବଲ୍ଲଭ ପଟ୍ଟନାୟକBy ଜାନକୀ ବଲ୍ଲଭ ପଟ୍ଟନାୟକFebruary 23, 2020No Comments1 Min Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ସଂସାରୀ ଲୋକଙ୍କୁ ଯଦି କହିବ, ସବୁ ଛାଡ଼ି ଛୁଡ଼ି ଦେଇ ଈଶ୍ୱରଙ୍କ ପାଦପଦ୍ମକୁ ଧ୍ୟାନ କର, ସେମାନେ ତାହା କେବେ କରିବେ ନାହିଁ । ସଂସାରର ମୋହ କଣ ଏପରି ଛାଡ଼ି ହୁଏ ? ସେଥିାଇଁ ବିଷୟୀ ଲୋକମାନଙ୍କୁ ନିଜ ଆଡ଼କୁ ଟାଣିବାପାଇଁ ନିତାଇ ଗୌର ଦୁଇ ଭାଇ ପରାମର୍ଶ କରି ଏକ ଉପାୟ ବାହାର କଲେ । “ମାଗୁର ମାଛେର ଝୋଲ୍, ଯୁବତୀ ମେୟେରା କୋଲ, ବୋଲ୍ ହରି ବୋଲ’ ।

ପ୍ରଥମ ଦୁଇଟିର ଲୋଭରେ ଲୋକ ହରିନାମ କରିବାକୁ ଯିବେ । କିନ୍ତୁ ହରି ନାମର ଆସ୍ୱାଦ ପାଇଲେ ସେମାନେ ବୁଝିପାରନ୍ତି ଯେ ମାଗୁର ମାଛର ଝୋଳ କିଛି ନୁହେ, ହରି ପ୍ରେମରେ ଯେଉଁ ଅଶ୍ରୁଧାରା ବହେ, ତା ସହିତ କାହାରି ତୁଳନା ନାହିଁ ।

ଆଉ ଯୁବତୀ ସ୍ତ୍ରୀ ହେଲା ପୃଥିବୀ । ଯୁବତୀ ସ୍ତ୍ରୀର କୋଳ ହେଲା, ପୃଥିବୀର ଧୂଳିରେ ହରି ପ୍ରେମରେ ଗଡ଼ାଗଡ଼ି ହେବା ।

 

Janaki Ballabh Patnaik Books Janaki Ballabh Patnaik Odia Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleକୃଷ୍ଣ ଆସହେ, ଆସହେ
Next Article ପାର୍ବତୀଙ୍କ ଗାଲରେ ଆଞ୍ଚୁଡ଼ା ଚିହ୍ନ
ଜାନକୀ ବଲ୍ଲଭ ପଟ୍ଟନାୟକ

Related Posts

ଆତିଥ୍ୟ

March 31, 2023

ନିରକ୍ଷର ସେନାପତି

March 30, 2023

ନୂତନ ଦଣ୍ଡ

March 29, 2023

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.