• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ବୋକାମାନଙ୍କର ତାଲିକା
ଗଳ୍ପ

ବୋକାମାନଙ୍କର ତାଲିକା

Liza SBy Liza SMarch 15, 2022No Comments1 Min Read
Facebook Twitter Pinterest Reddit LinkedIn Tumblr Email
Bokamananka talika
Bokamananka talika
Share
Facebook Twitter Pinterest Reddit Email

ଅନ୍ୟ ରାଜାମାନଙ୍କ ପରି ଆକବରଙ୍କର ମଧ୍ୟ ବିଭିନ୍ନ ରକମର ଘୋଡା ପାଳିବା ଏକ ସଉକ୍ ଥାଏ । ସେ ତାଙ୍କର ଘୋଡାଶାଳରେ ଜାତି ଜାତିକା ଘୋଡା ରଖିଥାଆନ୍ତି । ଦିନେ ଜଣେ ବ୍ୟକ୍ତି ସାଂଗରେ କିଛି ଘୋଡାଧରି ରାଜାଙ୍କ ପାଖରେ ଆସି ପହଁଚିଲା । ରାଜା ସଂଗେ ସଂଗେ ଘୋଡା ବେପାରୀକୁ ଉପଯୁକ୍ତ ମୂଲ୍ୟ ଦେଇ ସବୁତକ ଘୋଡା ରଖିଦେଲେ । ଏପରିକି ଆହୁରି ଅଧିକ ଘୋଡା ଆଣିବା ପାଇଁ କିଛି ପଇସା ଦେଇ ଦେଲେ । ଦିନ ପରେ ଦିନ ଗଡିଚାଲିଲା । ହେଲେ ଘୋଡା ବେପାରୀର ଦେଖା ନାହିଁ । ରାଜାଙ୍କର ମଧ୍ୟ ସେକଥା ମନରେ ନାହିଁ ।

କିଛିଦିନ ଗଲା, ଦିନେ ଆକବର ବିରବଲଙ୍କୁ କହିଲେ,”ବିରବଲ! ଆମ ରାଜ୍ୟରେ ଯେତେବୋକା ଅଛନ୍ତି, ତୁମେ ତାହାର ଏକ ତାଲିକା ପ୍ରସ୍ତୁତ କରି ମୋତେ ଦିଅ ।” ଦୁଇତିନିଦିନ ପରେ ବିରବଲ ରାଜାଙ୍କୁ ଏକ ତାଲିକା ନେଇ ଧରାଇ ଦେଲେ । ତାଲିକା ଦେଖି ରାଜା ଜୋର୍ରେ ରାଗିଗଲେ । ବିରବଲଙ୍କୁ କହିଲେ,”ତୁମେ ଏଠାରେ ମୋ ନାମ କ’ଣ ପାଇଁ ପ୍ରଥମେ ଲେଖିଛ?”ରାଜାଙ୍କୁ ବୁଝାଇବାଙ୍କୁ ଯାଇ ବିରବଲ କହିଲେ,”ମହାରାଜ୍! ଲେଖିଛି ଏଇଥିପାଇଁ ଯେ, ଆପଣ କୌଣସି ଲୋକ ବିଷୟରେ କିଛି ନଜାଣି ଟଙ୍କା ଦେଇ ଦିଅନ୍ତି । ଯେମିତି ସେ ଘୋଡା ବେପାରୀକୁ ଦେଇଥିଲେ । ଆଜି ପର୍ଯ୍ୟନ୍ତ ତା’ର ଦେଖାନାହିଁ ।”

ବିରବଲଙ୍କ କଥା ଶୁଣିବାପରେ ରାଜା ନିଜର ଭୁଲ୍ ବୁଝିପାରିଲେ ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଚତୁର ପ୍ରଶ୍ନ
Next Article ଓଟ ବେକ ବଙ୍କା
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.