• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»Bidhi nitddistha
ଗଳ୍ପ

Bidhi nitddistha

Liza SBy Liza SSeptember 10, 2022No Comments1 Min Read
Facebook Twitter Pinterest Reddit LinkedIn Tumblr Email
Bidhi nitddistha
Bidhi nitddistha
Share
Facebook Twitter Pinterest Reddit Email

“ଆମ ଆର ପାଖ ଘରେ ଯିଏ ଆସି ରହିଛନ୍ତି, ସେ ଜଣେ ଖୁବ୍ ଭଲ ଜ୍ୟୋତିଷ । ତାଙ୍କ ନାମ ହରି ଶର୍ମା । ତାଙ୍କୁ ଆମ ଝିଅର ଜାତକ ଦେଖାଅ । ସେ ତା’ ବିବାହ ବିଷୟରେ କିଛି କହି ପାରିବେ ।”କଳ୍ପନା ଦେବୀ ତାଙ୍କ ସ୍ୱାମୀ ରବିବାବୁଙ୍କୁ ଏକଥା ବାରମ୍ବାର କହିଲେ । ରବିବାବୁ ବି ଲକ୍ଷ୍ୟ କଲେ, ଜଣେ ଭଦ୍ରଲୋକ ସେଦିନ ସକାଳେ ଯାଇ ପଡୋଶୀ ଘରେ ଖଣ୍ଡିଏ ଜାତକ ଦେଇ ଆସିଲେ ।

ରବିବାବୁ କଳ୍ପନା ଦେବୀଙ୍କୁ ଧରି ପଡୋଶୀ ଘରେ ଯାଇ ପହଁଚିଲେ । ଯିଏ କବାଟ ଖୋଲିଲା, ସିଏ ଗୋଟିଏ ଝିଅ । ରବିବାବୁ ହରି ଶର୍ମାଙ୍କୁ କହିଲେ, “ଆମେ ଆପଣଙ୍କ ପ୍ରତିବେଶୀ । ପରିଚୟ ପାଇଁ ଆସିଲୁ । ଆପଣଙ୍କ ଝିଅଟିର ଚାଲିଚଳଣି ଭାରି ଭଲ । ତା’ ବାହାଘର ବ୍ୟବସ୍ଥା କଲେଣି?”

ହରି ଶର୍ମା କହିଲେ “ଭାଇ, ବ୍ୟବସ୍ଥା କରିବାକୁ ମୁଁ କିଏ? ତା’ ଅଦୃଷ୍ଟରେ ଯେବେ ଯେଉଁଠି ଥିବ, ସେବେ ସେଠି ତାହା ନିଶ୍ଚୟ ହେବ ।”

ରବିବାବୁ କହିଲେ, “ବେଶ୍, ବେଶ୍ । ଆମ ସହ ପରିଚୟ ହେଲା । ସୁବିଧା ଅସୁବିଧା ବେଳେ ଆମକୁ କହିବେ । ପରେ ଦେଖା ହେବ ।”

ବିଦାୟ ନେଇ ଆସି ରାସ୍ତାରେ ରବିବାବୁ କଳ୍ପନା ଦେବୀଙ୍କୁ କହିଲେ, “ତାଙ୍କୁ ଝିଅର ଜାତକ ଦେଖାଇବାର ଆଉ କୌଣସି ପ୍ରକାର ଆଗ୍ରହ ଅଛି?”

କଳ୍ପନା ଦେବୀ ଆଉ କିଛିବି କହିଲେ ନାହିଁ ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous ArticleDasyu RajKumar
Next Article Ahnisa
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.