• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଅଧିକ ଦଣ୍ଡ
ଗଳ୍ପ

ଅଧିକ ଦଣ୍ଡ

Liza SBy Liza SJanuary 21, 2023No Comments2 Mins Read
Facebook Twitter Pinterest Reddit LinkedIn Tumblr Email
Odia Story adhika-dandaOdia Story adhika-danda
Odia Story adhika-danda
Share
Facebook Twitter Pinterest Reddit Email

ଜଟିପୁରରେ ଗୋଟିଏ କାରାଗାର ଥାଏ । ସେଥିରେ ଅନେକ ପ୍ରକାରର ଅପରାଧ କରି ଅପରାଧିମାନେ କାରାଗାରରେ ବନ୍ଦୀ ହୋଇଥା’ନ୍ତି । ସେମାନେ ସେଠାରେ ନାନାପ୍ରକାରର କଠିନ ପରିଶ୍ରମ କରନ୍ତି । ସେହି ଦେଶର ରାଜା, ବନ୍ଦୀମାନଙ୍କ ଉପରେ ଦୟାକରି ଏକ ବଡ ପୁସ୍ତକାଳୟ ଖୋଲିଲେ ଯେପରି ବନ୍ଦୀମାନେ ନାନା ପ୍ରକାରର ପ୍ରସ୍ତକରୁ ଜ୍ଞାନ ଆହରଣ କରିପାରିବେ । ପୁସ୍ତକ ପଢିଲାବେଳେ ସେମାନେ ମଧ୍ୟ ନିଜର ଦୁର୍ଭାଗ୍ୟ କଥା ଭୁଲିଯା’ନ୍ତି ।

ସେହି ସହରରେ ବସୁଦେବ ନାମକ ଜଣେ ବ୍ୟବସାୟୀ ଥିଲା । ତା’ ଘରେ ତ ଅନେକ ଟଙ୍କା; ତେଣୁ ସେ ଭାବିଲା ”ସାହିତ୍ୟ ଲେଖି ଖ୍ୟାତି ଅର୍ଜ୍ଜନ କରିବି, ତେଣୁ ତା’ର ନାମଟିକୁ ସେ କବି ବସୁଦେବ ବୋଲି ଘୋଷଣା କଲା । ବହି ମଧ୍ୟ ଚଟାପଟ ଲେଖା ହୋଇଗଲା । ଏବେ କେତେକ ବହି ଆସିଛି ତେଣୁ ବସୁଦେବ ସମସ୍ତିଙ୍କୁ ବହି ବାଂଟିଲା ଓ କେତେକ ବିକ୍ରିକଲା । ତାଙ୍କର ସେ ବହିଟି ପଢି ସମସ୍ତେ ଖୁବ୍ ବିରକ୍ତ ହେଲେ । କେତେକ ବହି ଆଣି ଫେରସ୍ତ ଦେଇଦେଲେ ”ବସୁଦେବ ଏତେଗୁଡିଏ ବହି ନେଇ କ’ଣ କରିବେ । ତାଙ୍କର ମନେ ପଡିଲା କଇଦୀମାନଙ୍କୁ ମାଗଣା ଦେବେ । ଏକଥା ସେ ଯାଇ କାରାଗାର ଅଧ୍ୟକ୍ଷକଙ୍କୁ କହିଲେ ।

ତହୁଁ ସେଠିକା ଅଧ୍ୟକ୍ଷ ଅଳ୍ପ ହସି କହିଲେ ”ବସୁଦେବଜୀ, ରାଜାଙ୍କର ଆଜ୍ଞା ଅନୁସାରେ ମୁଁ ସେମାନଙ୍କୁ ଦଣ୍ଡ ଦିଏ ଏବେ ତୁମ ବହି ମୁଁ କିପରି ରଖିବି? ତାଙ୍କୁ ମୁଁ ଦଣ୍ଡ ଦେଉଛି । ପୁଣି ତୁମ ବହି ପଢିବାଟା ହିଁ ଦଣ୍ଡ ବୋଲି ମୁଁ ଭାବୁଛି । ଅଧିକ ଦଣ୍ଡ ମୁଁ ସେମାନଙ୍କୁ କିପରି ଓ କାହିଁକି ବା ଦେବି? ତୁମେ ରାଜାଙ୍କଠାରୁ ଅନୁମତି ଆଣିଲେ ଯାଇ ଏହା ସମ୍ଭବ ହେବ । ତେଣୁ ତୁମ ଗ୍ରନ୍ଥ ମୁଁ ସ୍ୱୀକାର କରୁନାହିଁ ”ଏଥର ବସୁଦେବ ଜାଣିଗଲେ କି ତାଙ୍କ ଗ୍ରନ୍ଥର ମୂଲ୍ୟ କେତେ । ତେଣୁ ପ୍ରଥମ କଥା ନଗରରେ ସେ ଘୋଷଣା କଲେ କି ସେ କବି ବସୁଦେବ ନୁହଁନ୍ତି କେବଳ ବସୁଦେବ ।

Latest New Odia Story New odia story New Story Adhika Danda
Share. Facebook Twitter Pinterest LinkedIn Tumblr Reddit Email
Previous Articleତାଙ୍କ କଥା ଶୁଣି ସମସ୍ତେ ନୀରବ ରହିଲେ
Next Article ବିଷମ ପରୀକ୍ଷା
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.