• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ବିରବଲଙ୍କ ଘରକୁ ରାସ୍ତା
ଗଳ୍ପ

ବିରବଲଙ୍କ ଘରକୁ ରାସ୍ତା

Liza SBy Liza SApril 3, 2022No Comments1 Min Read
Facebook Twitter Pinterest Reddit LinkedIn Tumblr Email
birabalna gharaku rasta
Share
Facebook Twitter Pinterest Reddit Email

ପ୍ରତିଦିନ ନଗର ପରିଭ୍ରମଣ କରିବା ବିରବଲଙ୍କର ଏକ ଅଭ୍ୟାସ । ଏହି ନଗର ଭ୍ରମଣ ସମୟରେ ସେ ଲୋକମାନଙ୍କର ଭଲ ମନ୍ଦ କଥା ପଚାରି ବୁଝନ୍ତି । ଦିନେ ସକାଳେ ଆଗ୍ରା ସହରରେ ବୁଲୁଥିବା ସମୟରେ ହଠାତ୍ ଜଣେ ଲୋକ ଆସି ବିରବଲଙ୍କୁ ପଚାରିଲା, “ମହାଶୟ! ଆପଣ କହିପାରିବେ କି, ବିରବଲଙ୍କ ଘରକୁ ଯିବାକୁ ରାସ୍ତା କେଉଁଟା?”ଲୋକଟିର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିରବଲ ତାଙ୍କୁ ରାସ୍ତା ବତାଇଦେଲେ ସତ କିନ୍ତୁ ନିଜେ ବିରବଲ ବୋଲି ପରିଚୟ ଦେଲେ ନାହିଁ । ଲୋକଟି କିଛି ସମୟ ପରେ ଯାଇ ବିରବଲଙ୍କ ଘର ନିକଟରେ ପହଁଚିଲା । ଘରର ଦରୱାନ୍ ଙ୍କୁ ପ୍ରଥମେ ବିରବଲ ଉପସ୍ଥିତ ଅଛନ୍ତି କି ନାହିଁ ପଚାରିବାରୁ ବିରବଲ ଘରେ ନାହାଁନ୍ତି ବୋଲି ଦରୱାନ୍ ଜଣାଇଲା । ଲୋକଟି ବିରବଲଙ୍କୁ ତାଙ୍କ ଘରେ ଅପେକ୍ଷା କଲା ।

କିଛି ସମୟ ପରେ ବିରବଲଙ୍କ ଚାକର ଆସି ଲୋକଟିକୁ ବିରବଲ ଆସିଲେଣି ବୋଲି ଜଣାଇଲା । ଲୋକଟି ଯେତେବେଳେ ବିରବଲଙ୍କୁ ସାମ୍ନାରେ ଦେଖିଲା ସେ ବିଶ୍ୱାସ କରିପାରିଲା ନାହିଁ । ମନେ ମନେ ଚିନ୍ତା କଲା, ଏଇ ବ୍ୟକ୍ତିଙ୍କୁ ତ’ ସେ ରାସ୍ତାରେ ବିରବଲଙ୍କ ଘରକୁ ରାସ୍ତା କଥା ପଚାରିଥିଲା । ସେ ସଂଗେ ସଂଗେ ବିରବଲଙ୍କୁ ପଚାରିଲା, “ମହାଶୟ! ଆପଣ ରାସ୍ତାରେ ଆପଣଙ୍କର ପରିଚୟ ଦେଲେ ନାହିଁ କାହିଁକି? ବିରବଲ ସଂଗେ ସଂଗେ କହିଲେ, “ତୁମେ ବିରବଲଙ୍କ ଘରକୁ ରାସ୍ତା ପଚାରୁଥିଲ । ତେଣୁ ମୁଁ ତୁମକୁ ରାସ୍ତା ବତାଇ ଦେଲି । ତୁମେ କ’ଣ ବିରବଲଙ୍କ ସଂପର୍କରେ କିଛି ପଚାରିଛ କି, ମୁଁ ତୁମକୁ ମୋର ପରିଚୟ ଦେଇଥାଆନ୍ତି ।”ଲୋକଟି ବିରବଲଙ୍କ କଥା ଶୁଣି ହସି ଉଠିଲା ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleବିରବଲଙ୍କର ବୁଦ୍ଧି
Next Article ଅସୁନ୍ଦର ସୁନ୍ଦର ଅଟେ
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.