• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଶିଶୁ»ଶିଶୁ ଗଳ୍ପ»ଅଧା ମୂଲ୍ୟ
ଶିଶୁ ଗଳ୍ପ

ଅଧା ମୂଲ୍ୟ

Liza SBy Liza SFebruary 14, 2023No Comments2 Mins Read
Facebook Twitter Pinterest Reddit LinkedIn Tumblr Email
Odia-story-Adha-Mulya
Odia-story-Adha-Mulya
Share
Facebook Twitter Pinterest Reddit Email

ଜଗୁଦାସ ରାମପୁର ଗ୍ରାମର ଜଣେ ଧନୀ ଚାଷୀ ଥିଲେ । ଚାଷ ଛଡା ତାଙ୍କର ଦୋକାନଟିଏ ଥାଏ ସେଥିରୁ ମଧ୍ୟ ବହୁତ ଟଙ୍କା ରୋଜଗାର ହୁଏ । କିନ୍ତୁ ସେ ଟିକିଏ ଲୋଭୀ ପ୍ରକୃତିର ବ୍ୟକ୍ତି ଥିଲେ । ଧାନ ଅମଳ ସମୟରେ ସେ ପତ୍ନୀକୁ ଦୋକାନ ଜଗାଇ ଦେଇ ନିଜେ ଜମିପାଖରେ ଥାଏ ।ଧାନ ଅମଳ ପରେ ସବୁ ଚାଷୀମାନେ ଗରୀବ ଲୋକଙ୍କୁ କିଛି ନା କିଛି ଦାନ ଦେଇଥାନ୍ତି । ତେବେ ଲୋଭୀ ଜଗୁଦାସର ପାଖକୁ କେବେ କେହି ମଧ୍ୟ ଯାଏ ନାହିଁ । ଥରେ ଜଗୁଦାସର ମନ ହେଲା ଏଥର କିଛି ଦାନ ଖଇରାତ କରିଲେ ଯଶ ମିଳିବ । ତେଣୁ ସେ କେତେକ ପିଲାଙ୍କୁ ଗ୍ରାମରୁ ଡାକିଆଣି ସେମାନଙ୍କୁ କିଛି କିଛି ଧାନ ବାଂଟିଲା । କିନ୍ତୁ ତହିଁରେ ଚାରିଭାଗରୁ ଭାଗେ ଧାନ ଆଉ ବାକି ତିନିଭାଗ ଅଗାଡି ଥିଲା ।

ସେଇ ଗାଁର ଧରମ ଦାସ ଦୂରରୁ ଏସବୁ ଦେଖି ସେ ପିଲାମାନଙ୍କୁ ପାଖକୁ ଡାକି ଦେଖିଲା ସେଗୁଡାକ ସବୁ ତୁଚ୍ଛା ଅଗାଡି ମିଶା ଧାନ । ପିଲାଙ୍କୁ ସେ ଚୁପ୍ଚାପ୍ କିଛି କହି ବିଦା କଲା ।କିଛି ସମୟ ପରେ ଜଗୁଦାସ ଧାନବସ୍ତା ସବୁ କ୍ଷେତରୁ ଘରକୁ ଆଣି ଦେଖିଲା ଘରେ ବହୁତ ଧାନ ଗଦା ହୋଇଛି । ସେ ଆଶ୍ଚର୍ଯ୍ୟ ହେଲା । ଠିକ୍ ଏତିକିବେଳେ ତା’ ସ୍ତ୍ରୀ ବହୁତ ଖୁସିରେ ଆସି କହିଲା, “ଆହେ, ଶୁଣ, ଆଜି ମୁଁ ଅଧା ଦାମ୍ରେ ବହୁତ ଧାନ କିଣିଛି । କେତେ ଗୁଡିଏ ପିଲା ଧାନ ଅଧା ଦାମ୍ରେ ବିକୁଥିଲେ କହିଲେ କିଏ ଧର୍ମାତ୍ମା ତାଙ୍କୁ ଦାନ ଦେଇଛି । ଅଧା ଦାମ୍ରେ ମିଳିବାରୁ ମୁଁ ସବୁ କିଣିନେଲି ।”ଜଗୁଦାସ ଧାନଗଦା ଦେଖି ନିଜର ଅଗାଡି ମିଶା ଧାନ ଠିକ୍ ଚିହ୍ନି ପାରିଲେ ଓ ନିଜ କୃତିତ୍ତ୍ୱ ବିଷୟରେ ଚୁପ୍ ରହିବା ଭଲ ଭାବି ସ୍ତ୍ରୀକୁ କିଛି ଉତ୍ତର ଦେଲେ ନାହିଁ ।

New Odia Story Adha Mulya Odia Story Adha Mulya
Share. Facebook Twitter Pinterest LinkedIn Tumblr Reddit Email
Previous Articleବୁଦ୍ଧି ଓ ବିବେକ
Next Article କୁଶଳ ବୁଦ୍ଧି
Liza S

Related Posts

ହୁସ୍ ହୁସ୍

February 19, 2023

କୃଷ୍ଣାବତାର

February 6, 2023

ଶିଆଳ ଓ ଠେକୁଆ

December 10, 2022

ଚାକରର ବୁଦ୍ଧି

December 8, 2022

mahakabya

October 9, 2022

Main-Image-Devinka-Alankara

July 18, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.