Share Facebook Twitter Pinterest Reddit Email ଛୋଟ କଂସା ତାଟିଆ ଛୋଟ ଥାଳି ଥାଳିଆ ଛୋଟ ଖଟ ଖଟିଆ ଛୋଟ ଚାଳ ଚାଳିଆ । ଛୋଟ ଘର କୁଡିଆ ଛୋଟ ଡଙ୍କା ଚାମୁଚା ଛୋଟ ପୁଡା ପୁଡିଆ ଛୋଟ ଲୁଗା ଗାମୁଛା । ଛୋଟ ହାଣ୍ତି ଆଟିକା ଛୋଟ ତାଡ ତାଡିଆ ଛୋଟ କୋଠା ବାଟିକା ଛୋଟ ଦୀଘି ଗଡିଆ । ଛୋଟ କୁଲା କୁଲେଇ ଛୋଟ ବାଘ ବିଲେଇ ଛୋଟ ଝିଅ ଫୁଲେଇ । Jaganath Prasad Das Books Jaganath Prasad Odia Poem Odia Poem