• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»କଞ୍ଜୁସ୍
ଗଳ୍ପ

କଞ୍ଜୁସ୍

Liza SBy Liza SMarch 6, 2023No Comments1 Min Read
Facebook Twitter Pinterest Reddit LinkedIn Tumblr Email
Odia--Story-kanjus
Odia--Story-kanjus
Share
Facebook Twitter Pinterest Reddit Email

ରାଜପୁରରେ କନକ ନାମକ ଜଣେ ବ୍ୟବସାୟୀ ଥିଲେ । ସେ ଟଙ୍କା କରଜ ଦେଇ ବହୁତ ସୁଧ ନେଉଥିଲେ ଓ ଅନେକ ଧନ ରୋଜଗାର କଲେ । ଏଣେ ପୁଣି ସେ ଗ୍ରାମର ଲୋକେ ତାଙ୍କୁ ମହାକଞ୍ଜୁସ୍ ବୋଲି କହନ୍ତି । ସେ କିନ୍ତୁ ସେସବୁକୁ ଆଦୌ ଖାତିର୍ କରନ୍ତି ନାହିଁ । ସେ କହନ୍ତି, “ଯାହା ପାଖରେ କିଛି ନାହିଁ ସେ ପୁଣି କିପରି କଞ୍ଜୁସ୍ ହେବ? ଯାହା ପାଖରେ ଧନ ଅଛି, ତାକୁ ରକ୍ଷା କରିବା ଅର୍ଥ କ’ଣ କଞ୍ଜୁସ୍? ଧନକୁ ରକ୍ଷା କରିବାରୁ ସିନା ଅନ୍ୟମାନେ କରଜ ନେଉଛନ୍ତି ଏବଂ ତଦ୍ୱାରା ସେମାନଙ୍କୁ ସାହାଯ୍ୟ କରାଯାଉଛି । ଅର୍ଥାତ୍ ସେମାନଙ୍କର ଅସୁବିଧା ଦୂର କରାଯାଉଛି ।”

ଥରେ କନକ ଖେତବାଡି କାମ ଦେଖି ଫେରିବା ବାଟରେ ମୋଚି ପାଖକୁ ଗଲେ । ମୋଚି ବିଶାରାମ ତାଙ୍କୁ କହିଲା, “ବାବୁ, ଏହି ଚପଲ ବହୁତ ସୁନ୍ଦର ଚମଡାରେ ତିଆରି ହୋଇଛି । ସହରରେ ଏହା କୋଡିଏ ଟଙ୍କାରୁ କମ୍ରେ ମିଳିବ ନାହିଁ । ମାତ୍ର ମୁଁ ଆପଣଙ୍କୁ ଦଶ ଟଙ୍କାରେ ଦେବି; ନିଅନ୍ତୁ ।”ଏଭଳି କଥା ଶୁଣି ସେ କନକ ଖୁବ୍ ଚିଡିଯାଇ ତା’ ଚପଲକୁ ଚାହିଁ କହିଲା, “ମୋ ପାଦ ତ ଘୋରି ହୋଇଯାଉ ନାହିଁ; ଏହି ଘୋରି ହୋଇଯିବା ଚପଲ ମୁଁ ବା କାହିଁକି ପିନ୍ଧିବି? ମୁଁ ତ ଆଉ ଏଠାକୁ ଚପଲ ପାଇଁ ଆସି ନାହିଁ । ମୋତେ ରାସ୍ତାରେ ମୋର ଜଣେ ବନ୍ଧୁ ସିଗାରେଟ୍ଟିଏ ଦେଲେ । ହେଲେ ସେତେବେଳେ ତାଙ୍କ ପାଖରେ କିନ୍ତୁ ଡିଆସିଲି ନଥିଲା । ମୁଁ ଦେଖିଲି ତୁମେ ବିଡି ଖାଉଛ, ତେଣୁ ଡିଆସିଲି ପାଇବା ଆଶାରେହିଁ ମୁଁ ଏଠାକୁ ଆସିଛି । କ’ଣ ଦେବ ତ?” “ହଁ ନିଶ୍ଚୟ ।” ଏତିକି କହି ସେ ମୋଚି ବିଚାରା ଅତ୍ୟନ୍ତ ବ୍ୟସ୍ତ ହୋଇପଡିଲା ।

latest New Odia story Kanjus New odia story kanjus Odia new story Kanjus
Share. Facebook Twitter Pinterest LinkedIn Tumblr Reddit Email
Previous Articleତରବର
Next Article ସନ୍ଦେହ ନିବାରଣ
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.