• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଓଟ ବେକ ବଙ୍କା
ଗଳ୍ପ

ଓଟ ବେକ ବଙ୍କା

Liza SBy Liza SMarch 16, 2022No Comments1 Min Read
Facebook Twitter Pinterest Reddit LinkedIn Tumblr Email
Odia Story
Odia Story
Share
Facebook Twitter Pinterest Reddit Email

ଥରେ ଆକବର ତାଙ୍କର ମନ୍ତ୍ରୀମାନଙ୍କ ଉପରେ ଖୁସି ହୋଇ ପୁରସ୍କାର ପ୍ରଦାନ କରିବେ ବୋଲି ଘୋଷଣା କରିଦେଲେ । ହେଲେ ଦିନ ପରେ ଦିନ ଗଡିଚାଲିଲା । ଆକବର ତାଙ୍କର ଘୋଷଣା ସଂପର୍କରେ ଭୁଲିଗଲେ । ମନ୍ତ୍ରୀ ବିରବଲ କିନ୍ତୁ ଏକଥାକୁ ଠିକ୍ ମନେରଖି ଥାଆନ୍ତି । ରାଜାଙ୍କୁ ତ’ ସିଧା ସଳଖ ପୁରସ୍କାର ମାଗିପାରିବେ ନାହିଁ । ସେଥିପାଇଁ ମନେ ମନେ ସୁଯୋଗ ଅପେକ୍ଷାରେ ଥାଆନ୍ତି ।

ଦିନେ ରାଜା ଆକବର ବିରବଲଙ୍କୁ ସାଂଗରେ ନେଇ ପ୍ରାତଃ ଭ୍ରମଣରେ ବାହାରି ପଡିଲେ । ଯିବା ସମୟରେ ବିଭିନ୍ନ ବିଷୟରେ ଦୁଇଜଣଙ୍କ ମଧ୍ୟରେ ଆଲୋଚନା ଚାଲିଥାଏ । ହଠାତ୍ ଏକ ଓଟ ସେହି ସମୟରେ ସେମାନଙ୍କ ବାଟଦେଇ ଚାଲିଗଲା । ଓଟକୁ ଦେଖି ଆକବର ପଚାରିଲେ,”ବିରବଲ! କହିଲ ଦେଖି ଓଟର ବେକ ଏମିତି ବଂକା କାହିଁକି?” ବିରବଲ ତ’ ସୁଯୋଗ ଅପେକ୍ଷାରେ ଥାଆନ୍ତି । ସେ ସଂଗେ ସଂଗେ ରାଜାଙ୍କୁ ଉତ୍ତର ଦେଲେ,”ମହାରାଜ! ଶାସ୍ତ୍ର, ପୁରାଣ ମାନଙ୍କରେ କୁହାଯାଇଛି,”ଯେଉଁମାନେ ନିଜର ପ୍ରତିଜ୍ଞା ରଖି ପାରନ୍ତିନାହିଁ ସେମାନଙ୍କର ବେକ ଓଟର ବଂକା ବେକପରି ହୋଇଥାଏ । ଏହି ଓଟ କ୍ଷେତ୍ରରେ ବୋଧହୁଏ ସେଇଆ ଘଟିଛି ।”

ବିରବଲଙ୍କ କଥା ଶୁଣିବା ପରେ ତାଙ୍କର ଏପରି କହିବାର ଉଦ୍ଧେଶ୍ୟ ରାଜା ଜାଣି ପାରିଲେ । ଯେମିତି ପ୍ରାତଃ ଭ୍ରମଣରୁ ଫେରିଲେ ନିଜର ପ୍ରତିଜ୍ଞା ଅନୁଯାୟୀ ମନ୍ତ୍ରୀଗଣଙ୍କୁ ପୁରସ୍କୃତ କଲେ । ଏହିପରି ବିରବଲ ଚତୁରତା ବଳରେ ପ୍ରତ୍ୟେକ ସମସ୍ୟାର ସମାଧାନ କରି ଦେଇ ପାରୁଥାଆନ୍ତି ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleବୋକାମାନଙ୍କର ତାଲିକା
Next Article ମୁଁ ଜଣେ ରାଜଭକ୍ତ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.