Share Facebook Twitter Pinterest Reddit Email ଗଧ କହିଲା, ରେ କାଉ କେଡେ ସୁନ୍ଦର ତୁ ଗାଉ ମନ ପୂରି ଯାଏ ଗଳା ଶୁଣି ତୋର ଯେବେ କରୁ ରାଉ ରାଉ | କାଉ କହିଲା, ରେ ଗଧ ମୁହଁ ତୋ ପୁନେଇ ଚାନ୍ଦ କି ଭଳି ସୁନ୍ଦର ରୂପକୁ ପାଇଛୁ ଦେଖି ଦେଲେ ମନ ବୋଧ | Jaganath Prasad Das Books Jaganath Prasad Odia Poem Odia Poem