(ରାଗ: କେଦାର କାମୋଦୀ) କ୍ଷମାନୁକମ୍ପାଧର ହେ କ୍ଷୀରସାଗରସମ୍ଭବାକୁଚକୁମ୍ଭଯୁଗଳ ପରିରମ୍ଭଚତୁର ହେ ।ପଦ। କ୍ଷିତିଚକ୍ରବାଳ ମହାଭୀତି ନିବାରଣ ହେ ଶ୍ରୁତିଶିରଅବତଂସାକୃତି ଶ୍ରୀଚରଣ ହେ ମରାଳବିହରଣ, -କରାର୍ଚ୍ଚିତ ଚରଣ, ଧରାଭାରହରଣ,…
Browsing: କାବ୍ୟ ଓ କବିତା
(ରାଗ: ଗୌଡ଼ା) (ମତାନ୍ତରରେ ଚନ୍ଦ୍ରକାନ୍ତ) ହରି ଆମ୍ଭର ହେ, ଏତ ପ୍ରାଣର ଧନ[୧] ।ପଦ। ହରିହୟମଣିକି ଜିଣିଛି ଅପଘନ, ନିନ୍ଦୁଅଛି ଇନ୍ଦୁକୁ ବଦନ ଗୋ ।୧। ହଜାର ସଂଖ୍ୟକ…
(ରାଗ: ଶଙ୍କରାଭରଣ) (ମତାନ୍ତରରେ ମୋହନା) ଷଟପଦନୀଳକେଶା ଆଗୋ ଚାହଁ ଚାହଁ, ସର୍ବଂସହାରେ ଖେଳୁଛି ନବ ବାରିବାହ, ସମୀପରେ ତାର ରହି, ସରଜୁଛନ୍ତି ନର୍ତ୍ତନ ଅନେକ ବରହୀ ।୧।…
(ରାଗ: ସିଂହେନ୍ଦ୍ରମଧ୍ୟମ) (ମତାନ୍ତରରେ ମୁଖାରୀ, କଲ୍ୟାଣୀ) ସପତଟି ମୋର ରେ, ସହ ଏହି ଥର ରେ, ସାର ହାରମସାରମଣିବର ପରି ଧରି ବକ୍ଷଃସ୍ଥଳେ ନିରନ୍ତର, ନ ଫିଙ୍ଗି…
(ରାଗ: ମିଶ୍ରକାଫି) (ମତାନ୍ତରରେ ଧନାଶ୍ରୀ) ଶ୍ୟାମ ଶିଖଣ୍ଡଚୂଳ, ଶ୍ରମ କି ଆଜଯାକେ ହେଲା ସଫଳ ।ପଦ। ଶର୍ବରୀ ନିଦ୍ରା ବିନା ଗଲା କି ସରି, ଶମ୍ବରପରପୁର କଲ…
(ରାଗ: ସାବେରୀ) (ମତାନ୍ତରରେ ଆଶାବରୀ) ବିଚକ୍ଷଣା ରେ, ବିନା ତୋ ପ୍ରୀତି କେ ଗତି ଅଛି ଜଗତୀରେ ।ପଦ। ବୋଲି ଦେଲି ସିନା ଗେଲେ ହସି ବିଶ୍ୱେ…
(ରାଗ: ଦେଶ) (ମତାନ୍ତରରେ ଖଣ୍ଡକାମୋଦୀ, କୀରବାଣୀ, ନୀଳାମ୍ବରୀ ଶଙ୍କରାଭରଣ) ଲୀଳାନିଧି ହେ, ଲାଜେ ମୁଁ ଗଲିଟି ସରି, ଲୁଚାଇଛ କାହିଁ ଶ୍ୟାମ ହେ ଦିଅ ମୋ ଲାଗି…
(ରାଗ: ଭୈରବୀ) (ମତାନ୍ତରରେ କେଦାର, ମୁଖାରୀ) ରସାଳସା ରେ, ରସି ପୁଣି ଏ କି ଲୋକହସାରେ ।ପଦ। ରକ୍ତିମା ଚୁମ୍ବିଲା ଇନ୍ଦ୍ର ଆଶାରେ, ରାଜୀବେ ପ୍ରଫୁଲ୍ଲ ହେଲେ…
(ରାଗ: ମୁଖାବରୀ) (ମତାନ୍ତରରେ ଆଶାବରୀ) ଯୋଷାବର ରେ, ଯଥାର୍ଥରେ ଜାଣ ମୁଁ ତୋହର ରେ, ଯାମଳଭୂଧରନିଭପୟୋଧର ମରଦନିଆ ଚାକରରେ ।ପଦ। ଯାବକ ତୋ ପଦକଞ୍ଜର ସମଦଗଜଗତି ମୋ…
(ରାଗ: ମରୁଆ ବା କାମୋଦୀ) ମଧୁରେ, ମନ୍ଦ ମନ୍ଦ ହୋଇ ଗନ୍ଧବହ ପ୍ରସରିଲା କଦମ୍ବ ନିକୁଞ୍ଜସୀମାରେ, ମରନ୍ଦ ସେକେ ଚମକି ଲୋକେ ଭାଷିଲେ ଇଷି ମାରେ, ମିଳିନ୍ଦଲତା…