• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ପୁରସ୍କାର – ପ୍ରୋତ୍ସାହନ
ଗଳ୍ପ

ପୁରସ୍କାର – ପ୍ରୋତ୍ସାହନ

Liza SBy Liza SMarch 4, 2023No Comments1 Min Read
Facebook Twitter Pinterest Reddit LinkedIn Tumblr Email
Odia-Story-Puraskara-O-Prostahana
Odia-Story-Puraskara-O-Prostahana
Share
Facebook Twitter Pinterest Reddit Email

ରାମଗଡରେ ପ୍ରତିବର୍ଷ ଚିତ୍ରକଳା ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ଦେଶର ବିଭିନ୍ନ ପ୍ରାନ୍ତରୁ ଚିତ୍ରଶିଳ୍ପୀ ଏଥିରେ ଭାଗ ନେଇଥାନ୍ତି । ଏଠାରେ ପୁରସ୍କୃତ ହେବା ପ୍ରତ୍ୟେକ ଚିତ୍ରଶିଳ୍ପୀ ପାଇଁ ଏକ ଗୌରବ ରୂପେ ପରିଗଣିତ ହୁଏ ।ଏହି ବର୍ଷ ମଧ୍ୟ ପ୍ରତିଯୋଗିତାରେ ଭାଗ ନେବାପାଇଁ ବିଭିନ୍ନ ଅଂଚଳରୁ ବହୁ ଚିତ୍ରକର ସେମାନଙ୍କର ଚିତ୍ରକଳା ସଙ୍ଗରେ ନେଇ ରାମଗଡଠାରେ ପହଁଚିଲେ ।ସୁଗନ୍ଧପୁର ଗ୍ରାମର ବିଶ୍ୱାସ ନାମକ ଜଣେ ଯୁବ ଶିଳ୍ପୀ, ସ୍ୱଅଙ୍କିତ ଚିତ୍ରମାନ ସହିତ ପ୍ରତିଯୋଗିତାରେ ଭାଗ ନେବା ପାଇଁ ରାମଗଡ ଆସିଥିଲେ । ସେ ଯେତେବେଳେ ଗ୍ରାମକୁ ଫେରିଗଲେ, ତାଙ୍କର ବନ୍ଧୁମାନେ ପଚାରିଲେ, “ତୁମର କୌଣସି ଚିତ୍ର ପୁରସ୍କୃତ ହେଲା କି?”

ବିଶ୍ୱାସ ମନଦୁଃଖରେ କହିଲେ, “ମୋତେ ସାନ୍ତ୍ୱନାମୂଳକ ପ୍ରୋତ୍ସାହନ-ପୁରସ୍କାର ମିଳିଛି ।”ଏହା ଶୁଣି ବନ୍ଧୁମାନେ ବୁଝାଇଲେ, “ଏଥିରେ ମନଦୁଃଖ କରିବାର କ’ଣ ଅଛି? ଏପରି ବି କେତେ ଚିତ୍ରକର ଥିବେ, ଯେଉଁମାନଙ୍କୁ ଏହି ପୁରସ୍କାର ମଧ୍ୟ ମିଳିହିଁ ନ ଥିବ ।”ବିଶ୍ୱାସ କହିଲେ “ମୋର ଚିନ୍ତା ସେହି କାରଣରୁ ନୁହେଁ, ମୋର ଦୁଃଖର କାରଣ, ମୋତେ ପୁରସ୍କାର ସ୍ୱରୂପ ମିଳିଥିବା ପୁସ୍ତକଟି ।”ଦେଖିବା କେଉଁ ପୁସ୍ତକ?” ବନ୍ଧୁଗଣ ଆଗ୍ରହ ପ୍ରକାଶ କଲେ । ବିଶ୍ୱାସ ପୁସ୍ତକ ଦେଖାଇଲେ । ତା’ର ନାମ ଥିଲା –”ଚିତ୍ରକଳା ଶିକ୍ଷା ପଦ୍ଧତି”

New odia Story galpa Odia Story Galpa Odia Story Puraskara O Prostahana
Share. Facebook Twitter Pinterest LinkedIn Tumblr Reddit Email
Previous Articleମହାଭାରତ
Next Article ତରବର
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.