Browsing: ଭକ୍ତି ଗୀତ

କୃଷ୍ଣ କେଶବ ହରି ମାଧବ ଦଇତାରି କଞ୍ଜନୟନ ପ୍ରଭୁ କୁଞ୍ଜବିହାରି ॥ଘୋଷା॥ ଗୋବିନ୍ଦ ନନ୍ଦବାଳ ବାସୁଦେବ ଦୁଲାଳ ବରଜସୁତମେଳ ବକାଅଇରି ଯଦୁକୁମୁଦଚନ୍ଦ୍ର ଜଗନ୍ନାଥ ଉପେନ୍ଦ୍ର ସାରଙ୍ଗଧାର ରସରାଜ…

ଦୀନବନ୍ଧୁ ଦଇତାରୀ ଦୁଃଖ ନଗଲା ମୋହରି । ହେଲ କି ନିଷ୍ଠୁର ଚିତ୍ତ ନୀଳାଚଳେ ବିଜେ କରି ।। ଲକ୍ଷେ ଯୋଜନରେ ଗଜ ଡାକିଲା ହେ ଦେବରାଜ…