କେବଳ ଭାଷାପାଇଁ…. ଯେତେବେଳେ ଗୋଟିଏ ଅ•ଳ ତା’ର ସ୍ୱାଧୀନତା ହରାଏ, ସେତେବେଳେ ସେ ବିଜେତାର ଭାଷା, ସାହିତ୍ୟ, ସଂସ୍କୃତି, ରାଜନୀତି, ଅର୍ଥନୀତି ଇତ୍ୟାଦିୱାରା ପ୍ରଭାବିତ ହୋଇଥାଏ । ନୂତନ ଶାସକ ନିଜ ସୁବିଧାପାଇଁ ସୁହାଇଲାଭଳି ଆଇନ ପ୍ରଣୟନ କରି ପରାଜିତ ଅ•ଳର ଅଧିବାସୀଙ୍କୁ ତାହା ଗ୍ରହଣ କରିବାପାଇଁ ବାଧ୍ୟ କରିଥାନ୍ତି । କେତେକାଂଶରେ ଏହା ଉକ୍ତ ଅଧିବାସୀଙ୍କପାଇଁ ମଙ୍ଗଳକର ହୋଇଥିବାବେଳେ ଅନେକ କିଛି ଅପକାର ମଧ୍ୟ ହୋଇଥାଏ । ଯେତେବେଳେ ଭାଷା ଉପରେ ଅନଧିକାର ହସ୍ତକ୍ଷେପ ଘଟେ, ସେତେବେଳେ ମନ ଭିତରେ ଗୁଂଜରି ଉଠେ ବିଦ୍ରୋହର ନିଶା । ଧର୍ମ, ବର୍ଣ୍ଣ, ଜାତି ନିର୍ବିଶେଷରେ ସମସ୍ତେ ଏକ ହୁଅନ୍ତି ଏହାର ଦୃଢ଼ ପ୍ରତିବା କରିବାକୁ । ପ୍ରଥମେ ଶାନ୍ତଶିଷ୍ଟ ଉପାୟରେ ଏବଂ ପରେ ଶାସକ ଏଥିପ୍ରତି ଉାସୀନ ରହିଲେ ଏହି ଶାନ୍ତ ପ୍ରତିବା ପ୍ରତିହିଂସାର ରୂପ ନିଏ । ଏହିପରି ଏକ ଘଟଣା ଓଡ଼ିଆ ଜନଜୀବନର ଶିକ୍ଷା ବ୍ୟବସ୍ଥା ଓ ଭାଷା ସମ୍ବନ୍ଧରେ ଘଟିଥିବା ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ, ଯାହା ତକ୍ରାଳୀନ କଙ୍କାଳସାର ଓଡ଼ିଶାବାସୀଙ୍କୁ ଏକତା ସୂତ୍ରରେ ବାନ୍ଧିବାପାଇଁ ସାହାଯ୍ୟ କରିଥିଲା । ଏହି ସୀମିତ ସମୟ ମଧ୍ୟରେ ନେତୃତ୍ୱବିହୀନ ସମ୍ବଳହୀନ ଓଡ଼ିଆଙ୍କର ନିଜ ମାତୃଭାଷା ପ୍ରତି ସୃଷ୍ଟି ହୋଇଥିବା ମମତାବୋଧ ଓଡ଼ିଆଭାଷା ଓ ଆଧୁନିକ ସାହିତ୍ୟ ସୃଷ୍ଟି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଓଡ଼ିଶାମାଟିରେ ଏଭଳି ଆଲୋଡ଼ନ ସୃଷ୍ଟି ହେବାପଛରେ ଦୀର୍ଘ ପୃଷ୍ଠପୀଠିକା ରହିଛି । ୧୮୦୩ ମସିହାରେ ମରହଟ୍ଟା ଶାସନାଧିନ ଓଡ଼ିଶା ବିଧିବଦ୍ଧଭାବେ ଇଂରେଜ ଅଧିକୃତ ହେବାପରେ ୪ସେପ୍ଟେମ୍ବର ୧୮୦୪ରେ ଉଇଲିୟମ କେରି ପ୍ରଥମକରି ଓଡ଼ିଆ ପଣ୍ଡିତ ପୁରୁଷରାମ ଓ ପଣ୍ଡିତ ମୃତୁ୍ୟଞ୍ଜୟ ବି୍ୟାଳଙ୍କାରଙ୍କ୍ୱାରା ଓଡ଼ିଆଭାଷା ଶିକ୍ଷାକରି ଖ୍ରୀଷ୍ଟଧର୍ମ ପ୍ରଚାର ଆରମ୍ଭ କଲେ । ୧୮୦୯ରେ ନୁ୍ୟ ଟେଷ୍ଟାମେ•, ୧୮୧୧ରେ ବାଇବେଲ ମୁ୍ରଣରୁ ଆରମ୍ଭ ହେଲା ଓଡ଼ିଆଭାଷାର ଆଧୁନିକ ମୁ୍ରିତ ରୂପ । ତେବେ ୨୨ଫେବୃଆରୀ ୧୯୨୨, ମଙ୍ଗଳବାର ଦିନ ମିଶନାରୀମାନଙ୍କ କଟକ ଆଗମନ ଓ ୧ ଜୁନ୍ରେ କଟକରେ ଏକ ବି୍ୟାଳୟ ପ୍ରତିଷ୍ଠା ଓଡ଼ିଶାବାସୀଙ୍କୁ ଆଧୁନିକ ଶିକ୍ଷା ପ୍ରାନ କରିବା ସହିତ ଆଧୁନିକ ପ୍ରଣାଳୀରେ ଶିକ୍ଷାପ୍ରାନ କରିବାର ଭିତ୍ତିଭୂମି ସ୍ଥାପନକଲେ । ଏମାନେ ଢ଼େବର୍ଷ ଭିତରେ ୧୦ଟି ସ୍କୁଲ ସ୍ଥାପନ କରି ୩୦୬ଜଣଙ୍କୁ ଶିକ୍ଷାପ୍ରାନର ବ୍ୟବସ୍ଥାକଲେ । ଏହାପୂର୍ବରୁ ଓଡ଼ିଶାରେ ଗ୍ରାମ୍ୟ ଅବଧାନଙ୍କ ସହାୟତାରେ ପାରମ୍ପରିକ ଶୈଳୀରେ ଶିକ୍ଷାପ୍ରାନ କରାଯାଉଥିଲା । ତେବେ ଏହି ସମୟରେ ଶିକ୍ଷାକ୍ଷେତ୍ରରେ ଏକ ବୁଦ୍ଧିଜୀବୀ ସଂଘର୍ଷ ସୂତ୍ରପାତ ହୋଇଥିଲା । ବଙ୍ଗଳାର ରାମମୋହନ ରାୟ ଇଂରେଜୀ ଭାଷା ତଥା ଆଧୁନିକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ଉପରେ ଗୁରୁତ୍ୱ ଦେଉଥିବାବେଳେ ହିନ୍ଦୁ ଓ ମୁସଲମାନଙ୍କର ସାହିତ୍ୟଗ୍ରନ୍ଥ ଉପରେ ପ୍ରଗାଢ଼ ଜ୍ଞାନ ଅର୍ଜନ କରିଥିବା ହୋରେସ୍ ହେମାନ ୱିଲସନ୍, ଏଚ୍.ଟି. ପ୍ରିନ୍ସ ଏବଂ ଡବ୍ଲ୍ୟୁ.ଏଚ୍. ମ୍ୟକ୍ନଗଟେନ୍ ଇତ୍ୟାଦି ପାଶ୍ଚାତ୍ୟ ପଣ୍ଡିତଗଣ ପୂର୍ବ ପ୍ରଚଳିତ ସଂସ୍କୃତ, ଆରବୀ, ପାର୍ଶୀ ଭାଷାରେ ପାରମ୍ପରିକ ସହିତ ଆଧୁନିକ ଶିକ୍ଷାପ୍ରାନ ବ୍ୟବସ୍ଥା ପ୍ରଚଳନ କରିବାକୁ ପରାମର୍ଶ ଦେଲେ । ଠିକ୍ ଏତିକିବେଳେ ଉଇଲିୟମ୍ ବେଣ୍ଟିକ(୧୮୨୮) ବଡ଼ଲାଟ୍ ହୋଇ ଭାରତ ଆସିବା ପରେ ଅର୍ଥବ୍ୟୟ ସଂକୋଚନ କରିବା ଉଦେ୍ଧଶ୍ୟରେ ଭାରତୀୟମାନଙ୍କୁ ଶାସନ କାର୍ଯ୍ୟରେ ନିଯୁକ୍ତି ବୋପାଇଁ ଇଚ୍ଛୁକ ଥିଲେ । ଏଥିପାଇଁ ଇଂରେଜୀଶିକ୍ଷାର ଆବଶ୍ୟକତା ଥିବାରୁ ଧନୀ ପରିବାରରେ ଏଥିପ୍ରତି ଆଗ୍ରହ ସୃଷ୍ଟିକଲେ । ଏହି ସମୟରେ ଲର୍ଡ ମ୍ୟାକ୍ଲେ ବଡ଼ଲାଟଙ୍କ ଶାସନ ପରିଷର ଆଇନ୍-ସସ୍ୟ ରୂପେ ଯୋଗବୋରୁ ତାଙ୍କୁ ଶିକ୍ଷା-ବିଭାଗର ।ୟିତ୍ୱ ଅର୍ପଣ କରାଗଲା । ସେ ସ୍ୱଭାଷା ସମର୍ଥକ ଥିବାରୁ ପ୍ରାଚ୍ୟଭାଷାର ତୀବ୍ର ସମାଲୋଚନା କରି ୧୮୩୫ ମସିହା ମାର୍ଚ୍ଚ ମାସ ୭ ତାରିଖରେ ଭାରତୀୟ ଶିକ୍ଷା ସମ୍ବନ୍ଧୀୟ ଏକ ଆଇନ୍ ପ୍ରସ୍ତୁତ କରି ବଡ଼ଲାଟଙ୍କ ସ୍ୱାକ୍ଷରରେ ତାହାକୁ ପ୍ରଣୟନ କଲେ । ଏହି ଅବସରରେ ମ୍ୟାକ୍ଲେ ଘୋଷଣା କରିଥିଲେ -“ବ•ର୍ମାନ ଆମେ ଏପରି ଏକ ଶ୍ରେଣୀ ଗଠନପାଇଁ ଉ୍ୟମ କରିବୁ, ଯେଉଁ ଶ୍ରେଣୀ ଆମ୍ୱାରା ଶାସିତ ନିୟୁତନିୟୁତ ଲୋକଙ୍କ ମଧ୍ୟରେ ଅନୁବାକ ଓ ବ୍ୟାଖ୍ୟାକାର ରୂପେ କାର୍ଯ୍ୟ କରିବ । ଗୋଟିଏ ଶ୍ରେଣୀର ବ୍ୟକ୍ତି ଯିଏ ରକ୍ତ ଓ ବର୍ଣ୍ଣରେ ଭାରତୀୟ ହୋଇଥିଲେ ହେଁ ଅଭିରୁଚି ଓ ଅଭିମତ, ନୈତିକ ଓ ବୌଦ୍ଧିକ ଚିନ୍ତାଧାରାରେ ଇଂରେଜ ହୋଇଯିବ ।” ମ୍ୟାକ୍ଲେଙ୍କ ଏହି ଶିକ୍ଷାନୀତି ଅନୁସାରେ ସର୍ବଭାରତୀୟ ସ୍ତରରେ ବିଭିନ୍ନ ଇଂରେଜୀ ସ୍କୁଲ ଖୋଲିବା ସହିତ ଏହିବର୍ଷ କଲିକତାଠାରେ ଏକ ମେଡ଼ିକାଲ କଲେଜ ଖୋଲାଯାଇ ପାଶ୍ଚାତ୍ୟ ଚିକିତ୍ସା ପଦ୍ଧତିରେ ଛାତ୍ରମାନଙ୍କୁ ଶିକ୍ଷାପ୍ରାନ କରାଗଲା । ପୁରୀର ଇଂରାଜୀ ବି୍ୟାଳୟ ସ୍ଥାପନ ହେଉଛି ଓଡ଼ିଶାରେ ଏଇ ଶିକ୍ଷାନୀତିର ପ୍ରଥମ ପରିପ୍ରକାଶ । ଓଡ଼ିଶା କମିଶନର ଉଇଲକିନ୍ସନ୍ ସାହେବଙ୍କ ୧୦୦୫ ଟଙ୍କାର ।ନ ଓ ୮୬୭ ଟଙ୍କା ଚାନ୍ଦା ସୂତ୍ରେ ସଂଗ୍ରହ ହୋଇଥିବା ଅର୍ଥ୍ୱାରା ବଙ୍ଗଳା ଶିକ୍ଷାକମିଟି ପରାମର୍ଶରେ ୧୮୩୫ନଭେମ୍ବର୧୦ତାରିଖରେ ପୁରୀଠାରେ ଏଇ ଇଂରାଜୀ ବି୍ୟାଳୟ ସ୍ଥାପନ କରାଗଲା, ଯାହାର ପ୍ରଥମ ଶିକ୍ଷକ ହେଲେ ଗଙ୍ଗା ନାରାୟଣ ବୋଷ । ତେବେ ସ୍ଥାନୀୟ ଜନ ସମର୍ଥନ ନ ମିଳିବାରୁ ଏହା ଭାଙ୍ଗିଗଲା ଓ ଛାତ୍ର ଉପସ୍ଥାପନ ହ୍ରାସ ପାଇବାରୁ ପରେ କଟକର ବାପିଷ୍ଟ ମିଶନାରୀ ସ୍କୁଲକୁ ୧୮୪୧ ମସିହାରେ ସରକାରୀ ସ୍କୁଲ ମାନ୍ୟତା ପ୍ରାନ କରାଗଲା । ଏହି ସମୟର ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଓଡ଼ିଆଙ୍କୁ ଶିକ୍ଷାପ୍ରାନ କ୍ଷେତ୍ରରେ ଅବହେଳା କରାଯାଉଥିବା ପ୍ରତିବାରେ ଓଡ଼ିଶା କମିଶନର ହେନେରୀ ରିକେଟ୍ସ ୭ ଡିସେମ୍ବର ୧୮୩୭ରେ ତକ୍ରାଳୀନ ବଡ଼ଲାଟଙ୍କୁ ଏକ ପତ୍ର ଲେଖି ଓଡ଼ିଆଙ୍କ ପ୍ରତି ଷ୍ଟାର୍ଲିଂ ସାହେବଙ୍କ ବୈମାତୃକ ଭାବନାକୁ ର୍ଶାଇବା ସହ ଶିକ୍ଷା କ୍ଷେତ୍ରରେ ଅବହେଳିତ ଓଡ଼ିଆଙ୍କୁ ଯି ଠିକ୍ ଶିକ୍ଷା ଦିଆଯାଇପାରନ୍ତା, ତେବେ ସେ ଅନ୍ୟାନ୍ୟ ଜାତିଠାରୁ ଅଧିକ ବିଶ୍ୱସ୍ତ ହୋଇପାରନ୍ତେ ବୋଲି ମତପ୍ରାନ କରିଥିଲେ । ଏହି ଉକ୍ତି ସେହି ସମୟରେ ସ୍ଥାପିତ ଆଧୁନିକ ବି୍ୟାଳୟରେ ଓଡ଼ିଆଭାଷା ଶିକ୍ଷାପ୍ରାନର ପ୍ରଥମମଞ୍ଜି ବୁଣିଥିଲା । ଫଳସ୍ୱରୂପ ଆଧୁନିକ ବି୍ୟାଳୟରେ ମାତୃଭାଷା ଓଡ଼ିଆ ମାଧ୍ୟମରେ ଶିକ୍ଷା ପ୍ରାନପାଇଁ ୧୮୪୪ ମସିହାରେ ୮ଟି ଭାଷା ବି୍ୟାଳୟ ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ରେମୁଣା, ଭ୍ରଖ, କେନ୍ଦ୍ରାପଡ଼ା, ମାହାଙ୍ଗା ଓ ହରିହରପୁରଠାରେ ସ୍ଥାପିତ ହେଲା । ଓଡ଼ିଶାରେ ପ୍ରଥମକରି ମୌଲବୀ ଅବୁଲ ୱାହିଙ୍କ ବ୍ୟକ୍ତିଗତ ଉ୍ୟମ ଫଳରେ ନରସିଂହପୁରଠାରେ ଭାଷା ବି୍ୟାଳୟ ସ୍ଥାପିତ ହୋଇଥିଲା । ଏହି ସମୟବେଳକୁ କିଛିକିଛି ଓଡ଼ିଆ ପୁସ୍ତକ ରଚିତ ହୋଇ ସାରିଥିଲା । ୧୮୦୪ରେ ଓଡ଼ିଆ ପଣ୍ଡିତ ପୁରୁଷୋ•ମ ରାମ ଓ ମୃତୁ୍ୟଂଜୟ ବି୍ୟାଳଙ୍କାରଙ୍କ ସହାୟତାରେ ଉଇଲିୟମ କେରି ଓ ୱାର୍ଡସାହେବ ଓଡ଼ିଆ ଭାଷାର ପ୍ରଥମ ପୁସ୍ତକ ଭାବରେ ‘ବାଇବେଲ’ର ଅନୁବା କରିଥିଲେ । ଏହି ବର୍ଷ ପୁରେୁ ଷା•ମ ରାମ ମଧ୍ୟ ‘ଇ ଏକ୍ସବଜ୍ଞଜ୍ଞବକ୍ସ କ୍ଟଲ ଗ୍ଧଷର ଙକ୍ସସଗ୍ଦଗ୍ଦବ ଖବଦ୍ଭଶଙ୍କବଶର’ ନାମକ ଓଡ଼ିଆ ବ୍ୟାକରଣ ବହି ଇଂରେଜୀଭାଷାରେ ଲେଖି ଇଂରେଜମାନଙ୍କୁ ସହଜ ଓଡ଼ିଆଭାଷା ଶିକ୍ଷାର ପ୍ରଥମ ଉ୍ୟମ ଆରମ୍ଭକଲେ । ଏହାପରେ ଗାଧର ବି୍ୟାବାଗୀଶ‘ଓଡ଼ିଆ ଭାଷାର ବ୍ୟାକରଣ’(୧୮୦୬), ଆମସଟନ ‘ଇଦ୍ଭ ଓଦ୍ଭଗ୍ଧକ୍ସକ୍ଟୟଙ୍କମଗ୍ଧକ୍ଟକ୍ସଚ୍ଚ ଶକ୍ସବଜ୍ଞଜ୍ଞବକ୍ସ କ୍ଟଲ ଗ୍ଧଷର ଙକ୍ସସଚ୍ଚବ ଖବଦ୍ଭଶଙ୍କବଶର’(୧୮୩୧) ଓ ବିଶ୍ୱମ୍ବର ବି୍ୟାଭୂଷଣ ‘ଙକ୍ସସଚ୍ଚବ ଏକ୍ସବଜ୍ଞଜ୍ଞବକ୍ସ’ (୧୮୦୩) ଡବ୍ଲୁ୍ୟ.ସି.ଲେସି ‘ଓଡ଼ିଆ ବ୍ୟାକରଣ ସାର’ (୧୮୫୫), ରଘୁନାଥ ମିଶ୍ର ‘ପ୍ରବେଶିକା ବ୍ୟାକରଣ’ (୧୮୫୮), ଫକୀର ମୋହନ ସେନାପତି ‘ଉକ୍ରଳ ସରଳ ବ୍ୟାକରଣ’(୧୮୬୭), ଲିଙ୍ଗମ୍ ଲକ୍ଷ୍ମୀଜୀ ପଣ୍ଡିତ ‘ଇ ଚକ୍ସବମଗ୍ଧସମବକ୍ଷ ଏକ୍ସବଜ୍ଞଜ୍ଞବକ୍ସ କ୍ଟଲ ଗ୍ଧଷର ଙୟଷକ୍ସବ ଖବଦ୍ଭଶଙ୍କବଶର’ (୧୮୬୯), ବିଚ୍ଛନ୍ଦ ଚରଣ ପଟ୍ଟନାୟକ ‘ଉକ୍ରଳ ବ୍ୟାକରଣ ସଂକ୍ଷେପ’ (୧୮୬୯), ଗୋପାଳ ଚନ୍ଦ୍ର ପଟ୍ଟନାୟକ ‘ବ୍ୟାକରଣ କୌମୁୀ’ (୧୮୭୦) ପ୍ରଭୃତି ଲେଖକଙ୍କ୍ୱାରା ଓଡ଼ିଆ ବ୍ୟାକରଣ ସଂପର୍କୀତ ପୁସ୍ତକ ରଚିତ ହୋଇଥିଲା । ପୁଣି ମଧ୍ୟ ଏହି ସମୟ ମଧ୍ୟ ଇଂରାଜୀ-ଓଡ଼ିଆ, ଓଡ଼ିଆ-ଓଡ଼ିଆ ଓ ଓଡ଼ିଆଇଂରାଜୀ ଅଭିଧାନମାନ ମଧ୍ୟ ରଚିତ ହୋଇଥିଲା । ସର୍ବପ୍ରଥମେ ମୋହନପ୍ରସା ଠାକୁର ୧୮୧୧ରେ ‘ଠକ୍ଟମବଭଙ୍କକ୍ଷବକ୍ସଚ୍ଚ କ୍ଟଲ ଙକ୍ସସଚ୍ଚବ ବଦ୍ଭୟ ଋଦ୍ଭଶକ୍ଷସଗ୍ଦଷ ଲକ୍ଟକ୍ସ ଗ୍ଧଷର ଟଗ୍ଦର କ୍ଟଲ ଝଗ୍ଧଙ୍କୟରଦ୍ଭଗ୍ଧଗ୍ଦ’ ରଚନା କରି ୩୨ଟି ବିଷୟକ୍ରମରେ ୪୨୪୬ଟି ଶବ୍ଦର ଅର୍ଥ ବ୍ୟାଖ୍ୟା କରିଥିଲେ । ଏହାପରେ ୧୮୪୧ରେ ଆମସ୍ ସଟନଙ୍କ ‘ଙକ୍ସସଚ୍ଚବ ଊସମଗ୍ଧସକ୍ଟଦ୍ଭବକ୍ସଚ୍ଚ’ର ୧ମଭାଗ ଓ ୧୮୪୩ ସୁଦ୍ଧା ଅନ୍ୟ ୨ଟିଭାଗ ଓଡ଼ିଆ ଅକ୍ଷର କ୍ରମିକାନୁସାରେ ପ୍ରକାଶିତ ହେଲା । ୧୮୬୮ରେ ୱିଲିୟମ ମିଲର ଓ ରଘୁନାଥ ମିଶ୍ରଙ୍କ୍ୱାରା ‘ଙକ୍ସସଚ୍ଚବ ଊସମଗ୍ଧସକ୍ଟଦ୍ଭବକ୍ସଚ୍ଚ ଙ୍ଗସଗ୍ଧଷ ଙକ୍ସସଚ୍ଚବ ଝଚ୍ଚଦ୍ଭକ୍ଟଦ୍ଭଚ୍ଚଜ୍ଞଗ୍ଦ’(ଉକ୍ରଳ ଭାଷା ଅଭିଧାନ) ରଚିତ ହେଲା, ତେବେ ଓଡ଼ିଆଙ୍କ୍ୱାରା ପ୍ରଥମ ଓଡ଼ିଆ ଅଭିଧାନ ରଚନାର ଶ୍ରେୟ ଦିଆଯାଏ ଚତୁର୍ଭୁଜ ପଟ୍ଟନାୟକ ଓ ଶିବନାରାୟଣ ମହାନ୍ତଙ୍କୁ ତାଙ୍କର ‘ଶବ୍ଦନିଧି’
(୧୮୮୩) ଅଭିଧାନ ରଚନାପାଇଁ । ଏହା ବ୍ୟତୀତ ଶିକ୍ଷାପୋଯୋଗୀ ଅନ୍ୟାନ୍ୟ ପୁସ୍ତକ ମଧ୍ୟ ରଚିତ ହୋଇଥିଲା, ୧୮୩୨ରେ ପାର୍ଥ ବି୍ୟାସାଗର, ୧୮୩୯ରେ ଇତିହାସ, ନୀତିକଥା ଓ ଭୂଗୋଳ ବହି ଆି ରଚିତ ହେଲା । ଓଡ଼ିଶାର ବି୍ୟାଳୟମାନଙ୍କରେ ପାଠ୍ୟପୁସ୍ତକ ରୂପେ ବ୍ୟବହାରପାଇଁ ସଟନ ସାହେବ୧୮୩୫ରୁ ୫୨ ମଧ୍ୟରେ ଇଂରାଜୀ-ଓଡ଼ିଆରେ ପ୍ରଥମଶିକ୍ଷା, ଓଡ଼ିଆ ପ୍ରାଇମେରୀ ଭର୍ଣ୍ଣାକୁଲାର, କ୍ଲାସବୁକ୍ ରିଡର, ଓଡ଼ିଆ ଇନ୍ଷ୍ଟିକ୍ଟ, ଓଡ଼ିଆ ଇତିହାସ, ଓଡ଼ିଆ ହିତୋପଶେ ଆି ପୁସ୍ତକ ରଚନା କରିଥିଲେ । ୧୮୫୫ରେ ଲେସିସାହେବ ଓଡ଼ିଆ ବ୍ୟାକରଣ, ‘ନୀତିକଥା’ ଓ ‘ହିତୋପଶେ’ ପୁସ୍ତକ ରଚନା କଲେ । ତେବେ ୧୮୩୫ରୁ ୧୮୬୫ ମଧ୍ୟରେ ଏକମାତ୍ର ଓଡ଼ିଆ ପଣ୍ଡିତ ବିଶ୍ୱମ୍ବର ବି୍ୟାଭୂଷଣ ପାଠ୍ୟପୁସ୍ତକ ରଚନା କରିଥିଲେ । ସେହିଭଳି ୧୮୬୫ ରୁ ୭୦ ମଧ୍ୟରେ କେବଳ ୨ଜଣ ଓଡ଼ିଆ ଫକୀରମୋହନ ସେନାପତି ଓ ବିଚ୍ଛନ୍ଦ ପଟ୍ଟନାୟକ ପାଠ୍ୟପୁସ୍ତକ ରଚନା କରିଥିଲେ । ୧୮୭୦ବେଳକୁ ସ୍ଥାପିତ ୧୦୦ଟି ବି୍ୟାଳୟ ମଧ୍ୟରୁ ୧୪ଟି ଥିଲା ଉଚ୍ଚଇଂରାଜୀ ବି୍ୟାଳୟ ଓ ବାକି ସବୁଥିଲା ଭର୍ଣ୍ଣାକୁଲାର ବି୍ୟାଳୟ । ୧୮୫୭ରେ ଡଃ ଇ ସୋର ଓଡ଼ିଶାର ପ୍ରଥମ ସ୍କୁଲଇନ୍ସପେକ୍ଟର ଭାବେ ଯୋଗ େଲେ । ୧୮୫୭-୫୮ ବାର୍ଷିକ ରିପୋର୍ଟରେ ସେ ମତ ଦେଇଥିଲେ ଯେ- “ଓଡ଼ିଆ ବଙ୍ଗଳା ଭାଷାର ଉପଭାଷା ନୁହଁ, ବରଂ ସ୍ୱୟଂସଂପୂର୍ଣ୍ଣ ଭାଷା । ଏହାର ନିଜର ବ୍ୟାକରଣ ଓ ଲିପି ରହିଛି । ପୁରାଣ ମଧ୍ୟ ଅନୁବାଦିତ ହୋଇ ସ୍ୱତନ୍ତ୍ର ମୌଳିକ ଢଙ୍ଗରେ ରଚିତ ହୋଇଛି, ମାତ୍ର ଏଗୁଡ଼ିକ ପଢ଼ାଯାଉନାହିିଁ ।” ଏଥି ସହିତ ସେ ଏ ପର୍ଯ୍ୟନ୍ତ ପ୍ରକାଶିତ ୨୧ଟି ଓଡ଼ିଆ ପୁସ୍ତକର ନାମ, ପ୍ରକାଶକ ଓ ପୃଷ୍ଠା ସଂପର୍କରେ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ୧୮୪୬ରେ ପ୍ରକାଶିତ‘ଙକ୍ସସଗ୍ଦଗ୍ଦବ’ଗ୍ରନ୍ଥରେ ଆଣ୍ଡ୍ରୁ୍ୟ ଷ୍ଟର୍ଲିଂ ଓଡ଼ିଆଭାଷାକୁ ସଂସ୍କୃତଭାଷାର ଉପଭାଷା ରୂପେ ଉଲ୍ଲେଖ କରିଥିଲେ । ସେହିପରି ଲଙ୍ଗ୍ ସାହେବ ଶିନର ଓଡ଼ିଶା ପରିର୍ଶନ ଅଭିଜ୍ଞତାକୁ ନେଇ ଔକ୍ଟଙ୍କକ୍ସଦ୍ଭବକ୍ଷ କ୍ଟଲ ଗ୍ଧଷର ଇଗ୍ଦସବଗ୍ଧସମ ଝକ୍ଟମସରଗ୍ଧଚ୍ଚ କ୍ଟଲ ଈରଦ୍ଭଶବକ୍ଷ (୧୮୫୯) (ଚ-୧୮୭-୧୯୦) ପତ୍ରିକାରେ ମାଳା ପାଞ୍ଜି, କା•ôକାବେରୀ, ବୈହେୀଶ ବିଳାସ, ରସମଂଜରୀ, ରସପ•କ ଆି ଗ୍ରନ୍ଥର ସୂଚନା ବୋ ସହ ପ୍ରଶ୍ନୋ•ର ଛଳରେ ଏହାର ଆଲୋଚନା କରିଥିଲେ । ସେ ଓଡ଼ିଆଭାଷାର ସ୍ୱତନ୍ତ୍ର ସ୍ଥିତିକୁ ସ୍ୱୀକାର କରିଥିଲେ ମଧ୍ୟ ଏହାର ଭବିଷ୍ୟତ ପ୍ରତି ସନେ୍ଦହ ପୋଷଣ କରି ବଙ୍ଗଳାଭାଷା ସହିତ ମିଶିବାକୁ ପ୍ରସ୍ତାବ େଇଥିଲେ । ଏହି ସମୟରେ ଇଂରେଜ-କମ୍ପାନୀ ସରକାରଙ୍କ ଶାସନକାଳରେ ସବୁଠାରୁ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଥିଲା । ଇଂରେଜ ଅତ୍ୟାଚାରରେ ଅତିଷ୍ଠ ଜନସାଧାରଣ, ରାଜନ୍ୟ ବର୍ଗ ତଥା ଶେଷରେ ନିଜର ଏକାନ୍ତ ଅନୁଗତ ସୈନ୍ୟବାହିନୀ କମ୍ପାନୀ ସରକାରର ମନମୁଖୀ ଶାସନକୁ ଗ୍ରହଣ କରି ନ ପାରିବାରୁ ବିଦ୍ରୋହର ବହ୍ନି ପ୍ରଜ୍ୱଳିତ ହେଲା । ଏହା ପୁଣି ଆରମ୍ଭ ହେଲା କମ୍ପାନୀ ସରକାର ଶାସନର ମୁଖ୍ୟକେନ୍ଦ୍ର କଲିକତାଠାରୁ ସ୍ୱଳ୍ପୂରରେ, ଯାହା ହଠାତ ପୂର୍ବ ଭାରତରୁ ଉ•ର-ପଶ୍ଚିମ ଭାରତ ଆଡ଼କୁ ଗତିକରି ଇଂରେଜ ପ୍ରଶାସନର ମୂଳପୀଣ୍ଡକୁ ଦୋହଲାଇଲୋ । ଯିଓ ଅଳ୍ପସମୟ ଅର୍ଥାତ୍ ମାତ୍ର ତିନିବର୍ଷ ମଧ୍ୟରେ ଏହି ବିଦ୍ରୋହକୁ ଦୃଢ଼ ଭାବରେ ମନ କରାଗଲା, ପରବର୍ତ୍ତୀକାଳରେ ଏହିଭଳି ବିଦ୍ରୋହର ପୁନରାବୃତ୍ତି ନ ଘଟିବାପାଇଁ ବାରମ୍ବାର ବିଦ୍ରୋହର କରୁଥିବା ଓଡ଼ିଶାର ରାଜା, ସାମନ୍ତ ଓ ଜନସାଧାରଣଙ୍କୁ ସବୁଦିନ ପାଇଁ ମନପୂବକ ର୍ ନିଜ ବଶତା ସ୍ୱୀକାରପାଇଁ ଏକ ଅଭିନବ ଉପାୟ ପା•ôଲେ । ଅବଶ୍ୟ ଏଥିପାଇଁ ଓଡ଼ିଶା ସମ୍ବନ୍ଧିତ ଅତୀତର ଘଟଣାବହୁଳ ତିକ୍ତ ଅନୁଭବ ।ୟୀ ଥିଲା । ଓଡ଼ଶି । ହେଉଛି ଗଙ୍ଗାରୁ ଗୋଦାବରୀ ତଥା ନର୍ମା ଠାରୁ କଳିଙ୍ଗ ସାଗର ମଧ୍ୟବର୍ତ୍ତୀ ଭୂଖଣ୍ଡ । ଏହି ବିଶାଳ ଭୂଖଣ୍ଡ ସୂର୍ଯ୍ୟବଂଶୀ ରାଜା ପ୍ରତାପରୁ୍ରଙ୍କ ପରେ ଯିଓ ବିଖଣ୍ଡିତ ହୋଇ ଆଫଗାନ ପଠାଣ, ମୋଗଲ, ନିଜାମ, ମରହଟ୍ଟାଙ୍କ୍ୱାରା ଶାସିତ ହେଉଥିଲା । ତଥାପି ଏହିସବୁ ଶାସକଗଣ ଓଡ଼ିଆ ଭାଷା ଓ ସଂସ୍କୃତି ଉପରେ ସେଭଳି ହସ୍ତକ୍ଷେପ କରି ନ ଥିଲେ, ଯେପରି କରିଥିଲେ ଇଂରେଜ ଶାସକ । ଏହାର କାରଣ ହେଲା ତିନୋଟି ପର୍ଯ୍ୟାୟରେ ଏହି ବିଶାଳ ଭୂଖଣ୍ଡକୁ ଇଂରେଜମାନେ ଅଧିକାର କରି ମାନ୍ଦ୍ରାଜ ରାଜ୍ୟସହ ଓଡ଼ିଶାର କ୍ଷିଣ ଭାଗ, ମଧ୍ୟପ୍ରଶେ ରାଜ୍ୟ ସହ ଓଡ଼ିଶାର ପଶ୍ଚିମ ଭାଗ ଏବଂ ବଙ୍ଗଳା ରାଜ୍ୟ ସହ ଅବଶିଷ୍ଟ ଓଡ଼ିଶା ଭୂଖଣ୍ଡକୁ ମିଶାଇ େଲେ । ଓଡ଼ିଆ ଭାଷା, ଜାତି ଓ ସଂସ୍କୃତି ସମ୍ବନ୍ଧରେ ଅନଭିଜ୍ଞ ଇଂରେଜ ଶାସକ ଏବଂ ଜାତିର ଗୌରବଗାଥା, ସ୍ୱାଭିମାନ ଓ ମଣିଷପଣିଆ ସଂପର୍କରେ ଭଲଭାବରେ ଅବଗତ ହେବା ପୂର୍ବରୁ ପ୍ରଥମ ପ୍ରତିରୋଧ ଶୁଭିଥିଲା ଖୋର୍ଦ୍ଧା ରାଜବଂଶର ପ୍ରଧାନମନ୍ତ୍ରୀ ଜୟୀ ରାଜଗୁରୁଙ୍କ ଖୋଲାଖୋଲି ବି୍େରାହରେ । ପରେପରେ ଏହି ପ୍ରତିରୋଧ ବିଭିନ୍ନ ମୋଡ଼ନେଇ ଓଡ଼ିଶାର ବିଭିନ୍ନ ଅଂଶରେ ଯଥା- ଖୋର୍ଦ୍ଧା, ରଣପୁର, ଘୁମୁସର, ସମ୍ବଲପୁର, କେନ୍ଦୁଝର, କଳାହାଣ୍ଡି, ଗାଙ୍ଗପୁର ଅ•ଳରେ ଖୋେଇ ଇଂରେଜ ପ୍ରଶାସନରେ କୋକୁଆ ଭୟ ସୃଷ୍ଟି କରିଥିଲା । ସବୁଠାରୁ ଭୟଙ୍କର ଥିଲା ୧୮୧୭ର ପାଇକ ବି୍େରାହ । ଏହାଥିଲା ଇଂରେଜ ବିରୁଦ୍ଧରେ ଭାରତମାଟିରେ ଗୋଟିଏ ଶାସିତ ଜାତିର ପ୍ରଥମ ଓ ସର୍ବବୃହତ ସାମରିକ ଅଭିଯାନ । କିନ୍ତୁ ଏହି ୁଃସାହସିକ ସାମରିକ ଅଭିଯାନପାଇଁ ଓଡ଼ିଆଜାତିକୁ ବହୁମୂଲ୍ୟ ବୋକୁ ପଡ଼ିଲା । କମ୍ପାନୀ ଶାସକଙ୍କ ଅବିଶ୍ୱାସ ଏଭଳି ଭାବରେ ବୃଦ୍ଧିପାଉଥିଲା ଯେ, ତିନୋଟି ପ୍ରେସିଡେନ୍ସି ମଧ୍ୟରେ ୩ ଭାଗରେ ବିଭକ୍ତ ଓଡ଼ଶି । ଅ•ଳକୁ ଏକତ୍ର ନ କରି ବରଂ ଆଧୁନକ ି ଶିକ୍ଷା ଓ ସଭ୍ୟତାଠାରୁ ଜାଣିଶୁଣି ୂରେଇ ରଖି ଓଡ଼ିଶାବାସୀଙ୍କୁ ସମାଜର ସର୍ବନିମ୍ନ ସୋପାନରେ ପହ•ାଇେଲେ । ବାଣିଜ୍ୟପାଇଁ ଓଡ଼ିଶାମାଟିରେ ପ୍ରବେଶ କଲାବେଳେ (୧୬୩୩-୧୬୪୨) ସ୍ଥାନୀୟ ଓଡ଼ିଆଙ୍କ ଆକ୍ରମଣ, ଅସହଯୋଗ ସହିତ ଖା୍ୟାଭାବ ଯୋଗୁଁ ତାଡ଼ିପିଇ ରୋଗାକ୍ରାନ୍ତ ଭାବେ ଅକାଳମୃତୁ୍ୟ ମୁଖରେ ପଡ଼ିବା, ୧୭୫୯ରେ ଗଞ୍ଜାମ ଅନ୍ତର୍ଭୁକ୍ତ ଇଚ୍ଛାପୁର ତାଲୁକା ସହ ଉ•ର ସରକାର (ଚିଲକ ି ।ଠାରୁ ଗୋାବରୀ ନୀ ପର୍ଯ୍ୟନ୍ତ ଓଡ଼ଅି ।ଅ•ଳ) ହାଇ୍ରାବା ନିଜାମଙ୍କଠାରୁ ପାଇବା ପରେ ସ୍ଥାନୀୟ ଓଡ଼ିଆ ରାଜା, ଜମିାରଙ୍କ୍ୱାରା ପ୍ରଚଣ୍ଡ ବି୍େରାହର ସମ୍ମୁଖୀନ ହେବା ଆି ବିଭିନ୍ନ ଘଟଣା ସହିତ ଏହିସବୁ ବି୍େରାହ ଓଡ଼ିଆଜାତି ପ୍ରତି ଇଂରେଜ ପ୍ରଶାସନଠାରେ ତୀବ୍ର ବି୍େୱଷ ସୃଷ୍ଟିକରିଥିଲା । ଯାହାର ପରିଣତି ଥିଲା ନଅଙ୍କ ୁର୍ଭିକ୍ଷ । କାରଣ ୧୮୫୭ର ସିପାହୀବି୍େରାହ ପଚ୍ଛପଟ୍ଟରେ ଓଡ଼ିଶାମାଟିରେ ଖୋଯାଇଥିବା ଘନଘନ ବି୍େରାହର ରଣହୁଙ୍କାର ପ୍ରତିଷ୍ଠିତ ଥିଲାବୋଲି ଇଂରେଜ କମ୍ପାନୀ ସରକାର ଭଲଭାବରେ ଅବଗତ ଥିଲେ । ତେଣୁ ଭାରତଶାସନର ମୂଳପିଣ୍ଡ କଲିକତାକୁ ଅନତିୂରରେ ଥିବା ଓଡ଼ିଆ ବି୍େରାହୀଙ୍କ କବଳରୁ ମୁକ୍ତ ରଖିବାପାଇଁ ଯେକୌଣସି ପକ୍ଷେପ ନେବାକୁ ବଦ୍ଧପରିକର ହେଲେ । କଳିଙ୍ଗ ଭଳି ଏକ ସମୃଦ୍ଧ ବଣିକଜାତିର ଉ•ରାଧିକାରୀଠାରୁ ବାଣିଜ୍ୟ ଅଧିକାର ଛଡ଼ାଇ ନେବାପରେ ମଧ୍ୟ ସର୍ପେ ନିଜର ଅସ୍ତିତ୍ୱ ପ୍ରମାଣ କରୁଥିବା ଓଡ଼ିଆଜାତିର ସାମଗ୍ରିକ ପତନପାଇଁ ତିନୋଟି ମୂଳପିଣ୍ଡକୁ ସମୂଳେ ଧ୍ୱଂସ କରିବା ସିପାହୀ ବି୍େରାହ ପରେ ଇଂରେଜ ସରକାରଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା । ଓଡ଼ିଆ ଜାତିର ଏହି ତିନୋଟି ମୂଳପିଣ୍ଡ ହେଲା- ଧନ, ଧର୍ମ ଓ ଭାଷା । ସମୃଦ୍ଧ ବାଣିଜ୍ୟ ପରମ୍ପରା ଧ୍ୱଂସ କରିସାରିବାପରେ ଓଡିଆଙ୍କ ଧନର ଏକମାତ୍ର ଉତ୍ସ ଥିବା କୃଷି କାର୍ଯ୍ୟରେ ବାଧା ସୃଷ୍ଟି କରାଇବା ସହ କୃଷକଠାରୁ ଯେକୌଣସି ଉପାୟରେ ଉପôନ୍ନ ଶସ୍ୟ ସଂଗ୍ରହ କରି ଏମାନଙ୍କୁ ଶସ୍ୟ-ସମ୍ବଳହୀନ କରିବା ପରେ ବ•ôବାପାଇଁ ଯେଉଁ ବ୍ୟାକୁଳିତ ପରିବେଶ ସୃଷ୍ଟି ହେବ ତାହାରି ସୁଯୋଗ ନେଇ ସେମାନଙ୍କ ଧାର୍ମିକ ଔଦ୍ଧତ୍ୟ ଓ ଏକତାର ପରିଚୟ ଜଗନ୍ନାଥୈକ ଚେତନା ରୂପକ ଧାର୍ମିକ ଚିନ୍ତାଧାରାକୁ ହରଣ କରି ଖ୍ରୀଷ୍ଟଧର୍ମ ପ୍ରଚାର ଓ ପ୍ରସାର ଘଟାଇବା ଏବଂ ଏହାରି ଭିତରେ ସେମାନଙ୍କର ମୁଖର ଭାଷା ଓଡ଼ିଆ ଛଡ଼ାଇ ନେବାର ୂରଭିସନ୍ଧି ମଧ୍ୟରେ କିରାଣି ଭାବେ ନିଯୁକ୍ତ ବଙ୍ଗାଳୀ, ତେଲୁଗୁ ଓ ହିନ୍ଦୀଭାଷୀଙ୍କ୍ୱାରା ଅତ୍ୟାଚାରିତ ଓଡ଼ିଆ ଜାତି ବାଧ୍ୟହୋଇ ଇଂରେଜ ସରକାରଙ୍କ ସାହଚର୍ଯ୍ୟ ଆଶା କରିବେ । ଆଉ ସେତିକିବେଳେ ଏମାନଙ୍କ ।ବି ଗ୍ରହଣକରି ନିଜ ପ୍ରଶାସନର କାୟା ଏମାନଙ୍କଠାରେ ବିସ୍ତାର କରାଯାଇ ପାରିବ । ସରଳଭାବରେ କହିବାକୁଗଲେ ଏପଟେ ଡାହାଣୀ ହୋଇ ଲାଗିବେ ଆଉ ସେପଟେ ଗୁଣିଆ ହୋଇ ଝାଡିବା କାର୍ଯ୍ୟ କରିବାପାଇଁଁ ଆଗେଇଆସିଲେ । ଏହି କାର୍ଯ୍ୟକ୍ରମକୁ ସତର୍କତାର ସହିତ ରୂପାୟିତ କରିବା ଭିତରେ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ କମ୍ପାନୀ ମାଧ୍ୟମରେ ସେମାନେ ୧୮୬୧ରୁ ୧୮୬୫ ମସିହା ମଧ୍ୟରେ ଗାଁ ଗହଳିରେ ଥିବା ସ•ôତ ସମସ୍ତ ଶସ୍ୟ ସଂଗ୍ରହ କରିଚାଲିଲେ ଓ ନ’ଅଙ୍କ ୁର୍ଭକ୍ଷି ସୃଷ୍ଟି ହେବାପାଇଁ ବାଟ ଫିଟାଇ େଲେ । ଅନ୍ୟ ପକ୍ଷ୍ୟରେ ଓଡ଼ିଆ ଭାଷା ଉପରେ ଆକ୍ରମଣ କରିବାପାଇଁ ଏହା ଥିଲା ତାଙ୍କର ପ୍ରାଥମିକ ପ୍ରସ୍ତୁତିପର୍ବ । (ଏହା ସମ୍ପର୍କରେ ଐତିହାସିକ ତଥ୍ୟ ସମ୍ବଳିତ ବିସ୍ତୃତ ଆଲେଖ୍ୟ ଏହି ଲେଖକଙ୍କ “ଓଡିଆ ଭାଷାସାହିତ୍ୟ ପରିଚୟ” ଏବଂ “ଓଡିଆତ୍ୱର ଆବିଷ୍କାର” ପୁସ୍ତକରେ ପ୍ରାନ କରାଯାଇଛି) । ଇଂରେଜ ସରକାରଙ୍କ୍ୱାରା ଆଧୁନିକ ଶିକ୍ଷାପଦ୍ଧତି ପ୍ରଚଳନପାଇଁ ଓଡ଼ିଆଭାଷାରେ ଆବଶ୍ୟକ ବିଭିନ୍ନ ପୁସ୍ତକ ରଚନା କରାଯାଇଥିଲେ ମଧ୍ୟ ବି୍ୟାଳୟ ସଂଖ୍ୟାବୃଦ୍ଧି ଅନୁରୂପ ଓଡ଼ିଆ ପାଠ୍ୟପୁସ୍ତକ ଅଧିକ ସଂଖ୍ୟାରେ ମୁ୍ରଣ ଜାଣିଶୁଣି କରାଗଲା ନାହିଁ । ଓଡ଼ିଆ ପୁସ୍ତକର ଅଭାବ ଯୋଗୁଁ ବଙ୍ଗଳା ପୁସ୍ତକ ଓଡିଆ ବି୍ୟାଳୟରେ ପ୍ରବେଶ କଲା । କାଳକ୍ରମେ ଓଡ଼ିଆ ପୁସ୍ତକର କୃତି୍ରମ ଅଭାବ ତଥା କୌଣସି ନୂତନ ଓଡ଼ିଆ ପୁସ୍ତକ ରଚନାପାଇଁ ସରକାର ଉତ୍ସାହିତ ନ କରିବାରୁ ବଙ୍ଗଳା ପୁସ୍ତକ ଓଡ଼ିଆ ବି୍ୟାଳୟ ପାଠ୍ୟକ୍ରମରେ ଏକ ସ୍ଥାୟୀ ଆସନ ଅଧିକାର ବସିଲା; ଯିଓ ଏଥିପାଇଁ କୌଣସି ସରକାରୀ ଆଶେ ନ ଥିଲା । ଏଭଳି ସ୍ଥିତିରେ ଓଡ଼ିଆ ଛାତ୍ର ଉଭୟ ଓଡ଼ିଆ ଓ ବଙ୍ଗଳା ଭାଷାରେ କ୍ଷ ହୋଇପାରିଲେନାହିଁ । ତେଣୁ ବହୁସଂଖ୍ୟକ ଛାତ୍ର ପରୀକ୍ଷାରେ ଅକୃତକାର୍ଯ୍ୟ ହେଲେ । ଏହି ୍ୱିଭାଷିକ ଶିକ୍ଷାବ୍ୟବସ୍ଥାର ପ୍ରଥମ ସମସ୍ୟା ଭାବେ ଓଡ଼ିଆ ପୁସ୍ତକର ଅଭାବକୁ ସହଜରେ ସମାଧାନ କରାଯାଇ ପାରିଥାନ୍ତା, ମାତ୍ର ବହୁସଂଖ୍ୟାରେ ଓଡ଼ିଆ ବି୍ୟାର୍ଥୀ ଅକୃତକାର୍ଯ୍ୟ ହେବାରୁ ଓଡ଼ିଆଭାଷାରେ ପଢ଼ାଇବା ଉଚିତ୍ ନୁହେଁ ବୋଲି କେତେକ ଅଧିକାରୀ ଯୁକ୍ତି ବାଢ଼ିଲେ, ଯାହା ଓଡ଼ିଆ ବି୍ୟାଳୟରେ ବଙ୍ଗଳାଭାଷା ପ୍ରଚଳନପାଇଁ ।ବି କରିବାକୁ ବିଭିନ୍ନ ସରକାରୀ କର୍ମଚାରୀ ଓ ଜମିାର ତଥା ଅନ୍ୟାନ୍ୟ ଆଗଧାଡ଼ି କାର୍ଯ୍ୟରେ ନିୟୋଜିତ ବଙ୍ଗାଳୀମାନଙ୍କୁ ଉତ୍ସାହିତ କଲା । ଓଡ଼ଅି । ପାଠ୍ୟପୁସ୍ତକ ଅଭାବଯୋଗୁଁ ଇଂରାଜୀଢା•ାରେ ସ୍ଥାପିତ ବି୍ୟାଳୟମାନଙ୍କରେ ବଙ୍ଗଳା ପୁସ୍ତକ ପ୍ରଚନ କରାଯାଇ ବଙ୍ଗ-ଓଡ଼ିଆ ମିଶ୍ରିତ ଶିକ୍ଷାପ୍ରାନ କରାଯାଉଥିବା ସମୟରେ ଏହି ବି୍ୟାଳୟ ପରିସର ବାହାରେ ଥିବା ଅନ୍ୟାନ୍ୟ ଶିକ୍ଷା ବ୍ୟବସ୍ଥା ଯଥା- ଗ୍ରାମା•ଳ ଓ ସହରମାନଙ୍କରେ ମାଟିବଂଶ ଅବଧାନଙ୍କ୍ୱାରା ଚାଟଶାଳୀ ଶିକ୍ଷାରେ କିମ୍ବା ସାଧାରଣ ଜନଜୀବନରେ ବଙ୍ଗଳା ଭାଷାର କୌଣସି ପ୍ରଭାବ ନ ଥିଲା । ତେଣୁ ଏହି ସୀମିତ ପରିସର ମଧ୍ୟରେ ସାମୟିକ ଭାବେ ଶିକ୍ଷାର ମାଧ୍ୟମ ଭାବେ ବ୍ୟବହୃତ ଏକ ଭାଷାକୁ ସମଗ୍ର ଓଡ଼ିଆଜାତିର ଭାଷା ଭାବେ ସରକାରୀ ଘୋଷଣା କରିବାପାଇଁ ଯେଉଁ ଉ୍ୟମ ହୋଇଥିଲା, ସେଥିରେ ମୁଖ୍ୟ ଭୂମିକା ନେଇଥିଲେ ବୃ•ି ଉଦେ୍ଧଶ୍ୟରେ ଆସିଥିବା ସୀମିତ ସଂଖ୍ୟକ ପ୍ରବାସୀ ବଙ୍ଗାଳୀ ନିଜ ସୁବିଧା ଉଦେ୍ଧଶ୍ୟରେ । ବିଶେଷକରି ୧୮୬୫ରୁ ୧୮୭୦ ମଧ୍ୟରେ ହୋଇଥିବା ଓଡ଼ିଆ ଭାଷା ବିଲୋପ ଚକ୍ରାନ୍ତ ଉତ୍ସାହିତ କରିଥିଲା କଟକ ଡିବେଟିଂ କ୍ଲବ୍, କଟକ ସୋସାଇଟି, ଡି.ପି.ଆଇ. ଅଟକିନ୍ସନ୍ ସାହେବଙ୍କ ମନ୍ତବ୍ୟ ଇତ୍ୟାି । ଅପ୍ରେଲ ୧୮୬୩ରେ ଶିକ୍ଷା ବିଭାଗର ତକ୍ରାଳୀନ ସର୍ବୋଚ୍ଚକ•ର୍ା ତଥା କ୍ଷିଣ ପଶ୍ଚିମା•ଳ ଶିକ୍ଷା ବିଭାଗୀୟ ଇନ୍ସପେକ୍ଟର ମେଡ଼ଲକ ି ଟ କହିଥେô ଲ – “ସାହିତ୍ୟ ନ ଥିବା ଓଡ଼ଅି । ଏକ ଆ•ଳିକ ଭାଷା, ତେଣୁ ପ୍ରବେଶିକା ପରୀକ୍ଷାରେ ଓଡ଼ଅି । ପରିବେ•ର୍ ବଙ୍ଗଳାକୁ ୍ୱିତୀୟଭାଷା ଭାବରେ ଛାତ୍ରମାନେ ଗ୍ରହଣ କରିବା ଉଚିତ ।” ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ ଅଟକିନ୍ସନ ସାହେବ, ମାତ୍ର ତକ୍ରାଳୀନ ଓଡ଼ିଶା କମିଶନର ଆର୍.ଏନ୍. ସୋର ଏହି ତଥ୍ୟକୁ ବିରୋଧ କରି ବଙ୍ଗସରକାରଙ୍କୁ ଲେଖି ଜଣାଇଲେ – “ବଙ୍ଗଳାପରି ଓଡ଼ିଆ ଏକ ସ୍ୱତନ୍ତ୍ର ଓ ସ୍ୱାଧୀନ ଭାଷା । ପ୍ରବେଶିକା ପରୀକ୍ଷାରେ ଓଡ଼ିଆଛାତ୍ରଙ୍କୁ ବଙ୍ଗଳାଭାଷାରେ ପରୀକ୍ଷା ବୋକୁ ବାଧ୍ୟ କଲେ ଏମାନଙ୍କପାଇଁ ବିଶ୍ୱବି୍ୟାଳୟର ପଥ ସବୁିନପାଇଁ ବନ୍ଦ ହୋଇଯିବ ।”(ତା ୯.୬.୧୮୬୩ର ପତ୍ର) ଅପ୍ରେଲ ୧୮୬୪ରେ ଓଡ଼ିଶା ସ୍କୁଲ ସମୁହର ଡେପୁଟି ଇନ୍ସପେକ୍ଟର ଭାବରେ ବଳି ହୋଇ ଆସିଥିବା ଉମାଚରଣ ହାଲାର ୧୮୬୪୬୫ ମସିହାର ଶିକ୍ଷା ସଂପର୍କୀତ ବାର୍ଷିକ ରିପୋର୍ଟରେ – “ଓଡ଼ିଶାରେ ଶିକ୍ଷାର ଉନ୍ନତି ଓ ଅଭିବୃଦ୍ଧିର ପ୍ରକୃତ ପ୍ରତିବନ୍ଧକ ହେଉଛି ସର୍ବତ୍ର ବଙ୍ଗଳା ଓ ଓଡ଼ିଆଭାଷାର ଏକତ୍ର ପ୍ରଚଳନ ଏବଂ ଅଧ୍ୟୟନ । ଓଡ଼ିଆଭାଷାରେ ବ୍ୟାକରଣ ତଥା ଅନ୍ୟାନ୍ୟ ପାଠ୍ୟପୁସ୍ତକର ଅଭାବ ଥିବାରୁ ବଙ୍ଗଳାଭାଷାର ବ୍ୟବହାର ଅନିବାର୍ଯ୍ୟ ହୋଇପଡ଼ିଛି । ଏହି ୍ୱିଭାଷିକ ଶିକ୍ଷାନୀତିର ପରିବ•ର୍ନ ପାଇଁ ୧-ବଙ୍ଗଳା ଭାଷାକୁ ସରକାରୀଭାଷା ରୂପେ ସ୍ୱୀକାର କରି ସର୍ବତ୍ର ବଙ୍ଗଳାଭାଷା ଓ ପୁସ୍ତକ ପ୍ରଚଳନ କିମ୍ବା ବଙ୍ଗଳା ପୁସ୍ତକ ପ୍ରଚଳନକୁ ସଂପୂର୍ଣ୍ଣ ପରିହାର କରାଯାଇ ଓଡ଼ିଆ ଭାଷାର ଅନୁଶୀଳନ ଓ ଅଭିବୃଦ୍ଧି ଉଦେ୍ଧଶ୍ୟରେ ସେହିଭାଷାର ଉପଯୁକ୍ତ ବ୍ୟାକରଣ, ଅଭିଧାନ ଓ ଅନ୍ୟାନ୍ୟ ପାଠ୍ୟପୁସ୍ତକ ରଚନା ିଗରେ ବିଶେଷ ଉପାୟ ଅବଲମ୍ବନ କରାଯାଉ” ଉଲ୍ଲେଖ କରି ତକ୍ରାଳୀନ ଇନ୍ସପେକ୍ଟର ହାରିସନ ସାହେବଙ୍କ ନିକଟକୁ ପଠାଇଲେ । ଏହି ସମୟ ମଧ୍ୟରେ ବଙ୍ଗ ସରକାର ଉପରେ ବଙ୍ଗୀୟ ବୁଦ୍ଧିଜୀବୀଙ୍କ ବିଭିନ୍ନ ଚାପ ପଡ଼ିବାରୁ ଓଡ଼ିଶା କମିଶନର ରେଭେନ୍ସା ସାହେବଙ୍କୁ ଏ ସଂପର୍କରେ ଏକ ସ୍ପଷ୍ଟିକରଣ ଚାହିଁଲେ । ଏହାର ଉ•ରରେ ରେଭେନ୍ସା ସାହେବ ତାଙ୍କର ସହକାରୀ ତଥା ଶିକ୍ଷା ବିଭାଗର ପୂର୍ବତନ କର୍ମଚାରୀ ଟେଲର ସାହେବ, କଟକ-ବାଲେଶ୍ୱର ସମୁହର ଡେପୁଟି ସ୍କୁଲଇନ୍ସପେକ୍ଟର ଉମାଚରଣ ହାଲାର ଓ ପୁରୀ-ଅନୁଗୁଳ ସମୁହର ଡେପୁଟି ସ୍କୁଲଇନ୍ସପେକ୍ଟର କୈଳାଶ ଚନ୍ଦ୍ର ତର୍କାଳଙ୍କାରଙ୍କ ସାହାଯ୍ୟରେ ୧୮୬୪-୬୫ର ଶିକ୍ଷା ସମ୍ପର୍କୀତ ବାର୍ଷିକ ରିପୋର୍ଟକୁ ଭି•କ ି ରି ୧୨.୯.୧୮୬୫ରେ ଏକ ପତ୍ର ମାଧ୍ୟମରେ ଓଡ଼ିଆଭାଷାର ସ୍ୱାତନ୍ତ୍ର୍ୟ ଓ ଭାବପ୍ରକାଶ ଶକ୍ତି, ବିସ୍ତୃତ ଅ•ଳରେ ଲୋକଙ୍କ୍ୱାରା ଏହି ଭାଷାର ବ୍ୟବହାର, ଛାତ୍ରର ବି୍ୟାଗ୍ରହଣ ଶକ୍ତି ଓ ପୁସ୍ତକ ପ୍ରକାଶନ ସଂପର୍କରେ ସୂଚନା େଇଥିଲେ । ଓଡ଼ିଶା କମିଶନରଙ୍କ ଏହି ପ୍ରସ୍ତାବ ସଂପର୍କରେ ମତ ବୋପାଇଁ ବଙ୍ଗସରକାର ତକ୍ରାଳୀନ କ୍ଷିଣ-ପଶ୍ଚିମ ଡିଭିଜନର ସ୍କୁଲ ଇନ୍ସପେକ୍ଟର ଆର୍.ଏଲ୍. ମାର୍ଟିିନଙ୍କୁ ପଠାଇଥିବା ପତ୍ରର ଉ•ରରେ ମାଟିର୍ନ ୍ ତା ୯.୮.୧୮୬୭ରେ ଲେଖିଥେô ଲ – “ବ•ର୍ମାନର ବଙ୍ଗଳାଭାଷା ସହିତ ଓଡ଼ିଆଭାଷାକୁ ସମାନ କରିବାକୁ ହେଲେ ଈଶ୍ୱରଚନ୍ଦ୍ର ବି୍ୟାସାଗରଙ୍କ ପରି କୌଣସି ବ୍ୟକ୍ତିଙ୍କୁ ବ•ର୍ମାନଠାରୁ ଆରମ୍ଭ କରି ୨୦ବର୍ଷ ପର୍ଯ୍ୟନ୍ତ ଚେଷ୍ଟା କରିବାକୁ ପଡ଼ିବ ।” ଏଥି ସହିତ ବଙ୍ଗଳା ଭଳି ଉନ୍ନତ ଭାଷାକୁ ପ୍ରତ୍ୟେକ ଓଡ଼ିଆ ଗ୍ରହଣ କରିନେବା ଉଚିତ୍ ଓ ଓଡ଼ିଆ ଭାଷା କେବଳ ନିମ୍ନ ଶ୍ରେଣୀର ସୀମା ଭିତରେ ରଖି ଅନ୍ୟ ମଧ୍ୟବି• ଓ ଉଚ୍ଚଶ୍ରେଣୀ ବଙ୍ଗଳା ଭାଷା ଗ୍ରହଣ କରିନେବା ଉଚିତ୍ ବୋଲି ମତ େଇଥିଲେ । ପୁଣି ଭର୍ଣ୍ଣାକୁଲାର ପରୀକ୍ଷାରେ ପାଶ୍ କରୁଥିବା ଛାତ୍ରଙ୍କୁ ବୃଦ୍ଧି ପ୍ରାନ ବ୍ୟବସ୍ଥା ସଂପର୍କରେ ସରକାରଙ୍କୁ ପରାମର୍ଶ େଲେ“ଯେଉଁ ଓଡ଼ିଆଛାତ୍ର ବଙ୍ଗଳାଭାଷା ଜାଣିନାହାନ୍ତି, ସେମାନଙ୍କୁ ଏହି ବୃ•ି ମିଳିବନାହିଁ ।” ଶିକ୍ଷା ନିଦେ୍ର୍ଧଶକ ଅଟକିନ୍ସଙ୍କୁ ଏହି ପତ୍ର ସଂପର୍କରେ ମତ ବୋକୁ ବଙ୍ଗ ସରକାର ନିଦେ୍ର୍ଧଶ ବୋରୁ ଏହାର ଉ•ରରେ ସେ ଲେଖିଥିଲେ- “ଓଡ଼ିଆଭାଷା ଏକ ୟସବକ୍ଷରମଗ୍ଧ, patois ମାତ୍ର, ଏହାର ପରିସୀମା ସୀମିତ । ତେଣୁ ଏହିଭାଷାର ଅଭିବୃଦ୍ଧିପାଇଁ ଅର୍ଥ ଓ ପରିଶ୍ରମ ଅନାବଶ୍ୟକ ।” ଏହି ପତ୍ରରେ ସେ ସରକାରଙ୍କୁ େଇଥିବା ପରାମର୍ଶ ମଧ୍ୟରୁ ଦୁଇଟିକୁ – “ଓଡ଼ିଶାର ସମସ୍ତ ମଧ୍ୟମ ଶ୍ରେଣୀ ଓ ହାଇସ୍କୁଲ ସ୍ତରରେ କେବଳ ବଙ୍ଗଳାଭାଷା ବାଧ୍ୟତାମୂଳକ ଭାବରେ ପ୍ରଚଳିତ ହେବ, ଏବଂ ଓଡ଼ିଆଭାଷାରେ କୌଣସି ସାହିତ୍ୟ ନାହିଁ” ଗ୍ରହଣ କରିଥିଲେ । ଏହି ସମୟରେ ସ୍କୁଲଇନ୍ସପେକ୍ଟର ମାଟିନସାହେବ ଓଡ଼ିଶା ବି୍ୟାଳୟ ପରିର୍ଶନରେ ଆସି ପ୍ରକୃତ ତଥ୍ୟ ଅନୁଭବ କଲାପରେ ପୂର୍ବପତ୍ର (୯.୮.୧୮୬୭)ରେ ଦେଇଥିବା ମତକୁ ସଂଶୋଧନ କରି ୩୦.୩.୬୮ରେ ସେ ଆଉ ଏକ ପତ୍ର ଲେଖିଲେ । ଏଥିରେ ସେ ଓଡ଼ଅି।ଭାଷାର ସ୍ୱାତନ୍ତ୍ର୍ୟ, ଏହି ଭାଷାଭାଷୀ ଅଞ୍ଚଳର ପରିସର, ଅନ୍ୟ ଉପାନ୍ତ ଅଞ୍ଚଳରେ ଓଡ଼ିଆଭାଷା ପ୍ରତି ସରକାରଙ୍କ ଅବହେଳା ବର୍ଣ୍ଣନା କରିବା ସହିତ ଓଡ଼ିଶାର ବି୍ୟାଳୟ ଗୁଡ଼ିକରେ ଶ୍ରେଣୀ ଅନୁଯାୟୀ ଓଡ଼ିଆଭାଷା ପ୍ରଚଳନ କରିବାକୁ ପ୍ରସ୍ତାବ ସରକାରଙ୍କୁ ଦେଇଥିଲେ । ଏଥିରେ ସେ ସୂଚାଇଥିଲେ- “ଓଡ଼ିଶାର ଶିକ୍ଷାବିଭାଗ ଉତ୍ତରରେ ଥିବା ଜିଲ୍ଲା ବଙ୍ଗ ପ୍ରଦେଶେର, କ୍ଷିଣରେ ଥିବା ଜିଲ୍ଲା ମାନ୍ଦ୍ରାଜ ପ୍ରଶେର ଓ ପଶ୍ଚିମରେ ଥିବା ଜିଲ୍ଲା ମଧ୍ୟପ୍ରଶେର ଇନ୍ସପେକ୍ଟରଙ୍କ୍ୱାରା ପରିଚାଳିତ ହେଉଥିବାରୁ ଏହି କର୍ମଚାରୀମାନେ ବଙ୍ଗଳା, ତେଲୁଗୁ ଓ ହିନ୍ଦୀ ସ୍କୁଲ ପ୍ରତି ଅଧିକ ଯତ୍ନବାନ ହୋଇଥାନ୍ତି । ଯାହାଫଳରେ ଏହି ତିନୋଟି ଭାଷା ଉନ୍ନତ ହେବା ସହିତ ଓଡ଼ିଆଭାଷାର ଅବନତି ଘଟୁଛି । ତେଣୁ ଶିକ୍ଷାୃଷ୍ଟିରୁ ଏମାନେ ଅନ୍ୟ ଭାଷାଠାରୁ ନିମ୍ନରେ ରହିବାକୁ ବାଧ୍ୟହୁଅନ୍ତି । ଫଳସ୍ୱରୂପ ଓଡ଼ିଶାର ସମସ୍ତ ଚାକିରିବୃତ୍ତି ଏହି ଉଚ୍ଚଶିକ୍ଷିତ ଅଣଓଡ଼ିଆଙ୍କ ହସ୍ତଗତ ହୋଇଥାଏ ।” ଓଡ଼ିଆଭଳି ସମୃଦ୍ଧଭାଷାକୁ ସ୍କୁଲ ଶିକ୍ଷାରେ ପ୍ରଚଳନ କରିବାପାଇଁ ଖୋ େଇଥିବା ଓଡ଼ିଆ ପାଠ୍ୟପୁସ୍ତକ ଅଭାବର ତକ୍ରାଳ ସମାଧାନପାଇଁ ବିଭିନ୍ନ ଶ୍ରେଣୀର ପୁସ୍ତକ ନିର୍ବାଚନ ସହିତ ଓଡ଼ିଆ ଅନୁବା କରିବା ପ୍ରାଥମିକତା ଭିତ୍ତିରେ ଆବଶ୍ୟକ ହୋଇପଡ଼ିଛି । ଏହିପରି ଭାବରେ ପ୍ରାରମ୍ଭିକ ସମୟରେ ବଙ୍ଗଳାରେ ଅନୁବା ମାଧ୍ୟମରେ ବଙ୍ଗଳା ଭାଷା ଓ ସାହିତ୍ୟ ଉନ୍ନତ ହୋଇଥିଲା ଓ ବି୍ୟାଳୟ ଶିକ୍ଷାରେ ପ୍ରୟୋଗ କରାଯାଇ ପାରିଥିଲା । ତେଣୁ ସେହି ସୂତ୍ରରେ ଓଡ଼ିଆଭାଷା ଓ ସାହିତ୍ୟ ମଧ୍ୟ ଉନ୍ନତ ହୋଇପାରିବ ବୋଲି ସେ ଆଶା କରିଥିଲେ ।
ଏହି ଆଲେଖ୍ୟରେ ସେ ସମୟର ଚାରି ପ୍ରକାରର ବି୍ୟାଳୟ – (୧) ପୁରୀ ଓ ବାଲେଶ୍ୱର ଜିଲ୍ଲା ସ୍କୁଲ, (୨) ମଧ୍ୟ ଇଂରାଜୀ ଭର୍ଣ୍ଣାକୁଲାର ସ୍କୁଲ, (୩) ମଧ୍ୟ ଭର୍ଣର୍ାକୁଲାର ସ୍କୁଲ, (୪) ନିମ୍ନ ଶ୍ରେଣୀ ସ୍କୁଲପାଇଁ ଯେଉଁଭଳି ପାଠ୍ୟପୁସ୍ତକ ଆବଶ୍ୟକତା ଅଛି, ତାହାର ବିବରଣୀ ପ୍ରାନ କରିଥିଲେ । ଜିଲ୍ଲା ଓ ହାଇସ୍କୁଲପାଇଁ ବଙ୍ଗଳା କିମ୍ବା ଓଡ଼ିଆ ଭାଷାରେ ପଢ଼ିବା ଇଚ୍ଛାଧୀନ ଥିବାବେଳେ ଅନ୍ୟ ବି୍ୟାଳୟର ଛାତ୍ର ନିଜ ମାତୃଭାଷା ମାଧ୍ୟମରେ ଶିକ୍ଷାଲାଭ କରିବେ । ନିମ୍ନ ବି୍ୟାଳୟରେ କେବଳ ଓଡ଼ିଆ ପାଠ୍ୟପୁସ୍ତକ ପ୍ରଚଳନ ହେବ । ବଙ୍ଗ ସରକାର ମାର୍ଟିନ୍ ସାହେବଙ୍କ ୁଇଟି ପତ୍ର ଓ ଅଟ୍କିନ୍ ସାହେବଙ୍କ ପତ୍ର ସଂପର୍କରେ ମତ ବୋକୁ ଓଡ଼ିଶା କମିଶନର ରେଭେନ୍ସାଙ୍କୁ ନିର୍ଦ୍ଦେଶ ଦେବାରୁ ଏହାର ଉ•ର କମିଶନର ଶୀଘ୍ର ନ େଇ ଜିଲ୍ଲା କଲେକ୍ଟର ଏବଂ ବିଭନ ି ୍ନ ସଭାରେ ଏହି ସମସ୍ୟା ଉପସ୍ଥାପନ ପୂର୍ବକ ଶିକ୍ଷିତ ଓଡ଼ିଆ ଓ ବଙ୍ଗାଳୀଙ୍କ ମତାମତ ଲୋଡ଼ିଲେ । କଟକଜିଲ୍ଲା କଲେକ୍ଟର ବାଉରିଂ ଓଡ଼ିଆଭାଷା ପ୍ରଚଳନକୁ ଅସ୍ୱୀକାର କରି ବଙ୍ଗଭାଷା ପ୍ରଚଳନ ଉପରେ ଗୁରୁତ୍ୱ େଇଥିବାବେଳେ କଟକ କମିଶନର ମିଲ୍ସ ଓ ଗୋଲ୍ଡବେରୀ ଓଡ଼ିଆଭାଷା ସପକ୍ଷରେ ମତ େଇଥିଲେ । ଉକ୍ରଳୀପିକା (୪.୧.୬୮) ମାଧ୍ୟମରେ ଓଡ଼ିଶାବାସୀ ମଧ୍ୟ ୃଢ଼ ପ୍ରତିବା ଜଣାଇଥିଲେ । କିନ୍ତୁ ୁଃଖର ବିଷୟ ଜନସାଧାରଣଙ୍କ୍ୱାରା ବଙ୍ଗ ସରକାରଙ୍କୁ ିଆଯାଇଥିବା ରଖାସ୍ତରେ ଓଡ଼ିଆଭାଷୀ ଅ•ଳ ପ୍ରତି ସରକାର ତଥା ବଙ୍ଗଭାଷୀ କର୍ମଚାରୀମାନଙ୍କର ଅବିଚାରର ତୀବ୍ର ପ୍ରତିବା ଉଲ୍ଲେଖ କରାଯାଇ ନ ଥିଲା । ତେବେ ସେ ଯାହାହେଉ କମିଶନର ରେଭେନ୍ସା ୨୧-୧୧-୬୭ରେ ସରକାରଙ୍କୁ େଇଥିବା ପତ୍ରରେ ଲେଖିଥିଲେ – “ଓଡ଼ିଶାରେ ବାସ କରୁଥିବା ବଙ୍ଗାଳୀମାନେ ଅସ୍ଥାୟୀ, ଏଠିକାର ସ୍କୁଲ ଶିକ୍ଷକ, ଡେପୁଟି ଇନ୍ସପେକ୍ଟର ଇତ୍ୟାି ହେଉଛନ୍ତି ବଙ୍ଗାଳୀ । ତେଣୁ ସ୍ୱାଭାବିକ୍ ଭାବରେ ନିଜଭାଷା ପ୍ରଚଳନପାଇଁ ଏମାନେ ଆଗ୍ରହୀ ଅଛନ୍ତି । ଫଳରେ ଓଡ଼ିଆଭାଷା ସଂପୂର୍ଣ୍ଣ ରୂପେ ଅବହେଳିତ । ଓଡ଼ିଆମାନଙ୍କ ମଧ୍ୟରେ ଶିକ୍ଷା ବିସ୍ତାର କରିବା ଯି ଆମର ମୌଳିକ ଲକ୍ଷ୍ୟ, ତେବେ ବିକଳ୍ପ ବଙ୍ଗଳାଭାଷାର ପ୍ରଚଳନ ଏ କ୍ଷେତ୍ରରେ ସଂପୂର୍ଣ୍ଣ କ୍ଷତିକାରକ ।” ଏହି ପତ୍ରରେ ସେ ବଙ୍ଗଳାଭାଷାକୁ ‘ଋଙ୍ଘଗ୍ଧକ୍ସବ ଖବଦ୍ଭଶଙ୍କବଶର’ କହି ଏହାର ପରିସୀମାକୁ ଓଡ଼ିଶାରେ ସୀମିତ କରିବା ସହ କହିଥିଲେ – “ଓଡ଼ିଶାର ବି୍ୟାଳୟରେ ଯେ କୌଣସି ଭାଷାର ଛାତ୍ର ଓଡ଼ିଆଭାଷାରେ ଶିକ୍ଷା ପାଇବେ । ବଙ୍ଗଳାଭାଷା ପଢ଼ିବାକୁ ଇଚ୍ଛାକଲେ ଏହାକୁ ଅତିରିକ୍ତ ଭାଷା ଭାବରେ ନେଇପାରନ୍ତି । ଓଡ଼ିଆଭାଷା ବାଧ୍ୟତାମୂଳକ କରିବାର କାରଣ ହେଲା- ବଙ୍ଗଳାଭାଷାରେ ବଙ୍ଗାଳୀମାନେ ପାଶ୍ କରି ଚାକିରି ପାଉଥିବାବେଳେ ଓଡ଼ିଆମାନେ ଅକୃତକାର୍ଯ୍ୟ ହୋଇ ସରକାରୀ ନିଯୁକ୍ତିରୁ ଯେଉଁ ବ•ôତ ହେଉଛନ୍ତି, ତାହା ଆଉ ଘଟିବ ନାହିଁ । ବରଂ ଓଡ଼ିଶାମାଟିରେ ଓଡ଼ିଆଙ୍କୁ ପ୍ରଶାସନ କାର୍ଯ୍ୟରେ ନିୟୋଜିତ କରି ଶାସନ ପ୍ରଣାଳୀକୁ ଆହୁରି ସ୍ଥାୟୀ ଓ ସୁୃଢ଼ କରିପାରିବା ।” ଶେଷରେ ସେ ୁଇଟି ପରାମର୍ଶ େଇ ଲେଖିଥିଲେ -(୧) ଓଡ଼ିଆଭାଷା ମାଧ୍ୟମରେ ଶିକ୍ଷାାନର ବ୍ୟବସ୍ଥା ଓ ନର୍ମାଲ ସ୍କୁଲ ଗୁରୁ(ଶିକ୍ଷକ)ଟ୍ରେନିଂ ସ୍କୁଲ ସ୍ଥାପନ, ଏ ଉଭୟ ବିଷୟର ତ•୍ୱାବଧାରଣ ଉଦେ୍ଧଶ୍ୟରେ ଓଡ଼ଶି ।ପାଇଁ ଏକ ସ୍ୱତନ୍ତ୍ର ଶିକ୍ଷାବିଭାଗର ଇନ୍ସପେକ୍ଟର ପବୀ ସୃଷ୍ଟି କରିବା ଆବଶ୍ୟକ । (୨) ପୁସ୍ତକ ରଚନା ଓ ଏହାର ପ୍ରକାଶନ ଉପରେ ଗୁରୁତ୍ୱ ବୋ, କୌଣସି ମନୋନୀତ ଅନୁବା ପୁସ୍ତକକୁ ଅନୁବାକଙ୍କଠାରୁ ସ୍ୱ•୍ୱ କ୍ରୟକରି ପୁସ୍ତକ ପ୍ରକାଶ କରିବା, କିମ୍ବା ଆର୍ଥିକ ସାହାଯ୍ୟ ପ୍ରାନ କରିବା । ପୁସ୍ତକ ନିର୍ବାଚନବେଳେ ଲେଖକଙ୍କୁ ନିର୍ଭର ପ୍ରତିଶ୍ରୁତି ିଆଯିବା ଆବଶ୍ୟକ ଯେ ତାଙ୍କ ପୁସ୍ତକଟି ନିଶ୍ଚିତ ପାଠ୍ୟପୁସ୍ତକ ଭାବେ ସ୍ଥାନିତ ହେବ ଓ ଏଥିରୁ ନିର୍ଦ୍ଧିଷ୍ଟ ସଂଖ୍ୟକ ପୁସ୍ତକ ସରକାର କିଣିବେ । ଉଚ୍ଚକୋଟୀର ପୁସ୍ତକକୁ ବୋନସ୍ େଲେ ଲେଖକ ଏବଂ ପ୍ରକାଶକ ଉତ୍ସାହିତ ହୋଇ ପୁସ୍ତକ ରଚନା ଓ ପ୍ରକାଶ କରିବେ । ସମୟକ୍ରମେ ପୁସ୍ତକ ଚାହିା ଅଧିକ ତଥା ସୁନିଶ୍ଚିତ ହେଲେ ସରକାରୀ ସାହାଯ୍ୟ ବନ୍ଦ କରିିଆଯିବ । ଏହି ପୁସ୍ତକ ମୁ୍ରିତ ହେଲେ ଓଡ଼ିଶାର ବି୍ୟାଳୟ ସହିତ ମାନ୍ଦ୍ରାଜ ଓ ମଧ୍ୟପ୍ରଶେ ଅଧୀନସ୍ଥ ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲାରେ ଥିବା ବି୍ୟାଳୟମାନଙ୍କରେ ମଧ୍ୟ ପ୍ରଚଳିତ ହୋଇପାରିବ । ଓଡ଼ିଶା କମିଶନରଙ୍କ ଏହି ପତ୍ର ଉପରେ ବଙ୍ଗ ସରକାର ଶିକ୍ଷାବିଭାଗର ନିଦେ୍ର୍ଧଶକ ଅଟକିନ୍ସନ ସାହେବଙ୍କୁ ୧୬.୭.୧୮୬୮ରେ ଯେଉଁ ପତ୍ର ଲେଖିଥିଲେ, ୀର୍ଘ ୧ବର୍ଷ ୧୫ିନ ପରେ(୧୦.୮.୧୮୬୯)ଏହାର ଉ•ରରେ “ବି୍ୟାଳୟରେ ଚାଲିଥିବା ୍ୱିଭାଷୀ-ପ୍ରଚଳନ ପରମ୍ପରା ଉପରେ ପ୍ରତିଷ୍ଠିତ ଭାଷାନୀତି ସ୍ୱତଃ ମୀମାଂସାପାଇଁ ଛାଡ଼ିେଇ ସରକାର କେବଳ ଏହାକୁ ନୀରବରେ ଲକ୍ଷ୍ୟ କରିବା ଉଚିତ୍” ବୋଲି ପରାମର୍ଶ େଲେ । ଯାହା ବଙ୍ଗଳାଭାଷା ପ୍ରଚଳନ ସଂପର୍କର ଅନୁକୂଳ ମନ୍ତବ୍ୟ ଥିଲା । ଏହି ସମୟ ମଧ୍ୟରେ ଓଡ଼ିଶାରେ ବଙ୍ଗଳାଭାଷାର ପ୍ରଚଳନ ।ବି ଓଡ଼ିଶା ମଧ୍ୟରେ ସୀମିତ ନ ଥିଲା, ବରଂ ବଙ୍ଗଳାର ବୁଦ୍ଧିଜୀବୀଙ୍କୁ ଏହା ଆଲୋଡ଼ିତ କରିଥିଲା । ୯ ଡିସେମ୍ବର ୧୮୬୮ରେ କଲିକତା ଉଚ୍ଚନ୍ୟାୟାଳୟର ଓକିଲ କେ.ସି. ଘୋଷ କଟକ ଡିବେଟିଂ କ୍ଲବ୍ରେ “ଶେପ୍ରେମ” ଶୀର୍ଷକ ଏକ ପ୍ରବଂଧ ପାଠ କରିଥିଲେ । ଏହି ଆଲୋଚନାରେ କଲିକତାର ଐତିହାସିକ ପ୍ରତ୍ନତ•୍ୱବି୍ ରାଜେନ୍ଦ୍ରଲାଲ ମିତ୍ର ମତ େଇଥିଲେ – “ଓଡ଼ିଆମାନେ ସେମାନଙ୍କ ପ୍ରାଶେିକ ଉପଭାଷା ପ୍ରତି ମୋହ ହେତୁ ତାହାକୁ ଏକ ସ୍ୱତନ୍ତ୍ରଭାଷାର ମର୍ଯ୍ୟାା ବୋକୁ ଚେଷ୍ଟାକରି ନିଜର ଅନିଷ୍ଟ ସାଧନ କରୁଛନ୍ତି । ଙ୍ଘ ଙ୍ଘ ଙ୍ଘ ଉକ୍ରଳର ଯଥାର୍ଥ ହିତାକାଂକ୍ଷୀ ଯେ ହେବେ, ସେ ସର୍ବାଗ୍ରେ ଉକ୍ରଳଭାଷା ଉଠାଇ ବଙ୍ଗଭାଷା ପ୍ରଚଳନ କରିବାର ଚେଷ୍ଟା କରିବେ । ଯେତେକାଳ ଉକ୍ରଳଭାଷା ଉଠି ଯ ।ଇନାହି ଁ , ସେତେକାଳ ଏଶେର ଉନ୍ନ ତ ି ହେବା ଅସମ୍ଭବ” (ଉକ୍ରଳୀପିକା :୧୩ ମାର୍ଚ୍ଚ୧୮୬୯) । ରାଜେନ୍ଦ୍ରଲାଲଙ୍କ ପ୍ରେରଣା ଓ ପ୍ରୋତ୍ସାହନ ଫଳରେ ଓଡ଼ିଆଭାଷାକୁ ପ୍ରକାଶ୍ୟ ବିରୋଧକରି ଓଡ଼ିଶାର ବି୍ୟାଳୟରେ ବଙ୍ଗଳାଭାଷାର ପ୍ରଚଳନପାଇଁ କଟକର କାଳିପ ବନେ୍ଦାପାଧ୍ୟାୟଙ୍କ ସଂପାନାରେ “ଉକ୍ରଳ ହିତୈଷିଣୀ” (୧୬ଫେବୃଆରୀ୧୮୬୯) ଓ ଏହାର ୬ିନ ପରେ ‘କଟକଷ୍ଟାର’ ନାମକ ୁଇଟି ପତ୍ରିକା ‘କଟକ ସୋସାଇଟି’ ପକ୍ଷରୁ ପ୍ରକାଶିତ ହେଲା । ଏହାର ମୁଖ୍ୟ ଉଦେ୍ଧଶ୍ୟ ବଙ୍ଗଳାଭାଷା ପ୍ରଚଳନପାଇଁ ଇଂରେଜ ପ୍ରଶାସକଙ୍କ ୃଷ୍ଟି ଆକର୍ଷଣ ପୂର୍ବକ ନିଜର ।ବି ଉପସ୍ଥାପନ କରିବା ଓ ‘ଉକ୍ରଳୀପିକା’, ‘ବାଲେଶ୍ୱର ସମ୍ବାବାହିକା’ର ପ୍ରଭାବ କ୍ଷୁଣ୍ଣ କରିବା । ଉମାଚରଣ ହାଲାର ଏକ ପ୍ରବନ୍ଧରେ ଓଡ଼ିଆ ଭାଷା ଓ ସାହିତ୍ୟକୁ ବଙ୍ଗୀୟ ଲିପିରେ ଲେଖିଲେ ଓଡ଼ିଆ ଲୋକେ ଓ ସାହେବମାନେ ଓଡ଼ିଆଭାଷା ସହଜରେ ଶିଖିଯିବେ ବୋଲି ପ୍ରସ୍ତାବ ମଧ୍ୟ େଲେ । ଏହି ପ୍ରସ୍ତାବକୁ ସେହି ମାସ ୧୪ତାରିଖରେ କଟକ ଡିବେଟିଂ କ୍ଲବ୍ରେ ଯେଉଁ ବିପୁଳ ସମର୍ଥନ ଜ୍ଞାପନ କରାଯାଇଥିଲା, ତାହାର ନେତୃତ୍ୱ ନେଇଥିଲେ କଟକ ଆଇନ୍ ମହାବି୍ୟାଳୟର ଅଧ୍ୟାପକ ତଥା ଓକିଲ ୨୩ ବର୍ଷୀୟ ବଙ୍ଗୀୟ ଯୁବକ ରାଜକୃଷ୍ଣ ମୁଖୁର୍ଯ୍ୟା (ମୁଖୋପାଧ୍ୟାୟ) । ମୁଖୁର୍ଯ୍ୟାଙ୍କ ଉକ୍ତ ବ୍ୟବହାର ଓ କାର୍ଯ୍ୟଧାରାକୁ ଲକ୍ଷ୍ୟକରି ଉକ୍ରଳ ୀପିକାର ସଂଖ୍ୟା-୩୦ ଓ ଭାଗ-୪(୨୭.୭.୧୮୬୯)ରେ ‘ରଙ୍ଗ ପ•ାନନ’ ଛ୍ମନାମରେ ଏକ ପତ୍ର କବିତା ଆକାରରେ ପ୍ରକାଶ ପାଇଲା । ଏହିପତ୍ର ବିରୁଦ୍ଧରେ ନିଜର ସମ୍ମାନହାନୀ କାରଣ ର୍ଶାଇ କ୍ଷତିପୂରଣ ପାଇଁ ଫୌଜାରୀ ଆଲତରେ ନାଲିଶ କରିଥିଲେ । ମାତ୍ର ଏହି ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ୃଢବିଶ୍ୱାସ ହେବାରୁ ଏହାକୁ ରଦ୍ଧ କରି ବିଚାରପତି ଟି.ଏମ୍. କର୍କୁଡ୍ ସାହେବ ପତ୍ରିକାର ସଂପାକ ଗୌରୀଶଙ୍କର ରାୟଙ୍କୁ ଫୌଜାରୀ କାର୍ଯ୍ୟବିଧି ଆଇନ୍ ଫା ୨୫୦ଅନୁସାରେ ଛାଡ଼ି େଇଥିଲେ । ଏହି ବିଚାରର ବି ସ୍ତ ୃ ତ ବି ବ ରଣୀ ‘ଉକ୍ରଳୀପି କ ।’(ତା୭.୮.୬୯ସଂଖ୍ୟା)ରେ ‘ଆତ୍ମ ସ ମ୍ବା’ ଶିରୋନାମାରେ ପ୍ରକାଶ ପାଇଥିଲା । ଏଥିରେ ସଂପାକ ଲେଖିଥିଲେ – “ଶ୍ରୀଯୁକ୍ତ କର୍କୁଡ଼ ସାହେବ ଇଂରେଜଲୋକ ହୋଇ ଯେ ଉକ୍ରଳଭାଷା ରଚିତ ବ୍ୟଙ୍ଗାର୍ଥ ଘଟିତ ପତ୍ରର ଯଥାର୍ଥ ଭାବ ଏଡ଼େ ତାପôର୍ଯ୍ୟ ରୂପେ ବୁଝିପାରି ମକଦ୍ଧମାର ଯଥାର୍ଥ ବିଚାର କଲେ ଏହା ଅବଶ୍ୟ ଭାରି ପ୍ରଶଂସାର ବିଷୟ ଅଟଇ ଓ ଏଥିରୁ ବୋଧହୁଅଇ ଯେ ସେ (ରାଜକୃଷ୍ଣ ମୁଖୁର୍ଜ୍ୟା) ଶେୀୟ ଭାଷା ବୁଝିବା କାରଣ ସାମାନ୍ୟ ଯତ୍ନ କରିନାହାନ୍ତି । ଯାହାହେଉ ଶ୍ରୀଯୁକ୍ତ କର୍କୁଡ଼ ସାହେବ ମାଜିଷ୍ଟ୍ରେଟ୍ ଏ ମକଦ୍ଧମାର ଉଚିତ୍ ବିଚାର କରି ଉକ୍ରଳର ସର୍ବସାଧାରଣଠାରେ ଅଧିକ ଆୃତ ହୋଇଛନ୍ତି ।” ୧୮୬୬ ମସିହାର ନଅଙ୍କ ୁର୍ଭିକ୍ଷରେ ୁଇ ତୃତୀୟାଂଶ ଓଡ଼ିଆଙ୍କ ଅକାଳ ମୃତୁ୍ୟ ସହିତ ଯେଉଁ କେତେକ ବ•ôଥେô ଲ, ସେମାନଙ୍କ ଅର୍ଥନୈତକି , ସାମାଜିକ ଅ•ା ସଳଖ ନ ଥିବାରୁ ଏହି ଅନ୍ୟାୟର ତୀବ୍ର ପ୍ରତିବା ନ କରିବା୍ୱାରା ଚକ୍ରାନ୍ତକାରୀ ବଙ୍ଗାଳୀ ଅଧିକ ଉତ୍ସାହିତ ହୋଇ ଓଡ଼ିଆଭାଷା ଲୋପ କରି ବଙ୍ଗଳାଭାଷା ପ୍ରଚଳନ କରିବାପାଇଁ ନିଜ ହାତରେ ଥିବା ସମସ୍ତ କଳବଳ କୌଶଳକୁ ଲଗାଇ େଇଥିଲେ । ମାତ୍ର କର୍କୁଡ଼ ସାହେବଙ୍କ ଏହି ନ୍ୟାୟପ୍ରାନ ଫଳରେ ଢୋକେ ପିଇ ଣ୍ଡେ ଜିଇଁ ଜୁଳୁଜୁଳୁ ଚାହୁଁଥିବା ଓଡ଼ିଆଏ ନିଜ ଭାଷାକୁ ବ•ାଇବାପାଇଁ ଅ•ାଭିଡିÿ ବାହାରିଲେ । ଯିଓ ଏହି ପ୍ରତବି । ବିରାଟରୂପ ନେଇ ନ ଥିଲା, ତଥାପି ସେ ସମୟର ବଙ୍ଗାଳୀ ବୁଦ୍ଧିଜୀବୀ ଓ ନିରପେକ୍ଷ ଇଂରେଜ ପ୍ରଶାସକଙ୍କ ମସ୍ତିଷ୍କକୁ ଚହଲାଇ େଇଥିଲା । ଯାହାଫଳରେ ବଙ୍ଗଭାଷା ପ୍ରଚଳନ ସପକ୍ଷରେ ମତ ପ୍ରାନ କରିଥିବା ଶିକ୍ଷା ନିଦେ୍ର୍ଧଶକ ଅଟକିନ୍ସନଙ୍କ ପ୍ରସ୍ତାବ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ ତଥା ଓଡ଼ିଆଙ୍କ ଆବେନକୁ ସ୍ୱୀକାର କରି ଓଡ଼ଅି । ବି୍ୟାଳୟରେ ଶିକ୍ଷାସଂପର୍କୀତ ବହୁ ପ୍ରତକ୍ଷି ତି ଘୋଷଣାନାମା ୮.୧୧.୬୯ରେ ପ୍ରକାଶ କରିଥିଲେ । ଓଡିଶାର ବି୍ୟାଳୟରେ ସରକାର ପାଠ୍ୟପୁସ୍ତକ ସଂପର୍କରେ ମାର୍ଟିନ ‘ଝବଙ୍ଖର ଖବଦ୍ଭଶଙ୍କବଶରଗ୍ଦ’ପ୍ରସ୍ତାବ େଇଥିବାରୁ ଓଡ଼ିଆଛାତ୍ରମାନେ ଓଡ଼ିଆ ଭାଷାରେ ଅଧ୍ୟୟନ କଲାବେଳେ ବଙ୍ଗଳାଭାଷୀ ଛାତ୍ରମାନଙ୍କପାଇଁ ନିର୍ଦ୍ଧିଷ୍ଟ କିଛି ସୂଚନା ିଆଯାଇ ନ ଥିବାରୁ ଓଡ଼ିଶାର ବି୍ୟାଳୟମାନଙ୍କରେ ପଢ଼ୁଥିବା ବଙ୍ଗଭାଷୀ ବି୍ୟାର୍ଥୀ ବାଧ୍ୟହୋଇ ଓଡ଼ିଆଭାଷା ମାଧ୍ୟମରେ ଶିକ୍ଷା ଗ୍ରହଣକଲେ ।
ଓଡ଼ିଆ ପାଠ୍ୟପୁସ୍ତକ ପ୍ରଚଳନ ଓ ଏହାର ଅଭାବ ପୂରଣପାଇଁ ସରକାର ପୁରସ୍କାର ଘୋଷଣା କରିବାପରେ ଢେଙ୍କାନାଳରାଜା ଭାଗିରଥି ମହେନ୍ଦ୍ର ଓଡ଼ିଶା ଇତିହାସ ସଂକଳନପାଇଁ ସରକାରଙ୍କ ଶିକ୍ଷାବିଭାଗକୁ ଆର୍ଥିକ ସାହାଯ୍ୟ ଯୋଗାଇ େଇଥିଲେ । ସରକାରଙ୍କ ସିଚ୍ଛା ତଥା ଶିକ୍ଷିତ ଓଡ଼ିଆଙ୍କ ପାଠ୍ୟପୁସ୍ତକ ଲେଖା ପ୍ରତି ଆଗ୍ରହ ଏହି ଅଭାବ ପୂରଣ ିଗରେ ବିଶେଷ ସହାୟକ ହୋଇଥିଲା । ବିଶେଷ କରି ପ୍ୟାରିମୋହନ ଆଚାର୍ଯ୍ୟ, ବିଚ୍ଛନ୍ଦ ପଟ୍ଟନାୟକ, ବିଚିତ୍ରାନନ୍ଦ ।ସ, ଜଗନ୍ମୋହନ ଲାଲ, ଫକୀରମୋହନ ସେନାପତି,ଗୌରୀଶଙ୍କର ରାୟ ପ୍ରଭାକର ବି୍ୟାରତ୍ନ, କପିଳେଶ୍ୱର ବି୍ୟାଭୂଷଣ, ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ଓ ୍ୱାରିକାନାଥ ଚକ୍ରବ•ର୍ୀ ଏ ିଗରେ ଯଥେଷ୍ଟ କାର୍ଯ୍ୟ କରିଥିଲେ । ବଙ୍ଗଳା ସ୍ଥାନରେ ଓଡ଼ିଆବହି ପ୍ରଚଳନ୍ୱାରା ସେ ସମୟର ସର୍ବାଧିକ ଶିକ୍ଷକ ନିଯୁକ୍ତି ପାଇଥିବା ବଙ୍ଗାଳୀଗଣ ଓଡ଼ିଆ ଭାଷାରେ କ୍ଷ ନ ଥିବାରୁ ସେମାନେ ବିବ୍ରତ, ସ୍ଥଳ ବିଶେଷରେ ଅପମାନିତ ହେବା ସ୍ୱଭାବିକ । ସବୁଠାରୁ ବେଶି ବିବ୍ରତ ହୋଇପଡ଼ିଲେ ବାଲେଶ୍ୱର ଜିଲ୍ଲାସ୍କୁଲର ପଣ୍ଡିତ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ । ନିଜର ଏହି ଭାବନାକୁ ଲୁଚାଇବାକୁ ଯାଇ ସେ ଓଡ଼ିଆଭାଷାର ଅସାରତା ପ୍ରମାଣ କରିବାକୁ ଯୁକ୍ତିକଲେ ଯେ ବଙ୍ଗଳା ହେଉଛି ଶୁଦ୍ଧଭାଷା ଓ ଓଡ଼ିଆ ଏହାର ବିକୃତ ରୂପାନ୍ତରଣ । ବିକୃତଭାଷା ନ ପଢ଼ି ଶୁଦ୍ଧଭାଷା ପଢ଼ିବା ଶେପକ୍ଷେ କଲ୍ୟାଣକର । ଏହିକଥାକୁ ପ୍ରମାଣ କରିବାପାଇଁ ୧୮୬୭ରେ ପ୍ରକାଶିତ ବାଲେଶ୍ୱର କଲେକ୍ଟର ଜନ୍ ବିମ୍ସଙ୍କ୍ୱାରା ଲିଖିତ ପୁସ୍ତକ “ଙଙ୍କଗ୍ଧକ୍ଷସଦ୍ଭର କ୍ଟଲ ଓଦ୍ଭୟସବଦ୍ଭ ଚଷସକ୍ଷକ୍ଟଗ୍ଦକ୍ଟକ୍ଟ୍ରଷଚ୍ଚ” ରେ ଥିବା ଭାଷା ଓ ଉପଭାଷା ସଂପର୍କିତ ମନ୍ତବ୍ୟକୁ ୃଷ୍ଟାନ୍ତରୂପେ ପ୍ରାନକଲେ । କେବଳ ସେତିକି ନୁହେଁ ଓଡ଼ିଆଭାଷା ବିରୋଧୀ ରାଜେନ୍ଦ୍ରଲାଲ ମିତ୍ରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଏକ ପୁସ୍ତକ (ଓଡ଼ିଆଙ୍କପାଇଁ ଏହି ପୁସ୍ତକର ନାମ ଉଚ୍ଚାରଣ କରିବା ଲଜ୍ଜାକର ବିଷୟ ହୋଇଥିବାରୁ ଏଠାରେ ଉଲ୍ଲେଖ କରାଗଲା ନାହିଁ) ରଚନା କରି ପ୍ରକାଶ କଲେ ଜାନୁଆରୀ ୧୮୭୦ ମସିହାରେ । ଉଦେ୍ଧଶ୍ୟ ଥିଲା, ନିଜର ଏହି ଆଲେଖ୍ୟ ବଳରେ ବଙ୍ଗଳା ଜାଣିଥିବା ଇଂରେଜ ଅଧିକାରୀଙ୍କ ସମର୍ଥନ ପ୍ରାପ୍ତି ଓ ଅସନ୍ତୋଷରେ କୁହୁଳୁଥିବା ବଙ୍ଗାଳୀ କିରାଣୀ, ଶିକ୍ଷକ, ବ୍ୟବସାୟୀଙ୍କୁ ଓଡ଼ିଆଭାଷା ବିରୁଦ୍ଧରେ ଏକତ୍ର ହୋଇ ପୁଣିଥରେ ଆନେ୍ଦାଳନ କରିବାକୁ ଉତ୍ସାହିତ କରିବା । ପଣ୍ଡିତଙ୍କ ଏହି କାର୍ଯ୍ୟକୁ ସମର୍ଥନ କରି ଓଡ଼ିଆଭାଷା ବିରୋଧୀ ବିଭିନ୍ନ ଲେଖା ପ୍ରକାଶ କରୁଥିଲା କଟକରୁ ପ୍ରକାଶିତ ଓଡ଼ିଆପତ୍ରିକା ‘ଉକ୍ରଳ ହିତୈଷିଣୀ’ ଓ ଇଂରାଜୀପତ୍ରିକା ‘କଟକ ଷ୍ଟାର’ । ମାତ୍ର ସେତେବେଳକୁ ଢାଲସୃଶ ଠିଆ ହୋଇଥିବା ‘ଉକ୍ରଳୀପିକା’ ଏହି ପୁସ୍ତକ ଓ ପତ୍ରିକା ୍ୱୟର ଆଲେଖ୍ୟକୁ ଯୁକ୍ତିପୂର୍ଣ୍ଣ ଢଙ୍ଗରେ ସମାଲୋଚନା କରି ଲେଖିଥିଲା – “କେବଳ କେତେକ ସୁସାୃଶ୍ୟ ହେତୁରୁ ଯେବେ ୁଇ ବା ଅଧିକଭାଷାକୁ ଏକ ବୋଲାଯାଇପାରେ ତେବେ କେହି ଓଡ଼ିଆରୁ ହିନ୍ଦୀ ଓ ବଙ୍ଗଳା ବାହାରିଥିବାର କହିଲେ ୋଷନାହିଁ । ମାତ୍ର ଓଡ଼ିଆମାନେ ତୁଚ୍ଛାକୁ ଏତେ ଅହଂକାର କରନ୍ତିନାହିଁ । ଅଥଚ ବିଚାରକଲେ ଏହାଙ୍କର ଅହଂକାର କରିବାର ଅନେକ କାରଣଅଛି । ଓଡ଼ଶି ।ର କି•ୀର୍ କଳାପ ବଙ୍ଗଳାରେ ନାହିଁ । ଓଡ଼ଶି ।ରାଜା ଏକସମୟରେ ବଙ୍ଗଳାର ତ୍ରିବେଣୀ ପର୍ଯ୍ୟନ୍ତ ଅଧିକାର କରିଥିଲେ । ବଙ୍ଗଳାର କୌଣସି ରାଜା କେବେ ଓଡ଼ିଶାକୁ ଜୟ କରିବାକୁ ଶୁଣାନାହିଁ । ଅତଏବ ବଳବୀର୍ଯ୍ୟ ଓ ଶିଳ୍ପକୌଶଳରେ ଓଡ଼ିଶାର ପୂର୍ବକାଳୀୟଲୋକ ବଙ୍ଗଳାଠାରୁ ଶ୍ରେଷ୍ଠ ଥିବା ପ୍ରତ୍ୟକ୍ଷେ ଭାଷାନିମି• ଅନ୍ୟଠାରୁ ଋଣୀ ହୋଇଥିଲେ କାଚ ସମ୍ଭବ ନୁହଁଇ । ବରଂ ଓଡ଼ିଶାର ଭାଷା କେତେକ ବଙ୍ଗଳାରେ ଚଳିବାର ଅନୁମାନ ସିଦ୍ଧ ଅଟେ । ଙ୍ଘଙ୍ଘଙ୍ଘ ବିଶେଷରେ ଓଡ଼ିଆରେ ଯେତେପ୍ରାଚୀନ ଗ୍ରନ୍ଥ ଅଛି ବଙ୍ଗଳାରେ ସେତେନାହିଁ । ମାଗି ଆଣିଲା ତିଉଣରେ କି କୁଟୁମ୍ବ ପୋଷା ଯାଆନ୍ତା?” (ୀପିକା-୨୭/୨/୧୮୭୦) ଏହିଭଳି ଭାବରେ ଗୌରୀଶଙ୍କର ରାୟ ‘ଉକ୍ରଳ ୀପିକା’ ମାଧ୍ୟମରେ ନଅଙ୍କ ୁର୍ଭକ୍ଷି ର କରାଳ କାୟାରୁ ବ•ô ଯାଇଥିବା ବାକ୍ଶକ୍ତିହୀନ ଅଳ୍ପ କେତେକ ଜରାଜୀର୍ଣ୍ଣ ମୁମୂର୍ଷୁ ଉକ୍ରଳୀୟଙ୍କ ତୁଣ୍ଡରୁ ଐତିହ୍ୟମୟ ପ୍ରାଚୀନ ମାତୃଭାଷାକୁ ଛଡ଼ାଇ ନେବାର ଉପକ୍ରମକୁ ପ୍ରତିହତ କରୁଥିବାବେଳେ ବଙ୍ଗାଳୀ ଜମିାର ଓ କିରାଣୀଗୋଷ୍ଠୀ କେତେକ ଓଡ଼ିଆଙ୍କୁ ପ୍ରଲୋଭିତ କରିବାରେ ଲାଗିଲେ । ଏମାନେ ବଙ୍ଗଭାଷା ପ୍ରଚଳନ ସପକ୍ଷରେ ଏକ ରଖାସ୍ତ ଲେଖି ସେଥିରେ ଗୋପନ ଭାବେ ଏହି ପ୍ରଲୋଭିତ ଓଡ଼ିଆଙ୍କ ସ୍ୱାକ୍ଷର ନେଇ ଗଭର୍ଣ୍ଣରଙ୍କୁ ପତ୍ରପ୍ରେରଣ କରିଥିଲେ । କିନ୍ତୁ ଏଭଳି କୁତ୍ସିତ କାର୍ଯ୍ୟକୁ ଏକ ସୁଯୋଗ ଭାବେ ପାଇ ହାତଛଡ଼ା କରି ନ ଥିଲେ ଗୌରୀଶଙ୍କର । ଏମାନଙ୍କ ଅସଲ ରୂପକୁ ଚିହ୍ନି ରଖିବାକୁ ସେ ସରକାରଙ୍କୁ ପରାମର୍ଶ େଇ ଲେଖିଥିଲେ – ଆଜି ଏକକଥାରେ ଯେବେ ଆପଣା ମତାନୁସାରେ ରଖାସ୍ତ ଲେଖି ଓଡିୟାଙ୍କ ସ୍ୱାକ୍ଷର କରାଇ ଓଡ଼ିଶାର ମତ ବୋଲି ଗବର୍ଣ୍ଣମେ•କୁ ପ୍ରତାରିତ କରିପାରନ୍ତି, ତେବେ ିନେ ଗବର୍ଣ୍ଣମେ• କିମ୍ବା ଅତ୍ରତ୍ୟ କୌଣସି ହାକିମ ବିରୁଦ୍ଧରେ କିଛି ଲେଖି ଏପରି ଓଡ଼ିୟାଙ୍କ ସ୍ୱାକ୍ଷର ସଂଗ୍ରହ କରି ରଖାସ୍ତ ପଠାଇପାରନ୍ତି । ରାଜବି୍େରାହ ତ ଏ ରୂପେ ହୋଇପାରେ ।” (ଉକ୍ରଳୀପିକା-୨.୪.୧୮୭୦) ଏଥି ସହିତ ବାଲେଶ୍ୱର ମାଟିରେ ପୁଣିଥରେ ଓଡ଼ିଆଭାଷା ବିରୋଧୀ ଆନେ୍ଦାଳନ ।ନା ବାନ୍ଧିବାରେ ସାହାଯ୍ୟ କରୁଥିବା ବାଲେଶ୍ୱର ଶିକ୍ଷାଜିଲ୍ଲା ଡେପୁଟିଇନ୍ସପେକ୍ଟର ଶିବାସ ଭଟ୍ଟାଚାର୍ଯ୍ୟଙ୍କ ବଳି ମଧ୍ୟ ।ବି କରିଥିଲେ, ଯାହା ଇଂରେଜ ସରକାର ଗ୍ରହଣ କରିନେଇଥିଲେ । ଓଡ଼ିଆଭାଷା ବଳରେ ବଙ୍ଗଳା ଭାଷାକୁ ପୁଣିଥରେ ଓଡ଼ିଶାର ବି୍ୟାଳୟମାନଙ୍କରେ ପ୍ର ଚ ଳନ କରି ବ ।ପାଇଁ ରାଜେନ୍ଦ୍ର ଲ ।ଲ ମି ତ ୍ର ଙ୍କ ସହଯୋଗରେ ଯେଉଁ ହୀନ ଉ୍ୟମ ହୋଇଥିଲା, ଏହାକୁ ପ୍ରତିହତ କରିବାର ଶ୍ରେୟ ଗୌରୀଶଙ୍କର ଓ ‘ଉକ୍ରଳୀପିକା’ ପତ୍ରିକାକୁ ିଆଯାଇପାରେ । ତାଙ୍କର ବଳିଷ୍ଠ ଯୁକ୍ତିରେ ପ୍ରଭାବିତ ହୋଇ ଇଂରେଜ ପ୍ରଶାସନର ମୂଳପିଣ୍ଡ କଲିକତାରୁ ପ୍ରକଶିତ ‘କାଲକାଟା ରିଭୁ୍ୟ’ର ଜୁଲାଇ୧୮୭୦ରେ କାନ୍ତିଚନ୍ଦ୍ରଙ୍କ ପୁସ୍ତକ ସମୀକ୍ଷା କରି ତୀବ୍ର ସମାଲୋଚନା କରାଯାଇଥିଲା । କେବଳ ସେତିକିନୁହେଁ, ଶିକ୍ଷାବିଭାଗର ପ୍ରମୁଖ ଅଧିକାରୀ ଓ ବିଶିଷ୍ଟ ପଣ୍ଡିତ ଭୂବେ ମୁଖୋପାଧ୍ୟାୟଙ୍କ ସଂପାନାରେ ପ୍ରକାଶିତ ‘ଏଡୁକେସନ ଗେଜେଟ୍’ରେ ମଧ୍ୟ ଓଡ଼ିଆଭାଷା ପ୍ରଚଳନ ସପକ୍ଷରେ ମନ୍ତବ୍ୟ ପ୍ରାନ କରିଥିଲା । କାନ୍ତିଚନ୍ଦ୍ରଙ୍କ ଉଦେ୍ଧଶ୍ୟ ଥିଲା- ସମ୍ଭବ ହେଲେ ସରକାରୀ ସିଦ୍ଧାନ୍ତର ପରିବ•ର୍ନପାଇଁ ଭାଷାତ•୍ୱ ଓ ଜନମତ ଚାପ ପ୍ରୟୋଗକରି ସରକାରଙ୍କ ଘୋଷିତ ନୀତିରେ ସାମାନ୍ୟ ପରିବ•ର୍ନ କରିବା । ଯାହାର ସୁଯୋଗନେଇ ପୁଣିଥରେ ଓଡ଼ିଶାର ବି୍ୟାଳୟମାନଙ୍କରେ ବଙ୍ଗଳାଭାଷାର ପ୍ରଚଳନ ଓ ପ୍ରସାର ଘଟାଇ କାଳକ୍ରମେ ଶିକ୍ଷାବ୍ୟବସ୍ଥାକୁ ଆବୋରି ବସିବା । ମାତ୍ର ସତର୍କ ପ୍ରହରୀ ଉକ୍ରଳୀପିକା, ଗୌରୀଶଙ୍କରଙ୍କ ୃଢ ଉ୍ୟମ, ଜନବିମ୍ସ, ଭୂବେ ମୁଖୋପାଧ୍ୟାୟଙ୍କ ବଳିଷ୍ଠ ଯୁକ୍ତି ହିଁ କାନ୍ତିଚନ୍ଦ୍ରଙ୍କ ଭଳି ବଙ୍ଗାଳୀମାନଙ୍କ ଉ୍ୟମକୁ ୍ୱିତୀୟଥରପାଇଁ ବିଫଳ କରିଲୋ । ଓଡ଼ିଆଭାଷାର ପ୍ରାଚୀନତା ଓ ବଳିଷ୍ଠ ସାହିତି୍ୟକ କୃତିକୁ ଖେି ଏହିଭାଷାର ସ୍ୱାତନ୍ତ୍ର୍ୟକୁ ଇଂରେଜ ଗବେଷକ ସ୍ୱୀକାର କରିବା ସହ ଇଂରେଜ ସରକାର ୧୮୭୩ ବେଳକୁ ବଙ୍ଗଳାଭାଷା ଶିକ୍ଷାବ୍ୟବସ୍ଥା ଓଡ଼ିଶାମାଟିରୁ ସଂପୂର୍ଣ୍ଣରୂପେ ଉଠାଇେଲେ । ଫଳରେ ଓଡ଼ିଶାର ବି୍ୟାଳୟମାନଙ୍କରେ ଶିକ୍ଷାାନପାଇଁ ନିଯୁକ୍ତ ହୋଇଥିବା କାନ୍ତିଚନ୍ଦ୍ରଙ୍କ ଭଳି ବହୁ ବଙ୍ଗାଳୀ ପଣ୍ଡିତ ଓଡ଼ିଆଭାଷା ଶିଖିବାକୁ ବାଧ୍ୟହେଲେ । ଯେଉଁମାନେ ନ ଶିଖିଲେ ସେମାନେ ଓଡ଼ିଶାମାଟି ଛାଡ଼ି ଚାଲିଗଲେ । ଓଡ଼ିଶାର ଶିକ୍ଷିତବର୍ଗ ମଧ୍ୟ ଏହି ପ୍ରତିକୂଳ ସ୍ଥିତିରେ ସାମାନ୍ୟ ସଚେତନ ହୋଇ ଆଧୁନିକ ପାଠ୍ୟପୁସ୍ତକ ଓ ସାହିତ୍ୟ ସମ୍ଭାର ସୃଷ୍ଟିରେ ଲାଗିପଡ଼ିଲେ । ଯାହା୍ୱାରା ଖୁବ୍ ଅଳ୍ପିନ ଭିତରେ ଓଡ଼ିଆଭାଷା ଆଧୁନିକ ସାହିତ୍ୟ ବିଭବରେ ପୂର୍ଣ୍ଣହେବା ସହିତ ବିଶ୍ୱସାହିତ୍ୟ ସମକକ୍ଷ ହୋଇପାରିଲା । ନଅଙ୍କୁର୍ଭିକ୍ଷର ୁଃଖ ଓ ଯନ୍ତ୍ରଣାକୁ ଛାତିରେ ଚାପି ଓଡ଼ିଆପୁଅ ପାଇଥିବା ନୂତନ ବୌଦ୍ଧିକ ଭଣ୍ଡାରର ଗୁପ୍ତଧନ ସୁବିନିଯୋଗ କରି ସମଗ୍ର ଭାରତବର୍ଷରେ ନିଜର ସାମର୍ଥ୍ୟ ପ୍ରତିପାନ କରିବାରେ ସଫଳ ହୋଇପାରିଲା । ଏପରିକି ପାଠ୍ୟପୁସ୍ତକର ଅଭାବ ର୍ଶାଇ ଓଡ଼ିଶାମାଟିରୁ ଓଡ଼ିଆଭାଷାକୁ ଲୋପକରିବାର ଚକ୍ରାନ୍ତ କରୁଥିବା କେତେକ ମୁଷ୍ଟିମେୟ ବଙ୍ଗାଳୀଙ୍କ ମୁହଁ ବନ୍ଦ କରିବାପାଇଁ ପ୍ରଚୁର ସଂଖ୍ୟାରେ ଓଡ଼ିଆ ପୁସ୍ତକ ରଚନା ଓ ପ୍ରକାଶିତ ହେଲା । ସରକାରୀ ରିପୋର୍ଟରୁ ଜଣାପଡ଼େ ବିହାର-ଓଡ଼ିଶା ରାଜ୍ୟରେ ୧୯୧୬-୧୭ ମସିହାରେ ୧୬୯ଟି ହିନ୍ଦୀ ପୁସ୍ତକ ମୁ୍ରିତ ହୋଇଥିବା ବେଳେ ୩୭୮ଟି ଓଡ଼ିଆ ପୁସ୍ତକ ମୁ୍ରିତ ହୋଇଥିଲା । ଏହି ଅନୁସାରେ ପାଠକସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିଲା । ୧୮୦୩ରୁ ସମଗ୍ର ଓଡ଼ଅି । ଅ•ଳରେ ଇଂରେଜ ଶାସନ ପ୍ରତଷ୍ଠି ।ଲାଭ କଲାପରେ ଆଇନ୍ ଓ ପ୍ରଶାସନର ଭାଷା ରୂପେ ପାର୍ଶୀ ଏବଂ ଓଡ଼ିଆକୁ ରଖିଥିବା ବେଳେ ୧୮୫୩ ପରେ ଧୀରେଧୀରେ ଇଂରାଜୀଭାଷା ପ୍ରଚଳନ କଲେ । ଏଥିପାଇଁ ଆଧୁନିକଶିକ୍ଷା ନାମରେ ଇଂରାଜୀଭାଷା ଶିକ୍ଷାର ଆବଶ୍ୟକ ଅଛି ବୋଲି କହି ଯେଉଁ ନୂତନ ଶିକ୍ଷାଧାରାର କ୍ଷୀଣ ସ୍ରୋତଟିଏ ପ୍ରବାହିତ ହେଲା, ତାହା ପରବ•ର୍ୀ କାଳରେ ଏଭଳି ବ୍ୟାପକ ରୂପ ଗ୍ରହଣ କରିନେଲା ଯେ, ଯୁଗଯୁଗ ଧରି ଓଡ଼ିଶାର ମାଟିବଂଶ ଅବଧାନଙ୍କ ହାତରେ ଥିବା ପାରମ୍ପରିକ ଶିକ୍ଷା ବ୍ୟବସ୍ଥା ସମୂଳେ ଧ୍ୱଂସ ପାଇଗଲା । ଇଂରେଜ ପ୍ରଶାସନିକ ତଥ୍ୟ ଅନୁସାରେ ଇଂରେଜ ଶାସିତ ସମସ୍ତ ଭାରତୀୟ ରାଜ୍ୟ ମଧ୍ୟରେ ସର୍ବାଧିକ ଶିକ୍ଷିତ (ପ୍ରାୟ ୯୮ଭାଗ) ଜାତି ଇଂରେଜୀ ଶିକ୍ଷାଯୁକ୍ତ ଆଧୁନିକଶିକ୍ଷା ବିଷୟରେ ଅନଭିଜ୍ଞ ଥିବାରୁ ରାତାରାତି ଭାରତର ସବୁଠାରୁ ମୁର୍ଖଜାତି ଓ ଅଶିକ୍ଷତି ଅ•ଳର ମାନ୍ୟତା ପାଇଲା ।
ପରିଣତି ଓଡ଼ିଆ ଜାତିର ପରିଚୟ ଧୀରେଧୀରେ ଆତ୍ମପ୍ରକାଶ କରିବାରେ ଲାଗିଲା କେତେକ ସୁଯୋଗ୍ୟ ସନ୍ତାନମାନଙ୍କଦ୍ୱାରା । ଏହି ସନ୍ତାନଗଣଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ ଯାଜପୁରର କଣ୍ଟାବଣିଆ ଗ୍ରାମରେ ଜନ୍ମିତ ତଥା କଟକ କମିଶନରଙ୍କ ସିରସ୍ତାଦାର ବିଚିତ୍ରାନନ୍ଦ ଦାସ ଏବଂ କଟକର ଦିକ୍ଷିତପଡ଼ା ଗ୍ରାମରେ ବଙ୍ଗାଳୀ କାୟସ୍ଥ ପରିବାରରେ ଜନ୍ମିତ ତଥା କଟକ କିଲଟରୀରେ ଅନୁବାଦକ ଥିବା ଗୌରୀଶଙ୍କର ରାୟ । ଏହି ସମୟରେ ଓଡ଼ିଆ ଜାତୀୟ ଜୀବନରେ ଅନେକ ଘଟଣା ଦୁର୍ଘଟଣା ଘଟିଯାଇଥିଲା, ଯାହା ଓଡ଼ିଆତ୍ୱ ଉନ୍ମେଷ ଦିଗରେ ଯଥେଷ୍ଟ ସହାୟକ ହୋଇଥିଲା । ସ୍ୱାଭିମାନୀ ଅଥଚ ନିର୍ଭୀକ ଓଡ଼ିଆ ଉଭୟ ବିଚିତ୍ରାନନ୍ଦ ଏବଂ ଗୌରୀଶଙ୍କର ଓଡ଼ିଆଜାତିର ସାମଗ୍ରିକ ବିକାଶପାଇଁ ଲାଗିପଡ଼ିଥାନ୍ତି । ଏଥିପାଇଁ ‘ଉତ୍କଳଦୀପିକା’ ଓ ଛାତ୍ର ମଧୁସୂଦନ ଦାସ ହୋଇଯାଇଥିଲେ ବଳିଷ୍ଠ ମାଧ୍ୟମ । ‘ଦୀପିକା’ର ଦୀପଶିଖା ଆହୁରି ଅଧିକ ପ୍ରଜ୍ୱଳିତ ହୋଇ ଅଜ୍ଞାନ ଅନ୍ଧାରକୁ ଦୂରୀଭୂତ କରି ଓଡ଼ିଆ ସ୍ୱାଭିମାନର ମନ୍ତ୍ର ଗାଇ ଚାଲିଥିବାବେଳେ ଆଧୁନିକ ଶିକ୍ଷାପ୍ରାପ୍ତ ବାରିଷ୍ଟର ମଧୁସୂଦନ ଦାସଙ୍କ ବୁଦ୍ଧିଦୀପ୍ତ କାର୍ଯ୍ୟଶୈଳୀ ସୁପ୍ତ ଓଡ଼ିଆଚେତନାକୁ ଜାଗ୍ରତ କରି ଦେଇଥିଲା । ଫଳସ୍ୱରୂପ ‘ତିନିଥେକିଆ କାକୁଡ଼ି ବାଡ଼ି’ଥିବା ଓଡ଼ିଶାମାଟିକୁ ବଙ୍ଗାଳୀ, ତେଲୁଗୁ ଓ ହିନ୍ଦୀ ଭାଷୀଙ୍କ ପ୍ରଭାବରୁ ସୁରକ୍ଷିତକରି ଅଖଣ୍ଡ ଓଡ଼ିଶା ଗଠନ ଉଦ୍ଦେଶ୍ୟରେ ଏହି ଭାଷାଆନ୍ଦୋଳନ ଇନ୍ଧନ ଭଳି କାର୍ଯ୍ୟ କରିଥିଲା । ନିଜଦ୍ୱାରା ସୃଷ୍ଟି ନ’ଅଙ୍କ ଦୁର୍ଭିକ୍ଷ ସମୟରେ ପରଦା ଆଢ଼ୁଆଳରେ ଇଂରେଜ ଅଧିକାରୀଗଣ ରହି କିରାଣୀ ବଙ୍ଗାଳୀମାନଙ୍କୁ ପ୍ରଥମ ଦଫାରେ ବଳି ପକାଇ ବାହାବା ନେଲେ । ୨ୟ ଦଫାରେ ବଙ୍ଗାଳୀ ପଣ୍ଡିତଙ୍କଦ୍ୱାରା ଓଡ଼ିଆଭାଷା ବିଲୋପ କରିବାର ଚକ୍ରାନ୍ତ ଭିତରେ ସେମାନଙ୍କୁ ପୁଣିଥରେ ବଦନାମ କରି ଇଂରେଜ ପଣ୍ଡିତଙ୍କଦ୍ୱାରା ଓଡ଼ିଆଭାଷାର ମହନୀୟତା ସଂପର୍କରେ ଯୁକ୍ତିକରି ଓଡିଶାର ହାତଗଣତି ବିଦ୍ୟାଳୟରେ ଓଡିଆଭାଷା ପ୍ରଚଳନ କରିବାଦ୍ୱାରା ଶିକ୍ଷିତ ଓଡ଼ିଆଗୋଷ୍ଠୀଙ୍କ ଶ୍ରଦ୍ଧାଭାଜନ ହୋଇପାରିଲେ । ତେବେ ଏହାର ପ୍ରଭାବ ମୃତପ୍ରାୟ ଓଡ଼ିଆ ଜାତୀୟତାରେ ଏଭଳି ପ୍ରାଣ ସଞ୍ଚାର କଲା ଯେ ମାନ୍ଦ୍ରାଜ ଓ ମଧ୍ୟପ୍ରଦେଶ ଅନ୍ତର୍ଭୁକ୍ତ ଇଂରେଜ ଶାସନାଧୀନ ଓଡ଼ିଆ ଅଞ୍ଚଳର ଓଡ଼ିଶାବାସୀ ନିଜ ଭାଷା ଓ ଜାତିର ସୁରକ୍ଷାପାଇଁ ଅଣ୍ଟାଭିଡି ବାହାରିଲେ । କାରଣ ବଙ୍ଗ ଅଧିନସ୍ଥ ଓଡ଼ିଶା ଅଞ୍ଚଳର ଭାଷା ବିଲୋପପାଇଁ ଗ୍ରହଣ କରିଥିବା ସମାନ ନୀତି ପ୍ରୟୋଗ କଲେ ମାନ୍ଦ୍ରାଜ ଅନ୍ତର୍ଭୁକ୍ତ ଓଡ଼ିଆ ଅଞ୍ଚଳରେ । ମାନ୍ଦ୍ରାଜ ଶିକ୍ଷା ବିଭାଗର ନିର୍ଦ୍ଦେଶକ ପାୱେଲ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟଦ୍ୱାରା ଅନୁଷ୍ଠିତ ପରୀକ୍ଷାରୁ ଓଡ଼ିଆଭାଷାକୁ ଉଠାଇ ଦେବାକୁ ତତ୍କାଳୀନ ମାନ୍ଦ୍ରାଜ ଗଭର୍ଣ୍ଣରଙ୍କୁ ଅନୁରୋଧ କରି ପତ୍ର ଲେଖିଲେ – “ଯଦି ଓଡ଼ିଆମାନଙ୍କୁ ତୈଲଙ୍ଗୀଭାଷା କହିବାକୁ ବାଧ୍ୟ କରାଯାଏ, ତା’ହେଲେ ଏହି ଅଞ୍ଚଳବାସୀ ବହୁ ଉପକାର ପାଇବେ । କାରଣ ତୈଲିଙ୍ଗୀ ଭାଷାରେ ପୂର୍ବକାଳର ସାହିତ୍ୟ କୌତୁହଳ ଜଗାଏ, ସେମିତି ଗୋଟିଏ ପୁସ୍ତକ ଅଛି । ଓଡ଼ିୟା ଅର୍ଦ୍ଧ ଅସଭ୍ୟ ଭାଷା ଅଟେ ।”
ଇଂରେଜ ଅଧିକାରୀଙ୍କ ଏହିପରି ମାନସିକତାରେ ପ୍ରେରଣା ପାଇ ତତ୍କାଳୀନ ମାନ୍ଦ୍ରାଜ ପ୍ରେସିଡେନ୍ସି ଅନ୍ତର୍ଭୁକ୍ତ ତେଲୁଗୁ ଓ ତାମିଲ ବୁଦ୍ଧିଜୀବୀଗଣ ଉତ୍ତର ସରକାର ବା ଗୋଦାବରୀ ନଦୀ ଉତ୍ତର ପାର୍ଶ୍ୱରେ ଥିବା ସଂପୂର୍ଣ୍ଣ ଓଡ଼ିଆ ଅଞ୍ଚଳରେ ତେଲୁଗୁଭାୁଷା ପ୍ରଚଳନପାଇଁ ଦାବି ଜଣାଇଲେ । ଏମାନଙ୍କ ଦାବିକୁ ସ୍ୱୀକାର କରାଯାଇ ତେଲୁଗୁଭାଷା ପ୍ରଚଳିତ ହେଲା । ମାତ୍ର ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷପରେ ଯେଉଁ ଜାତୀୟ ଆନ୍ଦୋଳନର ସୂତ୍ରପାତ ଘଟି ଓଡ଼ିଆ ପତ୍ରପତ୍ରିକା ଓ ସାହିତ୍ୟିକ ଭିତ୍ତିଭୂମି ସ୍ଥାପିତ ହେଲା, ସେଥିରେ ଅନୁପ୍ରାଣିତ ହୋଇ ଉଠିଲେ ଦକ୍ଷିଣ ଓଡ଼ିଶାବାସୀ ।୧୮୭୦ ମସିହାରେ ଏମାନେ ମାନ୍ଦ୍ରାଜ ସରକାରଙ୍କୁ ସର୍ବପଥ୍ରମେ ଏକ ସ୍ମାରକପତ୍ର ପ୍ରଦାନ କଲେ । ଏଥିରେ ନ୍ୟାୟାଳୟମାନଙ୍କରେ ତେଲୁଗୁଭାଷା ପ୍ରଚଳନଦ୍ୱାରା ସାଧାରଣ ଜନତା କିପରି ଅସୁବିଧାର ସମ୍ମୁଖୀନ ହେଉଥିଲେ, ତାହା ଦର୍ଶାଯାଇ ଥିଲା । ଶେଷରେ୪ମାର୍ଚ୍ଚ୧୮୭୨ ମସିହାରେ ସରକାରୀ ଆଦେଶଦ୍ୱାରା ନ୍ୟାୟାଳୟର ଭାଷା ତେଲୁଗୁ ବଦଳରେ ଓଡ଼ିଆ ହେଲା । କାଟିଙ୍ଗିଆ ଜମିଦାର ଭେଙ୍କଟେଶ୍ୱର ରାଓ ଏଥିରେ ଉତ୍ସାହିତ ହୋଇ ଓଡ଼ିଆ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ଲକ୍ଷ୍ୟରେ ଗଢ଼ିଲେ ‘ଓଡ଼ିଆ ହିତବାଦିନୀ ସଭା’ । ଏହା ଥିଲା ଭାରତର ସର୍ବପ୍ରଥମ ସଂଗଠନ, ଯାହା କେବଳ ରାଜନୈତିକ ଅଧିକାରପାଇଁ ଗଠିତ ହୋଇ ନ ଥିଲା, ବରଂ କୌଣସି ଭାଷା ଓ ସଂସ୍କୃତିର ସୁରକ୍ଷାପାଇଁ ଗଠିତ ଭାରତର ସର୍ବପ୍ରଥମ ଅନୁଷ୍ଠାନ । ଏଥିରୁ ଜଣାପଡ଼େ ସର୍ବଭାରତୀୟ ସ୍ତରରେ ଓଡ଼ିଆଙ୍କର ରାଜନୈତିକ ସଚେତନତା କିଭଳି ପ୍ରକାରର ଥିଲା । ବଙ୍ଗଳା ଅଧୀନରେ ଥିବା ଉପକୂଳବର୍ତ୍ତୀ ଓଡିଶା ଅଞ୍ଚଳ ଯେତେବେଳେ ନ’ଅଙ୍କ ଦୁର୍ଭିକ୍ଷର କରାଳ କାୟାରେ କବଳିତ ହୋଇ ଅର୍ଦ୍ଧାଧିକ ଓଡ଼ିଆଙ୍କୁ (ସରକାରୀ ହିସାବରେ ଏକତୃତୀୟାଂଶ ବା ମୋଟ ୩୦ ଲକ୍ଷ ଜନସଂଖ୍ୟାରୁ ୧୦ ଲକ୍ଷ) ହରାଇ ନିଜର ସ୍ଥିତି ସୁରକ୍ଷିତ ରଖିବାର ପ୍ରୟାସରତ ଥିଲା, ସେତେବେଳେ ଓଡ଼ିଆ ଭାଷା, ଜାତି ଓ ସଂସ୍କୃତିର ସୁରକ୍ଷାପାଇଁ କନ୍ଧମାଳ ଭଳି ନିଘଞ୍ଚ ଜଙ୍ଗଲ ଓ ସୁଉଚ୍ଚ ପାହାଡ଼ ଘେରା ଅଜଣା ଅଶୁଣା ଅଞ୍ଚଳରେ ଏକ ଉଜ୍ୱଳ ଜ୍ୟୋତିଷ୍କର ଆବିର୍ଭାବ ଘଟିଲା । ସେହି ଜ୍ୟୋତିଷ୍କ ହେଉଛି ବର୍ତ୍ତମାନର ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ଅନ୍ତର୍ଗତ କାଟିଙ୍ଗିଆ ଜମିଦାର ଭେଙ୍କଟେଶ୍ୱର ରାଓ । ଜଣେ ଦୂରଦ୍ରଷ୍ଟା, ସ୍ୱାଭିମାନୀ ସ୍ୱାଧୀନଚେତା ଓଡ଼ିଆ ଭାବେ ସେ ଅନୁଭବ କଲେ ଓଡ଼ିଆଭାଷାୀ ଅଞ୍ଚଳକୁ ଏକ ଶାସନାଧୀନ ନ କଲେ ତଥା ଏହି ଅଞ୍ଚଳର ଅଧିବାସୀଙ୍କୁ ନିଜ ମାତୃଭାଷାରେ ଶିକ୍ଷିତ ନ କଲେ ଐତିହାସିକ ଗୌରବମୟ ଓଡ଼ିଶା ଭୂଖଣ୍ଡର କୌଣସି ଉନ୍ନତି ଘଟିବନାହିଁ । ଆଜି ଇଂରେଜ ଚକ୍ରାନ୍ତରେ ଯେପରି ଓଡ଼ିଆଏ ପୋକମାଛି ଭଳି ମରୁଛନ୍ତି, କାଲି ଆଉ କାହା ଚକ୍ରାନ୍ତରେ ନିଜର ସ• ହରାଇ ବସିବେ । ଓଡ଼ିଆଜାତିର ସର୍ବାଙ୍ଗୀନ ବିକାଶପାଇଁ ଏକମାତ୍ର କାର୍ଯ୍ୟ ହେଉଛି ମାନ୍ଦ୍ରାଜ, ମଧ୍ୟପ୍ରଦେଶ ଓ ବଙ୍ଗଳା ଅଧୀନରେ ଥିବା ଓଡ଼ିଆ ଭୂଖଣ୍ଡକୁ ଏକତ୍ରକରି ସମଗ୍ର ଶାସନବ୍ୟବସ୍ଥା ଓଡ଼ିଆ ଓ ଇଂରାଜୀଭାଷା ମାଧ୍ୟମରେ କରାଇବା । ତେଣୁ ସେ ୧୮୬୬ରେ ଜମିଦାରୀ କ୍ଷମତା ପାଇବା ପରେ ନିଜ ଚିନ୍ତାଧାରାକୁ କାର୍ଯ୍ୟରେ ପରିଣତ କରିବାପାଇଁ ହଦଗଡ଼, ମୁଠା (ଟିକାବାଲି), ଚକାପାଦ, ଖଣ୍ଡମ, ଅଠର ଓ ବାରମୁଠାର ସମସ୍ତ ରୟତ, କରଡ଼ା, ରଣବା, ଗଦାପୁର, ପାଲୁର, ହୁମା, ଗଞ୍ଜା, ମହୁରୀ,ସୁରଙ୍ଗୀ, ଜରଡା, ଖଲ୍ଲିକୋଟ, ଆଠଗଡ଼, ଘୁମୁସର, ଧରାକୋଟ, ସୋରଡ଼ା, ଖେମୁଣ୍ଡି,ଚିକିଟି,ଜଳନ୍ତର, ମଞ୍ଜୁଷା, ପାରଳା ଆଦି ଅଞ୍ଚଳର ଦେଶୀୟ ରାଜା, ଭାଷାପ୍ରେମୀ ଶିକ୍ଷିତ ଓଡ଼ିଆ, ବିଭିନ୍ନ ଛୋଟବଡ଼ ସାଂସ୍କୃତିକ ଅନୁଷ୍ଠାନ ଓ ସଂଗଠନ ସଦସ୍ୟଗଣଙ୍କ ସହ ଯୋଗସୂତ୍ର ସ୍ଥାପନ କରି ସେପ୍ଟେମ୍ବର ୧୮୭୦ରେ ରସୁଲକୁଣ୍ଡା (ବର୍ତ୍ତମାନର ଭଂଜନଗର)ଠାରେ ଏକ ସଭାର ଆୟୋଜନ କଲେ । ଏହି ସଭାରେ ଦକ୍ଷିଣ ଓଡ଼ିଶା ଅଞ୍ଚଳରେ ତେଲୁଗୁଭାୁଷୀଙ୍କ ପ୍ରାଦୁର୍ଭାବ ଓ ଉତ୍ପୀଡ଼ନକୁ ତୀବ୍ର ଭର୍ତ୍ସନା କରାଯିବା ସହ ଏଠିକାର ନ୍ୟାୟାଳୟ ଓ ବିଦ୍ୟାଳୟରେ ଓଡ଼ିଆଭାଷା ପ୍ରଚଳନ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତୁତ ହୋଇଥିବା ସ୍ମାରକପତ୍ର ତତ୍କାଳୀନ ମାନ୍ଦ୍ରାଜ ଲାଟଙ୍କୁ ପ୍ରଦାନ କରାଯାଇଥିଲା । ତେବେ ଏହି ସଭାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ସମଗ୍ର ଓଡ଼ିଆ ଅଞ୍ଚଳ ଏକତ୍ର କରାଯିବାର ଶୁଭଶଙ୍ଖ ସର୍ବ ପ୍ରଥମେ ଏହିଠାରେ ହିଁ ନିନାଦିତ ହୋଇଥିଲା, ଯାହା ବଙ୍ଗ ଓ ମଧ୍ୟପ୍ରଦେଶ ଅନ୍ତର୍ଭୁକ୍ତ ତତ୍କାଳୀନ ଜାତୀୟତାବାଦୀ ଓଡ଼ିଆଙ୍କ ହୃଦୟତନ୍ତ୍ରୀରେ କମ୍ପନ ସୃଷ୍ଟି କରିଥିଲା । ସେହିପରି ୧୮୪୯ରେ ରାଜସ୍ୱତ୍ତ୍ୱଲୋପ ନୀତି ଅନୁସାରେ ସମ୍ବଲପୁର ରାଜ୍ୟ ଇଂରେଜ ଶାସନାଧୀନ ହେବାପରେ ଦକ୍ଷିଣପୂର୍ବ ସୀମାନ୍ତ ଏଜେନ୍ସି ଅନ୍ତର୍ଭୁକ୍ତ ହୋଇ ମୂଳ ଓଡ଼ିଶାଠାରୁ ବିଚ୍ଛିନ୍ନ ହୋଇଗଲା । ୧୮୫୪ରେ ଏହି ଏଜେନ୍ସୀର ନାମକରଣ ଛୋଟନାଗପୁର ଡିଭିଜନ ହେବାପରେ ଏଜେନ୍ସିର କାର୍ଯ୍ୟାଳୟଭାଷା ଭାବେ ହିନ୍ଦୀକୁ ଲାଗୁ କରାଯିବାରୁ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାରେ ହିନ୍ଦୀଭାଷା ପ୍ରଚଳନ ହେଲା । ତେବେ ୧୮୬୦ରେ ଏହି ଅଞ୍ଚଳ ଓଡ଼ିଶା ଡିଭିଜନ ମିଶିଯିିବାରୁ ଏଠାରେ ଓଡ଼ିଆଭାଷାର ପୁନଃପ୍ରଚଳନ ହେଲା । ଏପରିକି ୨ବର୍ଷ ପରେ ଅର୍ଥାତ୍ ୩୦ଅପ୍ରେଲ୧୮୬୩ରେ ଏହା ମଧ୍ୟପ୍ରଦେଶ ଡିଭିଜନରେ ମିଶି ଓଡ଼ିଶା ଡିଭିଜନଠାରୁ ଅଲଗା ହୋଇଗଲେ ମଧ୍ୟ ୧୮୯୪ ପର୍ଯ୍ୟନ୍ତ ଓଡ଼ିଆଭାଷାର ପ୍ରଚଳନ ଥିଲା । କିନ୍ତୁ ମଧ୍ୟପ୍ରଦେଶ ଚିଫକମିଶନର ଉଡ୍ବର୍ଣ୍ଣ୧ଜାନୁଆରୀ ୧୮୯୫ମସିହାରେ ହିନ୍ଦୀ ପ୍ରଚଳନପାଇଁ ନିର୍ଦ୍ଦେଶ ଦେଲେ । ଏହାକୁ ମଧ୍ୟ ସମ୍ବଲପୁରର ଡେପୁଟି କମିଶନର ଚେପ୍ମେନ୍ ସମର୍ଥନ ଜଣାଇବାରୁ ୧ଜାନୁଆରୀ୧୮୯୬ଠାରୁ ହିନ୍ଦୀଭାଷାରେ ଅଦାଲତ ତଥା ଅନ୍ୟାନ୍ୟ କାର୍ଯ୍ୟ ପରିଚାଳିତ ହେଲା । ଅଥଚ ମଧ୍ୟପ୍ରଦେଶ ଅନ୍ତର୍ଭୁକ୍ତ ନାଗପୁରରେ ମରାଠୀ ଓ ସିରୋ•ରେ ତେଲୁଗୁ ଭାଷା ପୂର୍ବପରି ଚାଲୁ ରହିଲା । ଏହି ନିଷ୍ପତ୍ତି ବିରୁଦ୍ଧରେ ୧୩ ଜୁନ୍ ୧୮୯୫ରେ ଧରଣୀଧର ମିଶ୍ରଙ୍କ ସଭାପତିତ୍ୱରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇ ସମ୍ବଲପୁରମାଟିରେ ଓଡ଼ିଆଭାଷା ସୁରକ୍ଷା ଆନ୍ଦୋଳନର ମୂଳଭିତ୍ତି ସ୍ଥାପନହେଲା । ଏହିସଭାର ପ୍ରସ୍ତାବକ୍ରମେ ବ୍ରଜମୋହନ ପଟ୍ଟନାୟକ, ମନମୋହନ ମିଶ୍ର, ବଳଭଦ୍ର ସୁଆର, ମହନ୍ତ ବିହାରୀ ଦାସ ନାଗପୁର ଯାତ୍ରାକରି ୫ଜୁଲାଇ ୧୮୯୫ରେ ମଧ୍ୟପ୍ରଦେଶ ରାଜ୍ୟପାଳଙ୍କ ନିକଟରେ ଏଭଳି ଅନ୍ୟାୟ ନିଷ୍ପତ୍ତିର ପ୍ରତ୍ୟାହାରପାଇଁ ଦାବି ଜଣାଇଲେ । ରାଜ୍ୟପାଳ ଫ୍ରେଜରସାହେବ ଏହି ଅଭିଯୋଗ ବଡ଼ଲାଟ ଲର୍ଡ ଏଲଗିନ୍ଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଲେ । ମାତ୍ର ବଡ଼ଲାଟ ଫ୍ରେଜରଙ୍କ ପରାମର୍ଶକୁ ପ୍ରତ୍ୟାଖ୍ୟାନ କରି ହିନ୍ଦୀଭାଷା ପ୍ରଚଳନପାଇଁ ନିର୍ଦ୍ଦେଶ ଦେଲେ । ପରେ ସୋମନାଥବାବୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାର ପ୍ରସ୍ତାବକ୍ରମେ ମହନ୍ତ ବିହାରୀ ଦାସ, ବ୍ରଜମୋହନ ପଟ୍ଟନାୟକ, ବଳଭଦ୍ର ସୂପକାର (ସୁଆର), ମଦନମୋହନ ମିଶ୍ରଙ୍କ ସହିତ ଯୁବକ ଶ୍ରୀପତି ମିଶ୍ର ବଡ଼ଲାଟ ଲର୍ଡ କର୍ଜନକୁ ଭେଟି ସମ୍ବଲପୁରରେ ଓଡ଼ିଆଭାଷା ପ୍ରଚଳନପାଇଁ ଦାବିପତ୍ର ପ୍ରଦାନ କରିବେ ବୋଲି ଶିମିଳାି ଯାଇଥିଲେ । ଯାହା ପରବର୍ତ୍ତୀ ସମୟରେ ‘ଶିମିଳାି ଯାତ୍ରା’ ନାମରେ ଖ୍ୟାତ। ୧୮୯୯ରେ ସମ୍ବଲପୁର ଅଞ୍ଚଳରେ ଭୟାବହ ଦୁର୍ଭିକ୍ଷ ଦେଖାଦେଇଥିଲା । ଏହା ୧୮୬୬ ମସିହାରେ ଘଟିଯାଇଥିବା ଉପକୂଳ ଓଡ଼ିଶାର ନ’ଅଙ୍କ ଦୁର୍ଭିକ୍ଷ ଭଳି ମନୁଷ୍ୟକୃତ ଥିଲା । ୧୮୯୦ରେ ଝାରସୁଗୁଡ଼ା ଦେଇ ବମ୍ବେ-କଲିକତା ରେଳପଥ ନିର୍ମାଣ ହେବାପରେ ୧୮୯୪ରେ ଝାରସୁଗୁଡ଼ାଠାରୁ ସମ୍ବଲପୁରକୁ ରେଳପଥ ନିର୍ମାଣହେଲା । ଫଳରେ ଏହି ଅଞ୍ଚଳରୁ ଉତ୍ପାଦିତଶସ୍ୟକୁ ସଂଗ୍ରହକରି ରେଳମାଧ୍ୟମରେ ପଠାଇ ଦିଆଗଲା । ଅଥଚ ଆବଶ୍ୟକ ସମୟରେ ଶସ୍ୟ ଆମଦାନୀର କୌଣସି ବ୍ୟବସ୍ଥା କରାଯାଇ ନ ଥିଲା । ଖାଦ୍ୟ ରପ୍ତାନୀହାର ଏଭଳି ମାତ୍ରାରେ ବୃଦ୍ଧିପାଇଲା ଯେ ମାତ୍ର ୩/୪ବର୍ଷ ପରେ ଯେଉଁ ଭୟଙ୍କର ଦୁର୍ଭିକ୍ଷ ଦେଖାଦେଲା, ସେଥିରେ ସମ୍ବଲପୁର ଜିଲ୍ଲାର ୮ ଲକ୍ଷ ମଧ୍ୟରୁ ୧ ଅକ୍ଟୋବର ୧୮୯୯ ରୁ ୩୦ ସେପ୍ଟେମ୍ବର୧୯୦୦ମଧ୍ୟରେ ୬୨ହଜାର୯୨୪ଜଣ ଓଡ଼ିଆ ପ୍ରାଣ ହରାଇ ଥିବାବେଳେ ଏହାର ୫ଗୁଣ ସ୍ୱଚ୍ଛଳ ଓଡ଼ିଆ ସବୁକିଛି ହରାଇ ନିଃସ୍ୱ ହୋଇଯାଇଥିଲେ । ଏପରିକି ଏମାନେ ସରକାରଙ୍କୁ ବିଭିନ୍ନ ନିବେଦନ ଓଡ଼ିଆଭାଷାରେ ଲେଖି ପଠାଉଥିବାରୁ ଅଣଓଡ଼ିଆ କିରାଣୀଦଳ ଏହିସବୁ ଦରଖାସ୍ତକୁ ଚିରି ଦେଉଥିଲେ କିମ୍ବା ନାଲିଫିତା ତଳେ ଲୁଚାଇ ରଖି ଦେଉଥିଲେ । ଜିଲ୍ଲା ମୁଖ୍ୟପ୍ରଶାସନିକ କାର୍ଯ୍ୟାଳୟରେ କିରାଣୀ ଥିବା ଦାଶରଥି ମିଶ୍ର ଏ ସଂପର୍କିତ ତଥ୍ୟ ଭାଇ ଶ୍ରୀପତି ମିଶ୍ରଙ୍କ ମାଧ୍ୟମରେ ଅନ୍ୟମାନଙ୍କୁ ସୂଚନା ଦେଇ ହିନ୍ଦୀଭାଷୀ କର୍ମଚାରୀଙ୍କ ଚକ୍ରାନ୍ତ ବିରୁଦ୍ଧରେ ଜନମତ ସୃଷ୍ଟି କରିବାରେ ଚେଷ୍ଟିତ ଥିଲେ । ଆଉଜଣେ ଓଡ଼ିଆପ୍ରାଣ ବ୍ୟକ୍ତିତ୍ୱ ତଥା ସମ୍ବଲପୁରର ଅତିରିକ୍ତ ସହକାରୀ କମିଶନର ବୈକୁଣ୍ଠନାଥ ପୂଜାରୀ ୧୯୦୧ର ଜନଗଣନା କାର୍ଯ୍ୟରେ ଉପୁଜିଥିବା ବିଶୃଙ୍ଖଳାର ତଦାରଖ ଦାୟିତ୍ୱରେ ଥିବାବେଳେ ରାତିରାତି ଅନିଦ୍ରା ହୋଇ ଗ୍ରାମାଞ୍ଚଳର ସାଧାରଣ ନିରୀହ ଓଡ଼ିଆଙ୍କୁ କୌଣସି ପ୍ରଲୋଭନର ବଶବର୍ତ୍ତୀ ନ ହୋଇ ଭୟ ଓ ଆଶଙ୍କାରହିତ ଭାବେ ନିଜ ମାତୃଭାଷା ଓଡ଼ିଆ ବୋଲି ଜନଗଣନାକାରୀଙ୍କୁ ଦୃଢ଼ଭାବେ କହିବାପାଇଁ ପରାମର୍ଶ ଦେଉଥିଲେ । ଏହି ସୂଚନା ଜିଲ୍ଲାପାଳ ପାଇବାରୁ ପୂଜାରୀ ମହାଶୟଙ୍କୁ ଜବଲପୁର ବଦଳି କରାଗଲା । ସେହିପରି ଅନ୍ୟଜଣେ ଯୁବନେତୃତ୍ୱ ତଥା ଆଇନଜୀବୀ ଚନ୍ଦ୍ରଶେଖର ବେହେରା ମଧ୍ୟ ଓଡ଼ିଆଭାଷାର ସ୍ଥିତିରକ୍ଷାପାଇଁ ବାହାରି ପଡ଼ିଲେ । ୧୯୦୧ବେଳକୁ ହିନ୍ଦୀଭାଷୀଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସାଧାରଣ ଜନତାଙ୍କ ଭିତରେ ଏଭଳି ଆଲୋଡ଼ନ ସୃଷ୍ଟି ହେଲା ଯେ, ମଇମାସରେ ମଦନମୋହନ ମିଶ୍ରଙ୍କ ନେତୃତ୍ୱରେ ଓ ୨୯ ଜୁଲାଇ ୧୯୦୧ରେ ବ୍ରଜମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ ନାଗପୁର ଚିଫ୍ କମିଶନର ଫ୍ରେଜର ସାହେବଙ୍କୁ ଓଡ଼ିଆଭାଷାର ପୁନଃ ପ୍ରଚଳନପାଇଁ ଦାବିପତ୍ର ପ୍ରଦାନ ପୂର୍ବକ ନିଜ ଅଧିକାର ସାବ୍ୟସ୍ତ କରିବାକୁ ବାହାରି ପଡ଼ିଲେ । ଓଡ଼ିଆତ୍ୱର ଆବେଗରେ ହଜିଯାଇଥିବା ୫ଜଣ ବ୍ୟକ୍ତି କେତେବେଳେ ଚାଲିଚାଲି, କେତେବେଳେ ଟାଙ୍ଗାଗାଡ଼ି କିମ୍ବା ରେଳଗାଡ଼ି ଯୋଗେ ଦୀର୍ଘପଥ ଅତିକମ୍ର କରି୧୬ସେପ୍ଟେମ୍ବର୧୯୦୧ରେ ଶିମିଳାଠାରେ ପହ୍ଞ୍ଚିଲେ । ମାତ୍ର ଶିମିଳାରେ ଉଭୟ ବଡ଼ଲାଟ ଲର୍ଡ କର୍ଜନ ଓ ମଧ୍ୟପ୍ରଦେଶ ଗଭର୍ଣ୍ଣର ଆଣ୍ଡ୍ୟୁ ଫ୍ରେଜର ଉପସ୍ଥିତ ଥିଲେ ମଧ୍ୟ ସାକ୍ଷାତ ପାଇପାରି ନ ଥିଲେ । ତେବେ ପୂର୍ବରୁ ସମ୍ବଲପୁରର କଲେକ୍ଟର ତଥା ଏହି ସମୟରେ ମଧ୍ୟପ୍ରଦେଶର ଗଭର୍ଣ୍ଣରଙ୍କ ଘରୋଇ ସଚିବ ଭାବେ ନିଯୁକ୍ତି ପାଇଥିବା କ୍ରମ୍ପଟ ସାହେବଙ୍କ ପରାମର୍ଶ କ୍ରମେ ଦାବିପତ୍ର ପ୍ରଦାନ କରି ସମ୍ବଲପୁର ଫେରି ଆସିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ସମୟରେ ଶିମିଳାଠାରେ ଚାଲିଥିବା ‘ସର୍ବଭାରତୀୟ ଶିକ୍ଷାନୀତି’ ସଂପର୍କିତ ସମ୍ମିଳନୀରେ ବଡ଼ଲାଟ କର୍ଜ୍ଜନ ମଧ୍ୟପ୍ରଦେଶ ସରକାର ଆଣ୍ଡ୍ୟୁ ଫ୍ରେଜରଙ୍କୁ ମଧ୍ୟପ୍ରଦେଶ ଅଧିନସ୍ଥ ନାଗପୁରରେ ମରାଠୀ ଓ ସିର•ରେ ତେଲୁଗୁ ଭାଷା ପ୍ରଚଳନ ହେଉଥିବା ବେଳେ ସମ୍ବଲପୁରରେ ଓଡ଼ିଆଭାଷା ପ୍ରଚଳନ ନ ହେବ କାହିଁକି ବୋଲି ସ୍ପଷ୍ଟୀକରଣ ଚାହିଁଥିଲେ । ଓଡ଼ିଆଭାଷା ପ୍ରଚଳନକୁ ଦୃଢ଼ବିରୋଧ କରୁଥିବା ଫ୍ରେଜର ଏହାର ଉତ୍ତର ଦେଇପାରି ନ ଥିଲେ । ତେଣୁ ଏହାପରେ ସେ ନିଜ ପ୍ରତ୍ୟକ୍ଷ ଅନୁଭୂତିକୁ ନିରପେକ୍ଷ ରଖିବାପାଇଁ ସିଧାସଳଖ ସମ୍ବଲପୁର ଆସି ବିଭିନ୍ନ ଜନତାଙ୍କଠାରୁ ମତାମତ ସଂଗ୍ରହ କରିଥିଲେ ।୨୬ ତାରିଖ ସକାଳେ ତାଙ୍କୁ ସମ୍ବଲପୁରବାସୀଙ୍କଦ୍ୱାରା ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଗଲା । ‘ସମ୍ବଲପୁର ହିତୈଷିଣୀ’ ବର୍ଣ୍ଣନାନୁସାରେ- “ମାନ୍ୟବର ଫ୍ରେଜର ସାହେବ ଯହିଁ ଯହିଁ ଗଲେ, ସେଠାରେ ଓଡ଼ିଆମାନଙ୍କର ହୃଦୟନିହତି ମର୍ମାନ୍ତିକ ବେଦନାଜନିତ ଆର୍ଭିନାଦ ଶ୍ରବଣ କଲେ । ଓଡ଼ିଆଙ୍କ ଦୁଃଖରେ ତାଙ୍କର ହୃଦୟ ବିଗଳିତ ହେଲା । ସେ ତତ୍କ୍ଷଣାତ୍ ବୁଝିପାରିଲେ ଯେ, ଓଡ଼ିଆଙ୍କର ଦୁଃଖ କାଳ୍ପନିକ ନୁହେଁ, କିନ୍ତୁ ହୃଦୟଜାତ ଏବଂ ସ୍ୱାଭାବିକ ।” ସମ୍ବଲପୁରବାସୀ ଓଡ଼ିଆମାନଙ୍କର ଭାଷାନିମିତ୍ତି ଗଭୀର ଉଦ୍ବେଗ ଲକ୍ଷ୍ୟ କରି କହିଥିଲେ, “ଆମ୍ଭେ ଆପଣମାନଙ୍କର ଦେଶରେ ଉପସ୍ଥିତ ହୋଇ ଆପଣମାନଙ୍କ ଭାଷା ପରିବର୍ତ୍ତନ ଜନିତ ଦୁଃଖକଷ୍ଟ ବିଷୟରେ ଅନୁସନ୍ଧାନ କଲୁ । ଆପଣମାନେ ପ୍ରକୃତରେ କଷ୍ଟ ଅନୁଭବ କରୁଛନ୍ତି ଏବଂ ଏତଦ୍ ଦୃଷ୍ଟିରେ ଆମ୍ଭେ ସମ୍ବଲପୁରରେ ଓଡ଼ିଆ ପୁନଃପ୍ରଚଳନ ନିମନ୍ତେ ନିକଟରେ ଗଭର୍ଣ୍ଣର ଜେନେରାଲ ବାହାଦୁରଙ୍କ ନିକଟକୁ ଲେଖୁଅଛୁ । ଆପଣମାନେ ମନେକରନ୍ତୁ ଯେ ଓଡ଼ିଆ ଆଜିଠାରୁ ସମ୍ବଲପୁରର ଅଦାଲତ ଭାଷା ହେଲା । ଆପଣ ଜାଣିରଖନ୍ତୁ,ଜାନୁଆରୀମାସ ପ୍ରଥମ ତାରିଖଠାରୁ କାଗଜପତ୍ର ଓଡ଼ିଆରେ ଲିଖିତ ହେବାର ଆଦେଶ ଅବିଳମ୍ବେ ପ୍ରଚାରିତ ହେବ ।” (ହିତୈଷିଣୀ, ୧୬ ଅକ୍ଟୋବର ୧୯୦୧, ପୃ-୯୦) ଦୀର୍ଘ ଛଅବର୍ଷର ନିର୍ବାସନଦଣ୍ତ ପରେ ଓଡ଼ିଆଙ୍କ ମୁଖରେ ଓଡ଼ିଆଭାଷା ପୁନଃ ପ୍ରଚଳିତ ହେଲା । ଆଣ୍ଡ୍ୟୁ ଫ୍ରେଜର ନିଜକଥା ଅନୁସାରେ ଅକ୍ଟୋବର ୧୯୦୧ରେ ନିଜ ମତାମତ ବଡ଼ଲାଟଙ୍କୁ ଦେବାପରେ ବଡ଼ଲାଟଙ୍କ ଆଦେଶାନୁସାରେ ୧ଜାନୁଆରୀ୧୯୦୩ରୁ ଓଡ଼ିଆଭାଷା ସମ୍ବଲପୁରରେ ଲାଗୁ ହେବା ସହ୫୦ଟି ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଆଶିକ୍ଷା ପ୍ରଚଳନ ହେଲା । ଭାଷା ଆନ୍ଦୋଳନରେ ସଫଳ ହେବାପରେ ସମ୍ବଲପୁରକୁ ଓଡ଼ିଆ ଭୂଖଣ୍ଡରେ ମିଶାଇବାପାଇଁ ଶକ୍ତି ମିଳିଗଲା । ପୁଣି ଏହି ସମୟବେଳକୁ ଫ୍ରେଜର ଛୋଟଲାଟ ହୋଇ ସାରିଥିଲେ । ସମ୍ବଲପୁରବାସୀଙ୍କ ପ୍ରତି ଫ୍ରେଜରଙ୍କ ଅନୁକୂଳ ଭାବନାର ସୁଯୋଗ ନେବାକୁ ଓଡ଼ିଆଗଣ ବାହାରିପଡ଼ିଲେ । ଫଳରେ ୮ ଜାନୁଆରୀ ୧୯୦୪ ରିଖ ସକାଳ ଆଠଟାରେ ସମ୍ବଲପୁର ଜିଲ୍ଲାସ୍କୁଲରେ ଅନୁଷ୍ଠିତ ବୈଠକରେ ଗୃହୀତ ପ୍ରସ୍ତାବ ଫ୍ରେଜରଙ୍କ ନିକଟକୁ ପଠାଇଥିଲେ । ଯାହାକୁ ସେ ଗୃହୀତ କରାଇ ଦେଇଥିଲେ । କିନ୍ତୁ ବିସ୍ମୟର କଥା ବଙ୍ଗଳାର ଗଭର୍ଣ୍ଣର ଭାବେ ବଦଳି ହୋଇ ଆସିଥିବା ଫ୍ରେଜର ଯଦିଓ ସମ୍ବଲପୁର ମିଶ୍ରଣକୁ ଅନିଚ୍ଛାସତ୍ତ୍ୱେ ଗ୍ରହଣ କରିଥିଲେ, ମାତ୍ର ଗଞ୍ଜାମ ମିଶ୍ରଣକୁ ସଂପୂର୍ଣ୍ଣ ବିରୋଧ କରିଥିଲେ । ପୂର୍ବରୁ ଏହି ମିଶଣ୍ରକୁ ବିରୋଧ କରୁଥିବା ମାନ୍ଦ୍ରାଜଗଭର୍ଣ୍ଣର ଆମ୍ପଥିଲ୍ ଏହି ସମୟରେ କର୍ଜ୍ଜନଙ୍କ ଅନୁପସ୍ଥିତିରେ କାର୍ଯ୍ୟନିର୍ବାହୀ ବଡ଼ଲାଟ ଭାବେ ନିଯୁକ୍ତ ପାଇବାରୁ ଉଭୟ ମିଶି ଗଞ୍ଜାମ ସମେତ ମାନ୍ଦ୍ରାଜ ଅଧିନସ୍ଥ ସମସ୍ତ ଓଡ଼ିଆଅଞ୍ଚଳ ଓଡ଼ିଶାରେ ମିଶ୍ରଣ ପ୍ରସ୍ତାବକୁ ତୀବ୍ର ବିରୋଧ କଲେ । ଫଳରେ ପରବର୍ତ୍ତୀ କାଳରେ ଲର୍ଡ କର୍ଜ୍ଜନଙ୍କଦ୍ୱାରା ପ୍ରସ୍ତୁତ ‘ରିସ୍ଲେ ଆଦେଶନାମା’ଅନୁସାରେ ସମ୍ପୂର୍ଣ୍ଣ ଓଡ଼ିଆଅଞ୍ଚଳ ଏକତ୍ରିକରଣ କାର୍ଯ୍ୟ ସଫଳ ହୋଇପାରିଲା ନାହିଁ । ତେବେ ବଙ୍ଗଭଙ୍ଗବେଳେ କିଛି ଅଂଶକୁ ନେଇ ଓଡ଼ିଶା ଏକାଠି ହେବା ଥିଲା ଓଡ଼ିଆ ଜାତିପାଇଁ ଏକ କୌତୁହଳପୂର୍ଣ୍ଣ ଅବିସ୍ମରଣୀୟ ଘଟଣା । ସେ ଯାହାହେଉ, ଚତୁର ରାଜନୈତିକ ଗୋଟିଚାଳନାଦ୍ୱାରା ବ୍ୟବସାୟୀ ଇଂରେଜ ପ୍ରଶାସକ ଶକ୍ତିଶାଳୀ ଓଡ଼ିଆଜାତିକୁ ତିନି ଭାଗରେ ବିଭକ୍ତ କରି ପଡ଼ୋଶୀ ତେଲୁଗୁ, ବଙ୍ଗାଳୀ ଓ ହିନ୍ଦୀଭାଷୀଙ୍କଦ୍ୱାରା ଧନ, ଧର୍ମ ଓ ଭାଷା ଧ୍ୱଂସ କରିବାର ଛଦ୍ମ ପ୍ରଚେଷ୍ଟା ମଧ୍ୟରେ ନିଜକୁ ଓଡ଼ିଆ ଜାତିର ହିତାକାଂକ୍ଷୀ ଭାବେ ବିଶ୍ୱସନୀୟ ପରିଚୟଟିଏ ସ୍ଥାପନ କରିବାରେ ବହୁ ବିଳମ୍ବରେ ସଫଳ ହେଲେ । ଯଦିଓ ଇଂରେଜଶାସକର ଏହି କୌଶଳକୁ ତତ୍କାଳୀନ ଓଡ଼ିଆ ବୁଦ୍ଧିଜୀବୀ ବୁଝିପାରି ନଥିଲେ, ତଥାପି ସର୍ବସ୍ୱହରାଇ କେବଳ ସ୍ୱାଭିମାନକୁ ଜାବୁଡ଼ି ଧରିଥିବା ଏହି ଜାତିକୁ ପୁଣିଥରେ ଏକାଠି କରିବାର ସୂତ୍ର ଏହିଭାଷା ଆନ୍ଦୋଳନଦ୍ୱାରା ମିଳିଗଲା; ଯାହା ସମଗ୍ର ଭାରତବର୍ଷର ଅନ୍ୟ ଭାଷାଭାଷୀମାନଙ୍କପାଇଁ ଈର୍ଷାର କାରଣ ପାଲଟି ଯାଇଥିଲା ।