• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ତିନୋଟି ଗଧଙ୍କର ବୋଝ
ଗଳ୍ପ

ତିନୋଟି ଗଧଙ୍କର ବୋଝ

suchitraBy suchitraMarch 3, 2022No Comments1 Min Read
Facebook Twitter Pinterest Reddit LinkedIn Tumblr Email
Tinoti Gadhankara Bojha
Tinoti Gadhankara Bojha
Share
Facebook Twitter Pinterest Reddit Email

ଦିନେ ମହାରାଜ ଆକବର ତାଙ୍କର ଦୁଇ ପୁତ୍ରଙ୍କୁ ଧରି ନଦୀରେ ଗାଧୋଇବା ପାଇଁ ମନ କଲେ । ସେଥିପାଇଁ ଦିନ ଧାର୍ଯ୍ୟ ହେଲା । ନିର୍ଦ୍ଦିଷ୍ଟ ଦିନ ଆକବର ଦୁଇ ପୁତ୍ର ଓ ବିରବଲଙ୍କୁ ସାଂଗରେ ନେଇ ଗାଧୋଇବା ପାଇଁ ବାହାରିଲେ । ନଦୀ କୂଳରେ ପହଁଚିବା ପରେ ସେମାନେ ସମସ୍ତେ ନିଜ ନିଜର ବସ୍ତ୍ର ଓହ୍ଲାଇ ବିରବଲଙ୍କୁ ଧରିବା ପାଇଁ ଦେଲେ । ବିରବଲ ସେମାନଙ୍କର ବସ୍ତ୍ର କାନ୍ଧରେ ପକାଇ ନଦୀ କୂଳରେ ଠିଆ ହୋଇଥାଆନ୍ତି ।

ମହାରାଜ୍ ଆକବର ଏହି ସମୟରେ ଖୁବ୍ ଖୁସି ମନରେ ଥିଲେ । ବିରବଲଙ୍କୁ କହିଲେ – “ବିରବଲ! ତୁମେ ଠିକ୍ ଏକ ଧୋବାର ଲୁଗାପଟା ପିଠି ଉପରେ ବହନ କରିଥିବା ଗଧ ପରି ଦେଖାଯାଉଛ ।”

ବିରବଲ ତ’ମହାଚତୁର । ସଂଗେ ସଂଗେ ମହାରାଜ୍ ଙ୍କୁ କହିଲେ – “ମହାରାଜ୍! ମୁଁ କେବଳ ଗୋଟିଏ ଗଧ ନୁହେଁ । ତିନି ତିନିଟା ଗଧଙ୍କର ଯେତିକି ଲୁଗାପଟା ବୋଝ ସେସବୁକୁ ପରା ବହନ କରିଛି ।

“ବିରବଲଙ୍କ କଥା ଶୁଣି ମହାରାଜ୍ ଆକବର ତାଙ୍କୁ କ’ଣ କହିବେ କିଛି ଜାଣି ପାରିଲେ ନାହିଁ ।

ତେଣୁ ଏଠାରେ ତିନୋଟି ଗଧ କିଏ? ମହାରାଜ୍ ଏବଂ ତାଙ୍କର ଦୁଇଟି ପୁତ୍ର ହେଉଛନ୍ତି ତିନୋଟି ଗଧ ।

Odia New story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleବୋକା ବ୍ରାହ୍ମଣ କଥା
Next Article ସଂଗେ ସଂଗେ ଧରିଆଣ
suchitra

Related Posts

ଆତିଥ୍ୟ

March 31, 2023

ନିରକ୍ଷର ସେନାପତି

March 30, 2023

ନୂତନ ଦଣ୍ଡ

March 29, 2023

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.