• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଆକାଶରେ କେତେ ତାରା?
ଗଳ୍ପ

ଆକାଶରେ କେତେ ତାରା?

Liza SBy Liza SMarch 18, 2022No Comments1 Min Read
Facebook Twitter Pinterest Reddit LinkedIn Tumblr Email
Aakashare kete tara
Aakashare kete tara
Share
Facebook Twitter Pinterest Reddit Email

ସବୁ ସମୟରେ ଆକବର ନାନାଦି ଚତୁର ପ୍ରଶ୍ନ ପଚାରି ବିରବଲଙ୍କ ଠାରୁ ଉତ୍ତର ଆଦାୟ ତାଙ୍କର ଏକ ନିତିଦିନିଆ ଅଭ୍ୟାସ ଥିଲା । ବିରବଲ ମଧ୍ୟ ଆକବରଙ୍କ ପ୍ରଶ୍ନର ସଠିକ୍ ଉତ୍ତର ପ୍ରଦାନ କରୁଥିଲେ । ଦିନେ ରାତିରେ ଚନ୍ଦ୍ରାଲୋକରେ ଆକବର ଏବଂ ବିରବଲ ବଗିଚାରେ ବସି କଥାବାର୍ତ୍ତା କରୁଥାଆନ୍ତି । ଆକବର ଆକାଶକୁ ଚାହିଁଲେ । ତାରାମାନଙ୍କୁ ଦେଖି ହଠାତ୍ ତାଙ୍କ ମନରେ ଏକ ପ୍ରଶ୍ନ ଆସିଲା । ସେ ସଂଗେ ସଂଗେ ବିରବଲଙ୍କୁ କହିଲେ, “ବିରବଲ! କହିଲ ଦେଖି ଆକାଶରେ ତାରାମାନଙ୍କ ସଂଖ୍ୟା କେତେ?”

ବିରବଲ ଚଟାପଟ୍ ଉତ୍ତର ଦେଲେ, “ହଜୁର୍! ଆପଣ ଯଦି ମୋତେ ସମୁଦ୍ରରେ ଥିବା ଜଳର ପରିମାଣ ସଂପର୍କରେ ଜଣାଇପାରିବେ ମୁଁ ଆପଣଙ୍କୁ ଆକାଶରେ ତାରାମାନଙ୍କର ସଂଖ୍ୟା କହିପାରିବି ।” ବିରବଲଙ୍କ କଥା ଶୁଣିବା ପରେ ଆକବରଙ୍କ ପାଖରେ କହିବା ପାଇଁ ଆଉ କିଛି ନଥିଲା । ନିଜର ଅବାନ୍ତର ପ୍ରଶ୍ନ ସଂପର୍କରେ ସେ ଜାଣି ପାରିଲେ । ତେଣୁ ସେ ବିରବଲଙ୍କୁ କିଛି ନକହି ଚୁପ୍ ରହିଲେ ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleମୁଁ ଜଣେ ରାଜଭକ୍ତ
Next Article ଯେସାକୁ ତେସା
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.