• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଭୁଲାପଣ
ଗଳ୍ପ

ଭୁଲାପଣ

Liza SBy Liza SFebruary 3, 2023No Comments1 Min Read
Facebook Twitter Pinterest Reddit LinkedIn Tumblr Email
Odia-Story-Bhulapanajpg
Odia-Story-Bhulapanajpg
Share
Facebook Twitter Pinterest Reddit Email

ଲକ୍ଷ୍ମଣସେଠ୍ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବାକୁ ଗଲେ । ପାଖ ଗ୍ରାମରେ ଥିବା ତାଙ୍କର ବନ୍ଧୁ ବୀରସେଠଙ୍କ ସହିତ ବାଟରେ ଦେଖା ହେଲା । ସେ କହିଲେ, “ଶୁଣିଲି, ତୁମ ଘରେ ଚୋର ତିନିଥର ଚୋରୀ କରିଛି । କ’ଣ ଏକଥା ସତ?”ଲକ୍ଷ୍ମଣସେଠ୍ କହିଲେ “ହଁ ସତ ।”ବୀରସେଠ ପଚାରିଲେ “ଚୋର ସିନ୍ଦୁକ ଭାଙ୍ଗିବା ବେଳେ ତମେ ନିଦରୁ ଉଠିପଡିଲ ନାହିଁ?”ତହୁଁ ଲକ୍ଷ୍ମଣସେଠ୍ କହିଲେ “କିପରି ଉଠିବି? ମୋ ତକିଆ ତଳୁ ଚାବିଟି ଚୋର ଚୁପ୍ ଚାପ୍ ନେଇ ସିନ୍ଦୁକ ଖୋଲିଲା ।” ବୀରସେଠ ପଚାରିଲେ “ଚାବି ସବୁବେଳେ ତକିଆ ତଳେ କାହିଁକି ରଖୁଛ?” ଲକ୍ଷ୍ମଣସେଠ୍ ପୁଣି କହିଲେ, “ତକିଆ ତଳେ ନ ରଖି ଅନ୍ୟ ସ୍ଥାନରେ ମଧ୍ୟ ରଖୁଥିଲି ।ବୀରସେଠ ପଚାରିଲେ “ତେବେ ଚୋର ସେକଥା କିପରି ଜାଣିଲା?”

ଲକ୍ଷ୍ମଣସେଠ୍ ଲଜ୍ଜିତ ହୋଇ କହିଲେ “ମୋ ଭୁଲାପଣରୁ ଚୋର ମୋତେ ସର୍ବସ୍ୱାନ୍ତ କଲା । ମୁଁ କାଳେ ଭୁଲିଯିବି ବୋଲି ଗୋଟିଏ କାଗଜରେ ଲେଖି ରଖିଥିଲି କି ଚାବିଟି ମୁଁ ବହି ଆଲମିରା ଉପରେ ରଖିଛି । ତା’ପରେ କାଗଜଟି ତକିଆ ତଳେ ରଖିଥିଲି । ଚୋର ସେଇଟି ନେଇ ପଢି ଚାବିଟି ପାଇଲା ଓ ଆରାମ୍ରେ ସବୁ କିଛି ଚୋରୀ କରି ନେଲା ।”ଏକଥା ଶୁଣିବା ପରେ ବୀରସେଠ ଲକ୍ଷ୍ମଣସେଠ୍ ଙ୍କୁ ସହାନୁଭୂତି ଦେଖାଇବା ପରିବର୍ତ୍ତେ ଓଲଟି ହସି ହସି ବେଦମ୍ ହେଲେ ।

Bhulapana Odia Story New Odia Story VBhulapana Odia Story Bhulapana
Share. Facebook Twitter Pinterest LinkedIn Tumblr Reddit Email
Previous Articleଦଣ୍ଡବିଧି
Next Article ମହାଭାରତ
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.